Latest Odisha News

BREAKING NEWS

Browsing Category

ଓଡିଶା

Odisha

SIR ପାଇଁ ଏହି ଜିଲ୍ଲାରେ ପଞ୍ଚାୟତସ୍ତରୀୟ ଜନଅଭିଯୋଗ ଶୁଣାଣି ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍ଥଗିତ

ଭୁବନେଶ୍ବର:ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (ଏସ୍‌ଆଇଆର୍)କାର୍ଯ୍ୟକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗ୍ରାମପଞ୍ଚାୟତସ୍ତରରେ ହେଉଥିବା ଜନଅଭିଯୋଗ ଶୁଣାଣିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ସମସ୍ତ ବ୍ଲକ…

୧୫ ଜିଲ୍ଲାରେ ପ୍ରବଳ ବର୍ଷିିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ବୁଧବାର ପର୍ଯ୍ୟନ୍ତ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି। ରାଜ୍ୟର ଅତି କମରେ ୧୫ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ,…

ଆରଟିଓ ଚାଲାଣ ସେଟଲମେଣ୍ଟ ନାଁରେ ୨୦ଲକ୍ଷରୁ ଉର୍ଦ୍ଧ୍ବ ଠକେଇ, ୨ ଗିରଫ

କଟକ: ଆରଟିଓ ଚାଲାଣ ସେଟଲମେଣ୍ଟ କରିବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଭଦ୍ରକ ଆଇନଜୀବି ରାଜା ଦାସ ଏବଂ ଅନ୍ୟ ଜଣେ ହେଲେ ରାଜତ କୁମାର ଲେଙ୍କା । ସେମାନଙ୍କ ନାମରେ ୨୦ଲକ୍ଷ ୭୦ହଜାର ଟଙ୍କାର ସାଇବର ଠକେଇ କରିଥିବା…

ଜୁଲାଇ ୨୦ରୁ ମୌସୁମୀକାଳୀନ ଅଧିବେସନ; ଓଡିଶାର ବିଭିନ୍ନ ପ୍ରସଙ୍ଗରେ ସଂସଦରେ ଦାବି ଉପସ୍ଥାପନ କରିବ ବିଜେଡି

ଭୁବନେଶ୍ଵର: ସଂସଦରେ ଜୁଲାଇ ୨୦ରୁ ମୌସୁମୀକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦାନ କରିଛନ୍ତି । ଏହାସହିତ ବିଜୁ ଜନତା ଦଳର…

ରାୟଗଡ଼ା ନଗର ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ, ଥାନାରେ ମାମଲା ରୁଜୁ

ରାୟଗଡ଼ା: ରାୟଗଡା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା କର୍ଯ୍ୟାଳୟରେ ଅର୍ଥ ଆତ୍ମସାତ ହୋଇଥିବା ନଜରକୁ ଆସିଛି । କାର୍ଯ୍ୟାଳୟର ଜଣେ ଅଧିକାରୀ ବିନୟ ହରିଜନ ସରକାରୀ ଅର୍ଥ ପ୍ରାୟ ୧ କୋଟି ୯ ଲକ୍ଷ ନିଜ ଆକାଉଣ୍ଟକୁ ଟ୍ରାନସଫର୍ କରି ନେଇଯାଇଥିବା ଜଣାପଡିଛି । ଏନେଇ ରାୟଗଡା ଡିଆରଡିଏ ପକ୍ଷରୁ ଟାଉନ୍…

Marriage in jail:କାରାଗାରରେ ‘ଶୁଭ ବିବାହ’:ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କଏଦୀ

ଜୟପୁର: ଜେଲ୍ ପରିସରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଜୟପୁର ସ୍ବତନ୍ତ୍ର କାରାଗାର ପାଲଟିଲା ବିବାହ ମଣ୍ଡପ। ଆଇନଗତ ଅନୁମତି ଓ ଜେଲ୍ ପ୍ରଶାସନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ୨ କଏଦୀ। ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକ ଅନୁମତି ପରେ କାରାଗାର ଭିତରେ ଦୁଇ କଏଦୀଙ୍କ ବିବାହ…

ସୋରରେ ସାପ ଆତଙ୍କ:ଗୋଟିଏ ସପ୍ତାହରେ ୧୨୪ ଜଣଙ୍କୁ କାମୁଡିଲାଣି ସାପ

ସୋର:ସୋରରେ ସାପ ଆତଙ୍କ ଦେଖିବାକୁ ମିଳିଛି । ଗୋଟିଏ ସପ୍ତାହ ମଧ୍ୟରେ ୧୨୪ ଜଣ ସାପ କାମୁଡାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୋମନଙ୍କୁ ମଧ୍ୟରୁ ୧୫ରୁ ଅଧିକ ଲୋକ ଗୁରୁତର ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ସୂଚନାଥାଉକି, ଗତକାଲି…

୧,୧୦୯ କୋଟିର ବ୍ୟାଙ୍କ ଠକେଇ ମାମଲା: ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର ଉପରେ ସିବିଆଇର ବଡ଼ ଚଢ଼ାଉ

ଭୁବନେଶ୍ୱର: ୧,୧୦୯ କୋଟିର ବ୍ୟାଙ୍କ ଠକେଇ ମାମଲା । ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର ଉପରେ ସିବିଆଇର ବଡ଼ ଚଢ଼ାଉ କରାଯାଇଛି । ଭୁବନେଶ୍ୱରରେ ରୁଜୁ ହୋଇଥିବା ମାମଲାକୁ ଆଧାର କରି ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଉତ୍ତରାଖଣ୍ଡର ମୋଟ ୬ଟି ସ୍ଥାନରେ ଏକକାଳୀନ ତଲାସି କରାଯାଇଛି ।…

ରଥଯାତ୍ରା ୨୦୨୬ ପୂର୍ବରୁ ସାଇବର ଠକଙ୍କ ଉପରେ ପୋଲିସର ବଡ଼ ଆକ୍ସନ୍: ବ୍ଲକ୍ ହେଲା ୧୨୧ଟି ନକଲି ହୋଟେଲ ୱେବସାଇଟ୍

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ପୁରୀ ଅଭିମୁଖେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଯାଉଥିବା ବେଳେ, ଏହାର ଫାଇଦା ଉଠାଇବାକୁ ସକ୍ରିୟ ହୋଇଉଠିଛନ୍ତି ସାଇବର ଅପରାଧୀ। ତେବେ ଶ୍ରଦ୍ଧାଳୁମାନେ ଯେପରି କୌଣସି ଠକେଇର ଶିକାର ନହୁଅନ୍ତି, ସେଥିପାଇଁ…

ଦୁଇ ମାସ ପରେ ପୁଣି ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର: ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାରର ଆରମ୍ଭ ହେଲା…

ପୁରୀ: କୋଟି କୋଟି ଓଡ଼ିଆ ଏବଂ ଜଗନ୍ନାଥ ପ୍ରେମୀଙ୍କ ଆବେଗ ସହ ଜଡ଼ିତ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଆସିଛି ଏକ ବଡ଼ ଖବର। ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ବହୁମୂଲ୍ୟ ଅଳଙ୍କାର ଗଣତି ଓ ଯାଞ୍ଚ ପ୍ରକ୍ରିୟା ପୁଣିଥରେ ଆରମ୍ଭ ହୋଇଛି। କେବଳ…