Latest Odisha News

BREAKING NEWS

Browsing Category

ଓଡିଶା

Odisha

ଛତୁ ଗୋଟାଇବାକୁ ଯାଇ ବ୍ୟକ୍ତି ନିଖୋଜ ଘଟଣା: ଖଣ୍ଡ ବିଖଣ୍ଡିତ ଗଳିତ ଶବ ଉଦ୍ଧାର

ନୂଆଗାଁ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନୂଆଗାଁ ଗ୍ରାମର ଜନୈକ ବ୍ୟକ୍ତି ସପ୍ତାହେ ପୂର୍ବରୁ ପାଖ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଆଜି  ଜଙ୍ଗଲ ଭିତରୁ ତାଙ୍କର ଗଳିତ ଖଣ୍ଡ ବିଖଣ୍ଡିତ ଶବ ବନବିଭାଗ ଓ ପୋଲିସ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।  ଉକ୍ତ ଜଙ୍ଗଲରେ…

ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କଟକ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଅସୁସ୍ଥ। ତାଙ୍କୁ କଟକର ସିଡିଏ ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ।…

୬ରେ ବିଜେପିରେ ମିଶିବେ ସୁନନ୍ଦା: ଅକ୍ଟୋବର ୨୯ ରେ ବିଜେଡିରୁ ଇସ୍ତଫା ଦେଇଥିଲେ

ବରୀ: ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ନଭେମ୍ବର ୬ ତାରିଖରେ ପଦ୍ମ ଧରିବେ। ୬ ତାରିଖ ପୂର୍ବାହ୍ନରେ ସେ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହେବା ନେଇ  ତାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ୫ ମାସ ହେଲେ ଅଣଦେଖା ହୋଇ ରହିଥିବା ଅଭିଯୋଗ ଆଣି…

ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ଜଣେ ସୁନା ବ୍ୟବସାୟୀଙ୍କର ମୃତ୍ୟୁ

ଜଯପୁର : ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ଜଣେ ସୁନା ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ଜୟପୁରରେ ଏପରି ଘଟଣା ଘଟିଛି । ମୃତ ସୁନା ବ୍ୟବସାୟୀଙ୍କ ନାଁ ପି. ହରପ୍ରସାଦ। ସେ ଜୟପୁର ସ୍ଥିତ ନ୍ୟୁ ବାସେବୀ ଜ୍ୱେଲର୍ସର ମାଲିକ। ସୂଚନା ମୁତବକ, ଗତକାଲି ରାତିରେ ଦୀପାବଳି ପାଳନ କରି ସେ…

ଚଳିତବର୍ଷ ଠାରୁ ଧାନ କୁଇଣ୍ଟାଲ ପିଛା ଏତିକି ମୂଲ୍ୟରେ ପାଇବ ଚାଷୀ…

ଅନୁଗୁଳ: ଆଜି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅନୁଗୁଳ ଗସ୍ତରେ ଆସି ଧାନ ସଂଗ୍ରହ ଉପରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଚଳିତ ବର୍ଷ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ । ଏଥିପାଇଁ ପ୍ରସ୍ତୁତି କରାଯାଉଛି । ଆଉ…

କ’ଣ ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣ ଦ୍ବାରା କମ୍ ହୋଇଥାଏ ଡାଇବେଟିସ୍

ଭୁବନେଶ୍ବର: ପ୍ରାତଃ ଭ୍ରମଣ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଚାଲିବା ଦ୍ବାରା ଡାଇବେଟିସ୍ ବା ମଧୁମେହ ନିୟନ୍ତ୍ରଣ ରହିଥାଏ । ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍ ଡାଇବେଟିସ୍ ହେବାର ଆଶଙ୍କା କମାଇବା ପାଇଁ ପ୍ରତିଦିନ ୧୦ ହଜାର ଷ୍ଟେପ୍ ଚାଲିବାକୁ ପରାମର୍ଶ ଦେଇଥାଏ । ତେବେ ଏକ ନୂତନ…

‘ବନ୍ଦ କରିଦେବୁ ଇସ୍କନ୍’ : ବଢିଲାଣି ଇସ୍କନ୍ ବିରୋଧୀ ସ୍ବର

ପୁରୀ: ପୁଣି ଥରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠାଇ ଏବେ ସମାଲୋଚନାର ପାତ୍ର ହୋଇଛି ଇସ୍କନ । ଚାରୁଆଡୁ ବିରୋଧର ସ୍ବର ଉଠିଥିବା ବେଳେ ଏବେ ଇସ୍କନ ବନ୍ଦ କରିଦେବା ପାଇଁ ଚେତାବନୀ ବି ମିଳିଲାଣି । ଏହାକୁ ନେଇ ପୂର୍ବରୁ କଳିଙ୍ଗ ସେନା ଇସ୍କନକୁ ଚେତାବନୀ ଦେଇଥିବା ବେଳେ ଏବେ ଜଗନ୍ନାଥଙ୍କ…

କେନ୍ଦୁଝରରେ JSW-ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲ କାରଖାନା

କେନ୍ଦୁଝର: କେନ୍ଦୁଝରରେ ହେବା ଷ୍ଟିଲ ପ୍ଳାଣ୍ଟ। JSW ଓ ପସ୍କୋ ମିଳିତ ଭାବେ କରିବେ ଏହି ଷ୍ଟିଲ ପ୍ଳାଣ୍ଟ। କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ଶୋ’ ବେଳେ ଉଭୟ JSW ଓ ପୋସ୍କୋ ସହ…

ସାବଧାନ୍! ବାରରେ ଡ୍ୟାନ୍ସ ହେଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ବର: ବାର୍‌ରେ ଡ୍ୟାନ୍ସ ହେଲେ ରଦ୍ଦ ହେବ ଲାଇସେନ୍ସ ।ଏନେଇ କଡା ଚେତାବନୀ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବାର୍‌ରେ ଅଶ୍ଳୀଳ ନୃତ୍ୟ ଯୋଗୁଁ ସୃଷ୍ଟି ହେଉଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅବକାରୀ…

ସୁଭଦ୍ରାକୁ ନେଇ ବଡ ଅପଡେଟ୍: ବାଦ୍ ପଡିଥିବା ହିତାଧିକାରୀଙ୍କ ପାଇଁ ଆସିବ ଗାଇଡଲାଇନ

ଭୁବନେଶ୍ବର: ଖୁବ୍ ଶୀଘ୍ର ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଚଢିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାକି ଥିବା ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି ମିଳିବ ।  ଖୁବ୍‌ ଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତି ତୃତୀୟ…