Latest Odisha News

BREAKING NEWS

Browsing Category

ଓଡିଶା

Odisha

୮ ଫୁଟର ଅଜଗର ସାପ ଉଦ୍ଧାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ସୁବର୍ଣ୍ଣମେରୁ ମନ୍ଦିର ପରିସରରୁ ଏକ ୮ ଫୁଟ୍ ଲମ୍ବ ଅଜଗର ସାପ ଉଦ୍ଧାର ହୋଇଛି । ଏହା ପରେ ଉକ୍ତ ଅଞ୍ଚଳରେ ଭୟର ବାତ୍ତାବରଣ ସୃଷ୍ଟି ହୋଇଛି । ସୂଚନା ମୁତାବକ, ପୂଜକ ମାନେ ଆଜି ସକାଳ ସମୟରେ ପୂଜା କରୁଥିବା ବେଳେ ମନ୍ଦିରରେ ଥିବା ଏକ ପାଣି…

ବାତିଲ୍ ହେଲା ସ୍ନାନଯାତ୍ରା: ରଥଯାତ୍ରା?, ଚେତାବନୀ ଦେଲାଣି କଳିଙ୍ଗ ସେନା

ନୂଆଦିଲ୍ଲୀ: ପୁଣି ଅଦିନରେ ରଥଯାତ୍ରା ଆୟୋଜନ କରି ଚର୍ଚ୍ଚାକୁ ଆସିଛି ଇସ୍କନ । ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନ ଅପଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ଚାରିଆଡୁ ସୃଷ୍ଟି ହୋଇଛି ବିରୋଧର ସ୍ବର । ଅଦିନରେ ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ…

ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା: ମୁଖ୍ୟ ଆକର୍ଷଣ ପାଲଟିବ ‘ଓଡ଼ିଆ ଚଳଚ୍ଚିତ୍ର’

କଟକ: ଚଳିତବର୍ଷ ନଭେମ୍ବର ୧୫ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା । ଏନେଇ ପ୍ଲଟ ରେଜିଷ୍ଟ୍ରେସନ ସରି ଜାରି ରହିଛି ଜମି ନିଲାମ ପ୍ରକ୍ରିୟା । ୧୦ ଟି ଟିମକୁ ନେଇ ବିଭିନ୍ନ ସ୍ଥାନରେ ନିଲାମ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ମୋଟ ୧୫୦୦ ଜଣ ପ୍ଲଟ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା। ଏନେଇ ଓଡ଼ିଶା ରାଜ୍ୟ ସରକାର ବିଧିବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାଥମିକ ସ୍ତରରେ ଏହା ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ…

ସ୍ଥିତି ବିଗାଡି ଦେଇଥିଲା ବାଣ, ଆଶ୍ବସ୍ତି ଦେଲା ଅଦିନିଆ ବର୍ଷା

ଭୁବନେଶ୍ବର: ବାୟୁମଣ୍ଡଳକୁ ଆଶ୍ବସ୍ତି ଦେଇଛି ଅଦିନିଆ ବର୍ଷା । ଗତକାଲି ବିଭିନ୍ନ ସ୍ଥାନରେ ଦୀପାବଳି ପାଳନ କରାଯାଇଥିବା ବେଳେ ବାଣ ଫୁଟା ଯୋଗୁଁ ଭୁବନେଶ୍ୱରରେ ବାୟୁ ଗୁଣବତ୍ତା(ଏକ୍ୟୁ) ଅତ୍ୟନ୍ତ ଖରାପ ହୋଇଯାଇଥିଲା । ବୁଧବାର ସକାଳେ ବାୟୁର ଗୁଣବତ୍ତା ୬୦ରୁ ୭୦ ଏକ୍ୟୁ ଥିବା ବେଳେ…

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା; ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ ଆରମ୍ଭ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣା । ଆରମ୍ଭ ହେଲା ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଦନ୍ତ ଆରମ୍ଭ…

ଦିପାବଳୀରେ ଘର ଉପରକୁ ୨ଟି ବୋମାମାଡ଼

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହିଂସା । କେନାଲ ସାହିରେ ଦୁର୍ବୃତ୍ତମାନେ ପୁଣି ବୋମାମାଡ଼ କଲେ ଦୁର୍ବୁତ୍ତ । ଦିପାବଳୀ ଅବସରରେ ଉକ୍ତ ସାହିର ରାଜେନ୍ଦ୍ର ସେଠୀଙ୍କ ଘର ଉପରକୁ ଦୁଇଟି ବୋମାମାଡ଼ ହୋଇଛି । ଏହି ବୋମା ମାଡରେ ଘର ଛାତର ସିମେଣ୍ଟ ପଲସ୍ତରା ଖସି ପଡିଛି । ହେଲେ କେହି…

ରତ୍ନ ଭଣ୍ଡାର ସୁଡଙ୍ଗ ରହସ୍ୟ…କହିଦେଲେ ମନ୍ତ୍ରୀ

ପୁରୀ: ରତ୍ନ ଭଣ୍ଡାରରେ ଗୁପ୍ତ ସୁଡଙ୍ଗ ବା କିଛି ଗୁପ୍ତ କୋଠରୀ ରହିବା ପ୍ରସଙ୍ଗକୁ ନେଇ ଆଜି ବଡ ବୟାନ ଦେଇଛନ୍ତି ମନ୍ତ୍ରୀ । ରତ୍ନଭଣ୍ଡାରରେ କୌଣସି ସୁଡଙ୍ଗ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା…

ଚଳଚଞ୍ଚଳ ଭଦ୍ରକ ସହର: ମହାକାଳୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଧାରଣ କରୁଥିଲା ବେଳେ ଅନ୍ୟ…

ନିର୍ମାଣଧିନ କେନାଲରୁ ମାଟି ଅତଡା ଧସି ୮ ବର୍ଷର ଝିଅ ମୃତୃ, ବାପା ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନଡିଆଭଙ୍ଗା ପଞ୍ଚାୟତ ବାଉଁଶନଳୀ ଗାଁରେ ଅଘଟଣ । ଶୌଚ ହେବା ପାଇଁ କେନାଲ ବନ୍ଧକୁ ଯାଇଥିବାବେଳେ ବାପା ଓ ଝିଅଙ୍କ ଉପରେ ଖସିପଡିଲା ମାଟି ଅତଡ଼ା । ଯେଉଁଥିରେ ଚାପି ହୋଇ ଘଟଣାସ୍ଥଳରେ ହିଁ ୮ ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ…