Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁଇଟି ମାମଲାରେ ୬ ଗିରଫ, ମାଉଜର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସକୁ ସଫଳତା । ଦୁଇଟି ମାମଲାରେ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟିଏ ମାଉଜର, ଗୋଟିଏ ମାଗାଜିନ୍, ୨ ରାଉଣ୍ଡ ଗୁଳି, ୨ ଟି ବାଇକ୍, ଗୋଟିଏ କାର୍, ୩୫ କେଜି ୫୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । କନ୍ଧମାଳରୁ ଗଞ୍ଜେଇ କାର ଯୋଗେ…

୩ ବର୍ଷିଆ ଏଲଏଲବି ପାଠ୍ୟକ୍ରମ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ୩ ବର୍ଷିଆ ଏଲଏଲବି (ଆଇନ) ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଏହି ପାଠ୍ୟକ୍ରମ ନିମନ୍ତେ ନିଜର କମନ ଆପ୍ଲିକେସନ ଫର୍ମ ପୂରଣ କରିପାରିବେ। ୧୮ ଜୁଲାଇ ଅପରାହ୍ନ ୪ ଟାରୁ…

ବିଶିଷ୍ଟ ଲେଖକ ଡ. ବିବୁଧରଞ୍ଜନଙ୍କ ୧୨ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ

ଭୁବନେଶ୍ୱର: ଲୋକାର୍ପିତ ହେଲା ବିଶିଷ୍ଟ ଲେଖକ ଡକ୍ଟର ବିବୁଧରଞ୍ଜନଙ୍କ ୫୬ଟି ପୁସ୍ତକକୁ ନେଇ ୧୨ ଖଣ୍ଡ ଗ୍ରନ୍ଥାବଳୀ । ଟାଇମପାସ ପ୍ରକାଶନ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁସ୍ତକପର୍ବରେ ଏହାକୁ ଲୋକାର୍ପିତ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ…

Ayushman Bharat card In Odisha:କ୍ୟାନସର ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଆୟୁଷ୍ମାନ କାର୍ଡରେ ହେବ କ୍ୟାନସର…

ଭୁବନେଶ୍ବର: ଆୟୁଷ୍ମାନ ଭାରତ କାର୍ଡରେ କ୍ୟାନ୍ସର ଚିକିତ୍ସା ସୁବିଧା ମିଳିବ ବୋଲି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ବର୍ଷର ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କ୍ୟାନସର ଆରୋଗ୍ୟ ଯୋଜନାକୁ ସାମିଲ କରାଯାଇଥିବା ବେଳେ, ଏହି ଯୋଜନା ଅଧିନରେ କ୍ୟାନସର ଚିକିତ୍ସା ପାଇଁ…

ଶ୍ୟାମ ମେଟାଲିକ୍ସ ପକ୍ଷରୁ ଓଡ଼ିଶାରେ ଆଲୁମିନିୟମ ଫଏଲ୍ କାରଖାନା କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ୍‌ର ସହାୟକ କମ୍ପାନୀ ଏସ୍‌ଏମ୍‌ଇଏଲ୍ ଷ୍ଟିଲ୍ ଷ୍ଟ୍ରକ୍‌ଚରାଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାର ସମ୍ବଲପୁର ଜିଲ୍ଲା ସ୍ଥିତ ଆଲୁମିନିୟମ ଫଏଲ୍ କାରଖାନାରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି। ଏହି କାରଖାନାର…

ନଗରପାଳଙ୍କ ସହ ୯ କାଉନସିଲର ବିଜେପିରେ ସାମିଲ, ଚର୍ଚ୍ଚାରେ ଅଧିରାଜଙ୍କ ପ୍ରତିକ୍ରିୟା

ନୂଆପଡ଼ା: ଖଡ଼ିଆଳ ଏନ୍‌ଏସି ରାଜନୀତିରେ ଏବେ ନୂଆ ସମୀକରଣ ଦେଖିବାକୁ ମିଳିଛି। ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତାଙ୍କ ସହ ଅନ୍ୟ ୯ ଜଣ କାଉନସିଲର ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହେବା ପରେ ସ୍ଥାନୀୟ ରାଜନୀତି ସରଗରମ ହୋଇଉଠିଛି। ସୂଚନାଯୋଗ୍ୟ ଯେ, ଉଜ୍ଜଳ ଗୁପ୍ତା କଂଗ୍ରେସ ଦଳରୁ…

ରାଜ୍ୟର କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ମୌସୁମୀ ଟ୍ରଫ୍ ବର୍ତ୍ତମାନ ଅମୃତସର, କରନାଲ, ହରଦୋଇ, ରାଞ୍ଚି, ଦୀଘା ଏବଂ ଦକ୍ଷିଣ-ପୂର୍ବ ଦିଗକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରୁଛି। ଯେତେବେଳେ କି ଦକ୍ଷିଣ ଓଡ଼ିଶାରେ ଘୂର୍ଣ୍ଣିବଳୟ ଜାରି ରହିଛି। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆହୁରି ୩ ଦିନ…

ଜୁଲାଇ-୨୦୨୬ ଶିକ୍ଷାବର୍ଷ ପାଇଁ ‘ଇଗ୍ନୋ’ର ନାମଲେଖା ୩୧କୁ ବୃଦ୍ଧି

ଭୁବନେଶ୍ବର: ବଢିଲା ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ)ର ନାମଲେଖା । ଜୁଲାଇ- ୨୦୨୬ ଶିକ୍ଷାବର୍ଷ ପାଇଁ ନୂତନ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଆସନ୍ତା ୩୧ ମଧ୍ୟରେ…

ରଥଯାତ୍ରା ଦଳାଚକଟା ଘଟଣା; ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କଲେ ମାନବାଧିକାର କମିଶନ

ପୁରୀ: ପୁରୀ ଘୋଷଯାତ୍ରା ସମୟରେ ଦଳାଚକଟା ଓ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟଣା । ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଏନେଇ ସେ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କରିଛନ୍ତି । ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ଉପଯୁକ୍ତ ଓ ଉନ୍ନତ…

୩ ଟ୍ରକ୍‌ରେ ଚାଲାଣ କରୁଥିଲେ ମଇଁଷି…ବନ୍ଧାହେଲେ ୩

କୋମନା:ପୋଲିସକୁ ମିଳିଲା ବଡ ସଫଳତା । ବେଆଇନ ମଇଁଷି ଚାଲାଣ ବେଳେ ନୂଆପଡ଼ା ଜିଲ୍ଲା କୋମନା ପୋଲିସର ଚଢାଉ । କୋମନା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଜାତୀୟ ରାଜପଥ କ୍ରିଷ୍ଣା ଛକ ନିକଟରେ ଚଢ଼ାଉ କରି ୩ଟି ଟ୍ରକ୍‌ରୁ ୮୩ଟି ମଇଁଷିକୁ ଉଦ୍ଧାର କରିବା ସହ ୩ ଜଣଙ୍କୁ…