Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିପଦରେ କେନ୍ଦ୍ରାପଡା ଜିଲ୍ଲା: ଡରାଇଲାଣି ଆଇଆଇଟି, ସରକାରଙ୍କୁ ଦେଲା ସତର୍କ ଘଣ୍ଟି

ଭୁବନେଶ୍ବର: ଭୟଙ୍କର ସ୍ଥିତିରେ ଗତି କରୁଛି କେନ୍ଦ୍ରପଡା । କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ଏବଂ ମରୁଡି ଆଶଙ୍କା ସବୁଠୁ ଅଧିକ ରହିଛି । ଦେଶର ମୋଟ ୧୧ଟି ଜିଲ୍ଲା ଏଭଳି ସ୍ଥିତି ଦେଇ ଗତି କରୁଥିବା ବେଳେ ଏହା ମଧ୍ୟରେ ଓଡିଶାରୁ କେନ୍ଦ୍ରାପଡା ସ୍ଥିତି ବିପଦରେ ଥିବା ସତର୍କ କରାଯାଇଛି ।…

ପାଇନାହାନ୍ତି ସୁଭଦ୍ରା? ତାହେଲେ ଜାଣନ୍ତୁ କ’ଣ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ଡିସେମ୍ବରରେ ସୁଭଦ୍ରାର ଚତୁର୍ଥ କିସ୍ତି ବା ପ୍ରଥମ ପର୍ଯ୍ୟାୟର ଶେଷ କିସ୍ତି ମିଳିବାକୁ ଥିବା ବେଳେ ଏନେଇ ଅନେକ ମହିଳା ଆଶା ବାନ୍ଧି ବସିଛନ୍ତି । ଏଥିର ସେମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଚଢିବ । ତେବେ ଡିସେମ୍ବରରେ ଟଙ୍କା କେବେ ମିଳିବ, ଆଉ କେଉଁମାନେ ପାଇବେ, ସେନେଇ…

ଖସୁଛି ପାରଦ, ବଢୁଛି ଶୀତ: ରେକର୍ଡ କଲା ରାଜଧାନୀ ରାତି

ଭୁବନେଶ୍ବର: ଗତକାଲି ରାଜଧାନୀ ରାତି ଥିଲା ସବୁଠୁ ଥଣ୍ଡା ରାତି । ଚଳିତ ବର୍ଷର ସବୁଠୁ ଥଣ୍ଡା ରାତି ଭାବେ ୧୦.୯ ଡିଗ୍ରୀ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ବର । ଚଳିତ ଶୀତ ଋତୁରେ ଟ୍ବିନ ସିଟିରେ ସବୁଠୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ରାତିରେ ଭୁବନେଶ୍ଵରରେ ତାପମାତ୍ରା ୧୦.୯…

ଥରୁଛି ଓଡିଶା, ଦୁଇ ଦିନ ପରେ କମିବ ଶୀତ

ଭୁବନେଶ୍ବର: ଏବେ ରାଜ୍ୟରେ ଶୀତର ଲହରି ଜାରି ରହିଛି । ଜାଡରେ ଥରୁଛି ପୂରା ଓଡିଶା । ବିଭିନ୍ନ ସ୍ଥାନରେ ଘନ କୁହୁଡି ସାଙ୍ଗକୁ ଶିଶର ବିନ୍ଦୁ ବରଫରେ ପରିଣତ । ଅସହ୍ୟ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ଆଜି ସକାଳେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି…

ପୁଷ୍ପା ଷ୍ଟାଇଲରେ ହାତୀ ଦାନ୍ତ ତସ୍କରୀ: ବନବିଭାଗକୁ ଗୁଳି ମାଡ

ରାୟଗଡ଼ା: ପୁଷ୍ପା ସିନେମା ଷ୍ଟାଇଲରେ ବନବିଭାଗ ଟିମ୍‌ ଉପରକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ହାତୀ ଦାନ୍ତ ତସ୍କରୀରେ ବନବିଭାଗର ଚଢାଉ ବେଳେ ଧଡ ଧଡ ୪ ରାଉଣ୍ଡ ଗୁଳି କରିଥିଲେ ଚୋରା ଚାଲାଣକାରୀ । ତେବେ ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ଚୋରା ଚାଲାଣକାରୀ । ଯାହାର ଖବର ପାଇ ପୋଲିସ…

‘ଓସା’ର ଅନନ୍ୟ ପଦକ୍ଷେପ: ପ୍ରତି ପଞ୍ଚାୟତରେ ସର୍ବସାଧାରଣ ପାଠାଗାର

ଭୁବନେଶ୍ବର: ବର୍ତ୍ତମାନ ସମୟରେ ସାରା ପୃଥିବୀରେ ପାଠାଗାରର ପରିଭାଷା ବଦଳିଛି। ଏହା ଆଉ କେବଳ ଗ୍ରନ୍ଥାଗାର ଭାବେ ସୀମିତ ହୋଇ ରହିନାହିଁ। ସେଠାରେ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବସ୍ଥା ହେବା ସହ ଯୁବପିଢ଼ିଙ୍କ ନିଯୁକ୍ତି ସମ୍ଭାବନା ବୃଦ୍ଧି, ବିଭିନ୍ନ ବର୍ଗଙ୍କ ପାଇଁ ଦକ୍ଷତା ବିକାଶ, ଡିଜିଟାଲ…

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡା: ଦୁଇଟି କଲରାପତରିଆ ବାଘଛାଲ ସହିତ ଜଣକୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ରାୟଗଡା ଜିଲ୍ଳାରେ କଟକ ଭିଜିଲାନ୍ସ ଟିମ ଓ ସ୍ଥାନୀୟ ଜଙ୍ଗଲ ବିଭାଗ ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢାଉରେ ଦୁଇଟି କଲରାପତରିଆ ବାଘଛାଲ ସହିତ ଜଣକୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ। ଶନିବାର ମୁନିଗୁଡା…

‘ପ୍ରତି ଜିଲ୍ଲାରେ ହେବ ମେଡିକାଲ କଲେଜ, ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ’

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଉନ୍ନତ ଓ ମଜଭୁତ୍ ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ଅଣ୍ଟାଭିଡିଛନ୍ତି ନୂଆ ସରକାର । ରବିବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସଂରଚନାକୁ ସୁଦୃଢ଼ କରିବା ପାଇଁ ସରକାରର ଉଦ୍ୟମ ଆରମ୍ଭ…

ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର

ଭୁବନେଶ୍ୱର: ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର । ୟୁପିଏସସି ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାନିକ ସେବା ତଥା ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ବିତୀୟ ରାଙ୍କ ପାଇଥିଲେ ଅନିମେଶ । ଅନିମେଶଙ୍କ ସହ ଅନ୍ୟ ୮ ଜଣଙ୍କୁ ଓଡ଼ିଶା କ୍ୟାଡର୍‌ ମିଳିଛି । ତେବେ ସର୍ବ ଭାରତୀୟ…

ଘରୋଇ ଉପାୟରେ ବାସନକୁସନକୁ କରନ୍ତୁ ଚକ୍‌ଚକ୍‌

ଭୁବନେଶ୍ବର: ଚକ୍‌ଚକ୍ ବାସନ ରୋଷେଇଘରର ଶୋଭା ବଢାଇଥାଏ । ରୋଷେଇ କଲାବେଳେ ଅସବାଧାନବତା ଯୋଗୁଁ କଢେଇ,ହାଣ୍ଡି ଜଳିଯାଏ । ସେହି ଦାଗ ଛଡାଇବାକୁ ସମୟ ନଷ୍ଟ ହେବା ସହ ମହଙ୍ଗା ଡିଟରଜେଣ୍‌ଟ୍ ବ୍ୟବହାର କରୁ । କିନ୍ତୁ ଆମ ନିତିଦିନିଆ ଘରୋଇ ସାମଗ୍ରୀରୁ ଏଭଳିଆ ଜିଦି ଦାଗକୁ ଆରାମରେ ଛଡାଇ ପାରିବା …