Latest Odisha News

BREAKING NEWS

Browsing Category

ଓଡିଶା

Odisha

Indoor swimming pool: ତମାଣ୍ଡୋରେ ଅତ୍ୟାଧୁନିକ ଇନଡୋର ସୁଇମିଂ ପୁଲ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (GCPE) ପରିସରରେ ଆଜି ଏକ ନୂତନ ୨୫ ମିଟର ବିଶିଷ୍ଟ ଇନଡୋର ସୁଇମିଂପୁଲର ଶୁଭ ଉଦଘାଟନ ହୋଇଯାଇଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର…

Shree Jagannath Temple puri: ଡିସେମ୍ବର ୩୧ ରେ ୧୧ଟାରେ ରାତ୍ର ପହୁଡ଼;ଏହି ୨ଦିନ ବାହାର କାଠରୁ ଦର୍ଶନ

ପୁରୀ:ଡିସେମ୍ବର ୩୧ ତାରିଖରେ ରାତି ୧୧ ଟାରେ ପହୁଡ ହୋଇ ରାତ୍ର ୨ ଟାରେ ଦ୍ୱାର ଫିଟିବ । ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତି ନେଇଛି। ନବବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୧ ତାରିଖ ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର…

Pinaka rockets: ଚାନ୍ଦିପୁରରେ ପିନାକା ଲଙ୍ଗ୍ ରେଞ୍ଜ୍ ଗାଇଡେଡ୍ ରେକଟ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଭାରତର ସଶସ୍ତ୍ର ବାହିନୀକୁ ସୁଦୃଢ଼ ​​କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଏବେ ସୋମବାର DRDO ଆଉ ଏକ ବଡ଼ ସଫଳତା ହାସଲ କରିଛି। ସୋମବାର ଡିଆରଡିଓ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ପରିସରରେ ପିନାକା ଲଙ୍ଗ ରେଞ୍ଜ…

ଡିସେମ୍ବର ୩୧ ଓ ନୂଆ ବର୍ଷ ପାଇଁ ପୁରୀରେ ଟ୍ରାଫିକ କଟକଣା…

ଭୁବନେଶ୍ୱର: ଡିସେମ୍ବର ୩୧, ୨୦୨୫ ଏବଂ ନୂଆ ବର୍ଷ ପାଇଁ ତଥା ଜିରୋ ଆୱାର ଉପଲକ୍ଷେ ପୁରୀ ପୋଲିସ ସୋମବାର ଏକ ଟ୍ରାଫିକ ପରାମର୍ଶ ଜାରି କରିଛି। ସୁଗମ ଟ୍ରାଫିକ ଚାଳନା ଏବଂ ଭିଡ଼ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସାରା ସହରରେ ୬୦ ପ୍ଲାଟୁନ୍ ପୋଲିସ କର୍ମଚାରୀ ମୁତୟନ ହେବେ। ପୁରୀ…

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ; ୩ ଦିନରେ ୫.୧୮ କୋଟିର ବେଆଇନ ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ୱର: ଡିସେମ୍ବର ୨୦ ତାରିଖରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନରେ ଅବକାରୀ ବିଭାଗ ୫୮୧ଟି ମାମଲା ରୁଜୁ କରିବା ସହ ୫.୧୮ କୋଟି ଟଙ୍କାର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ କରିଛି। ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ତିନି ଦିନିଆ ଅଭିଯାନରେ ୨୦୦ ଜଣଙ୍କୁ…

ଗଣତନ୍ତ୍ର ଦିବସ: କର୍ତ୍ତବ୍ୟ ପଥରେ ଗଡିବ ଓଡ଼ିଶା ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର: ଆସନ୍ତା ୨୬ ଜାନୁଆରୀରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ୍ ପାଇଁ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୟନ କରାଯାଇନାହିଁ। ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ରାଜ୍ୟର ପ୍ରସ୍ତାବକୁ ଅନୁମୋଦନ କରିଛି। ଯାହା ଦ୍ଵାରା ୧୬ଟି ଅନ୍ୟ…

Public Grievance: ଏହି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଜାନୁଆରୀ ୫ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା। ଅନଲାଇନ୍‌ ପଞ୍ଜୀକରଣ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ। ସର୍ବାଧିକ ୧ ହଜାର ପର୍ଯ୍ୟନ୍ତ ଅଭିଯୋଗ ପଞ୍ଜୀକରଣ ଜାରି ରହିବ।…

ହ୍ୟୁମାନ ସାଗର ମୃତ୍ୟୁ ମାମଲା: ଏତଲାରେ ଥିବା ବ୍ୟକ୍ତିଙ୍କର ହେବେ ଜେରା

କଟକ: ବିଶିଷ୍ଠ କଣ୍ଠଶିଳ୍ପ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ମାଆ ଶେଫାଳୀ ଦେଇଥିବା ଏତଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ। ଡିସିପି କହିଛନ୍ତି ଏତଲା ଆଧାରରେ ତଦନ୍ତ କରାଯାଉଛି। ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ। ମେଡିକାଲ…

ତପ୍ତପାଣି ଘାଟିରେ ଅଘଟଣ; କାର ଉପରେ ଓଲଟିଲା କାଜୁ ବୋଝେଇ ଟ୍ରକ୍ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ କାଜୁ ବୋଝେଇ ଟ୍ରକ୍ ଏକ କାର ଉପରେ ଓଲଟି ପଡ଼ିବାରୁ କାରଟି ଏକପ୍ରକାର ଚାପି ହୋଇଯାଇଥିଲା। ସୂଚନା ଅନୁଯାୟୀ, ଖେମୁଣ୍ଡି ଖୋଲା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଯେତେବେଳେ କି ୫ ଜଣ ବ୍ୟକ୍ତି ଭୁବନେଶ୍ୱରରୁ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଆଇନକୁ ହାତକୁ ନନେବାକୁ ସରକାରଙ୍କ ଅପିଲ

ଭୁବନେଶ୍ୱର: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଆକ୍ରମଣ ପରେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ସ୍ଥାନରେ ବାଂଲାଦେଶୀଙ୍କ ଉପରେ ଆକ୍ରମଣ ହେଉଥିବାର ଭିଡିଓ ଭାଇରାଲ ହେଉଛି। ଓଡ଼ିଶାରେ ବି ସମାନ ସ୍ଥିତି। ରାଜ୍ୟର ବିଭିନ୍ନ ସ୍ଥାନରେ ବାଂଲାଦେଶୀଙ୍କ ଉପରେ ଆକ୍ରମଣ କରାଯାଉଛି।…