Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚିକିତ୍ସାଧୀନ ଅବସ୍ଥାରେ ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ

ପୁରୀ: ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଛି। ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ ହୋଇଛି।   ସୂଚନା ଅନୁସାରେ ଆଜି ସକାଳ ସମୟରେ ଅସୁସ୍ଥତା କାରଣରୁ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭକରାଯାଇଥିଲା। ସେ ଦୁର୍ବଳ ଅନୁଭବ କରିବ ସହିତ ପେଟ ଓ…

ତିନି ଯୁବକଙ୍କୁ ବନ୍ୟା ପାଣିରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଲେଶ୍ବର: ବାତ୍ୟା ପରେ ଲଗାଣ ବର୍ଷା ଯୋଗୁ ବାଲେଶ୍ବରରେ  ଜଳବନ୍ଦୀ ପରସ୍ଥିତି ସୃଷ୍ଟି ହୋଇଛି। ସୃଷ୍ଟି ହୋଇଥିବା ବନ୍ୟାରେ ବାଲେଶ୍ୱର ସହର ନିକଟ ଦହପଡ଼ାଠାରେ ବନ୍ୟା ପାଣିରେ ଭାସିଯାଇଥିବା ତିନି ଯୁବକଙ୍କୁ  ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଏକ ରବର ବୋଟ ସାହାଯ୍ୟରେ ସେମାନଙ୍କୁ…

ପାଟ୍ରୋଲିଂ ସମୟରେ ବିପୁଳ ବେଆଇନ ବାଣ ଜବତ କଲା ଜଟଣୀ ପୋଲିସ୍

ଭୁବନେଶ୍ୱର: ଜଟଣୀ ଅନ୍ତର୍ଗତ ଚର୍ଚ୍ଚ ପଡିଆ ମାର୍କେଟ କମ୍ପ୍ଲେକ୍ସ ନିକଟରୁ ଆଜି ଜବତ ହୋଇଛି ବିପୁଳ ପରିମାଣର ବେଆଇନ ବାଣ। ପାଟ୍ରୋଲିଂ ସମୟରେ ଜବତ କରିଛି ଜଟଣୀ ପୋଲିସ ଟିମ୍ ।  ସୂଚନା ଅନୁଯାୟୀ, ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ ରାତ୍ରିକାଳୀନ…

‘ଦାନା’ର ସଫଳ ମୁକାବିଲା ପାଇଁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବାତ୍ୟା ଦାନାର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ସହ ବାତ୍ୟା ମୁକବିଲାରେ ସହଭାଗୀ ହୋଇଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।  ସେ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ…

ଆରମ୍ଭ ହେଲା ମୃତ୍ତିକା ୨୦୨୪, ଅଂଶଗ୍ରହଣ କରିଛନ୍ତି ୩୦୦ ରୁ ଊର୍ଦ୍ଧ୍ଵ କାରିଗର

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜିଠାରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୦୨୪’ ଆରମ୍ଭ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ  ଅରବିନ୍ଦ କୁମାର ପାଢୀ ଯୋଗ ଦେଇ…

ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଭୁବନେଶ୍ୱର: ଆପାର୍ଟମେଣ୍ଟଗୁଡ଼ିକରେ ଚୋରି ରୋକିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ୍‌ । କଟକ ଓ ଭୁବନେଶ୍ୱରରେ ଥିବା ଆପାର୍ଟମେଣ୍ଟଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ମାନଙ୍କରେ ଲାଗିବ IP କ୍ୟାମେରା। ଏହି କ୍ୟାମେରା ଲଗାଇବା ପାଇଁ ସମସ୍ତ ଆପାର୍ଟମେଣ୍ଟର ବାସିନ୍ଦା କଲ୍ୟାଣ ସଂଘଗୁଡ଼ିକୁ…

୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବେଆଇନ ବାଣ ଜବତ

ଖାତିଗୁଡା: ଆଗକୁ ଆସୁଛି ଦୀପାବଳି। ବ୍ୟବସାୟ ପାଇଁ  ଗୋଦାମରେ ଗଚ୍ଛିତ ଥିଲା ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ। ବିନା ଅନୁମତିରେ ଗଚ୍ଛିତ ଥିଲା ବାଣ। ଖବର ପାଇ ନବରଙ୍ଗପୁର ଜିଲ୍ଲା ପୋଲିସ୍‌ ଚଢ଼ଉ କରି ସବୁ ବାଣ ଜବତ କରିଛି। ସୂଚନା ଅନୁଯାୟୀ, ଖାତିଗୁଡା ଗାଁର ସୁରଜ କିଷାନ…

ଜିଓଟ୍ୟାଗିଂ ପରେ ଡିବିଟିରେ ଦିଆଯିବ କ୍ଷତିପୂରଣ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ‘ଦାନା’ ପ୍ରଭାବିତ ଲୋକଙ୍କୁ ନୂଆ ଗାଇଡଲାଇନ୍ ଅନୁସାରେ କ୍ଷତିପୂରଣ ଦିଆଯିବ । ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ ନୂଆ ନିୟମରେ ମିଳିବ କ୍ଷତିପୂରଣ।  ଜିଓଟ୍ୟାଗିଂ କରି ଜିଲ୍ଲାସ୍ତରରୁ କ୍ଷୟକ୍ଷତି ରିପୋର୍ଟ ଆସିଲେ ସେହି ଆଧାରରେ ପ୍ରଭାବିତ ଲୋକଙ୍କୁ ଡିବିଟି…

ଶିବାନୀଙ୍କୁ ବଡ ପୁରସ୍କାର, ମିଳିଲା ଅବାସ ଘର

ରାଜନଗର: ବାତ୍ୟା ସମୟରେ ଅସହାୟ ଓ ବିପନ୍ନଙ୍କ ପାଇଁ  ଦେବଦୂତ ସାଜିଥିଲେ ଆଶା ଦିଦି ଶିବାନୀ । କାନ୍ଧ କରି ବାତ୍ୟା ସମୟରେ ବୋହିଥିଲେ ବୃଦ୍ଧ ଆଉ ବୃଦ୍ଧା ମାନଙ୍କୁ। କରିଆଡୁ ଛୁଟିଥିଲା ଶୁଭେଚ୍ଛାର ସୁଅ।  ଏବେ ଶିବାନୀଙ୍କୁ ସାହା  ହୋଇଛନ୍ତି ସରକାର। ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପରେ ଆଜି…

ସର୍ପାଘାତରେ ଡାକ୍ତର ଅସୁସ୍ଥ, ବାତ୍ଯା ଡ୍ୟୁଟିରେ ନିୟୋଜିତ ଥିଲେ 

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି) ରେ ବାତ୍ଯା 'ଦାନା' ବେଳେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ସାପ କାମୁଡ଼ିଥିବା ଜଣାପଡିଛି। ସୂଚନାନୁସାରେ, ବାତ୍ଯା ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତର ବବୁଲ ମହାନ୍ତି ଜିଲ୍ଲାର…