Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ପୂର୍ବର ସରକାରଙ୍କୁ ଅନୁକରଣ କରୁଛନ୍ତି ମୋହନ ସରକାର’

ଭୁବନେଶ୍ବର: ଯାହା ନବୀନ ସରକାର ଅମଳରେ ହୋଇଥିଲା, ତାହାକୁ ଅନୁକରଣ କରୁଛନ୍ତି ଏବେକା ସରକାର । ଓଡିଶାବାସୀଙ୍କୁ ଭ୍ରମିତ କରି ଖାଲି ମିଛରେ ବାହାଦୁରି ନେଉଛନ୍ତି ସରକାର । ନୂଆ ସରକାରରେ କିଛି ବି ନୂତନତ୍ବ ନାହିଁ ବୋଲି କହି ପ୍ରେସମିଟ କରି ବର୍ଷିଛନ୍ତି ବିଜେଡି ମୁଖପାତ୍ର ତଥା ମିଡିଆ…

ଓଡିଶା ଇତିହାସ ଉପରେ ହେବ ଗବେଷଣା, କହିବ ଆମ ବୀର ପୁଅଙ୍କ ଗାଥା

ଭୁବନେଶ୍ବର: କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ? ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ କରିଥିଲେ ଆମ ଓଡିଆ ମଉଡମଣି? ଏ ସବୁକୁ ନେଇ ଏବେ ଗବେଷଣା ହେବ । ଗବେଷଣା କହିବ, ଓଡିଶା ଇତିହାସର ଗାଥା । ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବା ନେଇ…

ମିଲେଟ୍ ମିଶନ୍: ମା’ମାନଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଣ୍ଡିଆକୁ ପ୍ରୋତ୍ସାହିତ କରିବାକୁ ସମସ୍ତ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ରାଜ୍ୟ କୃଷି ବିଭାଗ ପକ୍ଷରୁ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ରାଜ୍ୟରେ ପ୍ରଥମ: ସ୍ଥାନୀୟ ମିଥ୍‌କୁ ନେଇ ଆୟୋଜନ ହେବ ଗୋସିଙ୍ଗ ଦୈତ୍ୟ ଦରବାର

ଭବାନୀପାଟଣା: ଓଡ଼ିଶାର ବିଭିନ୍ନ ସ୍ଥାନରେ କଂସ ଦରବାର, ଜଳନ୍ଧର ଦରବାର, ବିରାଟ ଦରବାର, ଅଶୋକ ଦରବାର ଆଦି ଆୟୋଜନ ହେଉଥିବା ବେଳେ ପ୍ରଥମଥର ପାଇଁ ସ୍ଥାନୀୟ ମିଥ୍ ବା ପୌରାଣିକ ଆଖ୍ୟାନ ଓ ଐତିହାସିକ ତଥ୍ୟକୁ ନେଇ 'ଗୋସିଙ୍ଗ ଦୈତ୍ୟ ଦରବାର' ଆୟୋଜନ ହେବାକୁ ଯାଉଛି। କଳାହାଣ୍ଡି ଜିଲ୍ଲା ନର୍ଲା…

ପୁଣି ମାତିଲେ ଲୁଟେରା: ବନ୍ଧୁକ ମୁନରେ ଲୁଟିନେଲେ ସୁନା ଚେନ୍

କଟକ: ମାଡ଼ମାରି ଫାଙ୍କା ଗୁଳି ଚଳାଇ ଲୁଟିନେଲେ ସୁନା ଚେନ୍‌ । ନରାଜ-ବିଦ୍ୟାଧରପୁର ପାହାଡ଼ ନିକଟରେ ଆତଙ୍କ ଖେଳାଇଲେ ଲୁଟେରା । ଏକ ଦମ୍ପତ୍ତିଙ୍କ ଠାରୁ ବନ୍ଧୁକ ଦେଖାଇ ସୁନା ଚେନ୍ ନେଇଗଲେ ୬ ଦୁର୍ବୃତ୍ତ । ଏନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ଉକ୍ତ ଦମ୍ପତ୍ତି । ସୂଚନା ଅନୁସାରେ,…

ପବିତ୍ର ଅଁଳା ନବମୀ, ଓଡିଆଣୀ ବେଶରେ ଶ୍ରୀରାଧା

ପୁରୀ: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜି ରାଧାପାଦ ମଧ୍ୟ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ଶ୍ରଦ୍ଧାଳୁ । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ବ ରହିଛି ।…

ପୁରୀ ଆସିବେ ରାଷ୍ଟ୍ରପତି, ନୌସେନାର ଦିବସରେ ହେବେ ସାମିଲ

ଭୁବନେଶ୍ଵର: ଡିସେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି । ଡିସେମ୍ବର ୪ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ନୌସେନାର ସମରାଭ୍ୟାସରେ ହେବେ ସାମିଲ । ଡିସେମ୍ବର ୪ ନୌସେନା ଦିବସ ଉପଲକ୍ଷେ ଆୟୋଜିତ ହେବ ସମରାଭ୍ୟାସ । ପୁରୀର ବ୍ଲୁ ଫ୍ଲାଗ ବେଳାଭୂମିରେ…

ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ, ବୋହୁ କରୁଥିଲା ଶାଶୁର ଶବଦାହ

ଭୁବନେଶ୍ଵର: ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ । ବୋହୂ କାହାକୁ ନ ଜଣାଇ ଶାଶୁର ଶବ ଦାହ କରାଉଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ । ତେବେ ପୋଷ୍ଟମର୍ଟମ ନ କରି ଶବ ଦାହ କରୁ୍ଥିବା ନେଇ ଅଭିଯୋଗ କରିଥିଲେ ସମ୍ପର୍କୀୟ…

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ପ୍ଲାଷ୍ଟିକ ମନା

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଅଣବିଘଟନ ପ୍ଲାଷ୍ଟିକ ମନା । ଛାତ୍ରଛାତ୍ରୀ କିଭଳି ପ୍ଲାଷ୍ଟିକ ବ୍ୟବହାର ନ କରିବେ ସେନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯିବ । କଲେଜ କ୍ୟାଣ୍ଟିନ୍, ହଷ୍ଟେଲକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଆସିବନି । ତେବେ ପ୍ଲାଷ୍ଟିକ ବୋତଲ ବଦଳରେ ଅନ୍ୟ…

“କନଫାଇନଡ୍ ସ୍ନେକ ରେସ୍କ୍ୟୁ” କର୍ମଶାଳା: ସାପ ଧରିବେ କେମିତି?

ଭୁବନେଶ୍ଵର: ସ୍ନେକ୍ ହେଲ୍ପ ଲାଇନ ଏବଂ ସିଟି ଫରେଷ୍ଟ ଡିଭିଜନ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି "କନଫାଇନଡ୍ ସ୍ନେକ ରେସ୍କ୍ୟୁ" କର୍ମଶାଳା । ଏଇ କର୍ମଶାଳାରେ ରାଜ୍ୟର ବିଭିନ୍ନ କୋଣରୁ ପ୍ରାୟ ୭୫ ଜଣ ସାପ ଉଦ୍ଧାରକାରୀ ଏବଂ ସିଟି ଫରେଷ୍ଟ ଏବଂ ଚନ୍ଦକା ଡିଭିଜନ ର ମୋଟ ୪୦ ଜଣ ବନ…