Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାସ୍ତାରେ ପଡ଼ିଛି ପୁଳା ପୁଳା ରତ୍ନ, ଗୋଟାଇ ନେଉଛନ୍ତି ଗାଁ ଲୋକେ

ବୈଦ୍ଧ: ରାସ୍ତାରେ ପଡ଼ିଛି ପୁଳା ପୁଳା ରତ୍ନ । ଆଉ ଏହାକୁ ଦେଖି ଗୋଟାଇ ନେଉଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଥାନା ବାଘିଆପଡା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟିଆପଡା ଗ୍ରାମରେ । ଏହି ଗାଁରେ ରାସ୍ତା କାମ ଚାଲିଥିବା ବେଳେ ଠିକାଦାର ମାଟି ଖୋଳି ଆଣି ରାସ୍ତାରେ ପକାଇଥିଲେ ।…

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ: ବ୍ୟାଙ୍କ୍ ଯିବାକୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନଥିବା ମହିଳା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଏନ୍‌ପିସିଆଇ ତ୍ରୁଟି ରହିଛି,…

ସମ୍ପ୍ରସାରିତ ହେବ କଟକ, ସିଡିଏରେ ମିଶିବ ୧୦୨ ଗାଁ

କଟକ: ବୃଦ୍ଧି ପାଇବ ସିଲଭର ସିଟି କଟକର ସୀମା । କଟକ ସହିତ ସାମିଲ ହେବ ଆହୁରି ଅନେକ ଗାଁ । କଟକର ସୀମାକୁ ସମ୍ପ୍ରସାରିତ କରି ସିଡିଏ ସହିତ ଆଉ ୧୦୨ଟି ଗାଁକୁ ଯୋଡା ଯିବ । ଏନେଇ ସୂଚନା ଦେଇଛନ୍ତି, ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର । ସେ କହିଛନ୍ତି, କଟକ ସମ୍ପ୍ରସାରିତ ହେବ । ଏଥିରେ…

କାହିଁକି ଏତେ ଥର ଓଡିଶା ଗସ୍ତ କରିଛନ୍ତି ମୋଦି?

ଭୁବନେଶ୍ବର: ଉତ୍କର୍ଷ ଓଡିଶା କନକ୍ଲେଭକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ନିର୍ମାଣରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଓଡିଶାକୁ ସମୃଦ୍ଧ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଓଡିଶା ପ୍ରତି ତାଙ୍କର ଭଲପାଇବା ରହିଥିବାରୁ ସେ ପ୍ରଧାନମନ୍ତ୍ରୀ…

ପୁଣି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଲେ ଦୁର୍ବୃତ୍ତ

ଭୁବନେଶ୍ଵର: ଚୋରଙ୍କ ଟାର୍ଗେଟରେ କି କଂଗ୍ରେସ ନେତା! ଥରେ ନୁହେଁ ଦୁଇ ଥର ହେଲାଣି ଚୋରି । ଜାଣିଶୁଣି କେହି ଟାର୍ଗେଟ କରୁଛି କି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରକୁ? ଏପରି ଅନେକ ପ୍ରଶ୍ନ ସାମ୍ନାରେ ଥିବା ବେଳେ ଆଜି ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଆଉ ଏକ ଘରୁ ଚୋରି ଉଦ୍ୟମ କରାଯାଇଛି…

ରାୟଗଡା, କେନ୍ଦୁଝରରେ ପ୍ଲାଣ୍ଟ: ନିବେଶ ହେବ ଲକ୍ଷେ ୭୦ ହଜାର କୋଟି

ଭୁବନେଶ୍ବର: ଉତ୍କର୍ଷ ଓଡିଶା ଆରମ୍ଭରୁ ହିଁ ରାଜ୍ୟରେ ଆରମ୍ଭ ହୋଇଯାଇଛି ପୁଞ୍ଜି ନିବେଶ । ରାୟଗଡା ଏବଂ କେନ୍ଦୁଝରରେ ଦୁଇଟି ମେଗା ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ନିବେଶ କରିବେ ନିବେଶକ । ରାୟଗଡାରେ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା କରିବ…

‘ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି ଓଡିଶା’

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ରାଜ୍ୟରେ ନିବେଶକଙ୍କ ମହାମିଳନ । ପ୍ରମୁଖ ନିବେଶକମାନେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଯୋଗ ଦେଇ ଓଡିଶା ବିକାଶ ପାଇଁ ସହଯୋଗର ହାତ ବଢେଇଛନ୍ତି । ଯାହାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି…

ଉତ୍କର୍ଷ ଓଡିଶାରେ ମୋଦି: କହିଲେ,‘ମୋ ଡିଏନଏରେ ଅଛି ଓଡିଶା’

ଭୁବନେଶ୍ବର: ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁଇଦିନିଆ କନକ୍ଲେଭ ଅବସରରେ ଆଜି ପୁଣି ଥରେ ଓଡିଶା ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ମୁଁ ସ୍ବାଧୀନ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ୩୦ ଥର…

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ଭୁବନେଶ୍ବର: ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ପଠାଇବାକୁ ପ୍ରସ୍ତୁତି କରାଯାଉଛି । ତେବେ ଶ୍ରୀ ହରିଚନ୍ଦନଙ୍କ ଅସୁସ୍ଥତା ନେଇ ସୂଚନା ଦେଇଛନ୍ତି…

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫: ବର୍ତ୍ତମାନ ଏଆଇର ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପେରେସନ ଇଣ୍ଡିଆ

ଭୁବନେଶ୍ଵର: ଉଦ୍‌ଘାଟିତ ହେଲା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ । ଭୁବନେଶ୍ବର ଜନତା ମଇଦାନରେ ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫କୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶ ବିଦେଶର ନିବେଶକ, ପ୍ରତିନିଧି, କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଅନୀଲ…