Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଦେଶରେ ଅଦିନିଆ ରଥଯାତ୍ରା ପାଳିବାକୁ ଇସ୍କନର ପ୍ରୟାସ, ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାରେ ଇସ୍କନ୍ ହୋଷ୍ଟନ ୟୁନିଟ୍ ପକ୍ଷରୁ ଅଦିନିଆ 'ସ୍ନାନା ଯାତ୍ରା' ଏବଂ 'ରଥ ଯାତ୍ରା' ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଯାହାକୁ ନେଇ ଓଡିଶା ତଥା ବାହାରେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଇସ୍କନର ହୋଷ୍ଟନ୍…

ଏସଆରସିଙ୍କ ନୂଆ ଗାଇଡଲାଇନ ଅନୁଯାୟୀ ମିଳିବ କ୍ଷତିପୂରଣ: ମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ଦାନା ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ଯେ, ଏସଆରସିଙ୍କ ନୂଆ ଗାଇଡଲାଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ମନ୍ତ୍ରୀ କହିଛନ୍ତି, ବର୍ଷା କମିଲା…

ମୁଖ୍ୟମନ୍ତ୍ରୀଙ୍କ ଆଜିର ବାତ୍ୟାଞ୍ଚଳ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ବର: ଆଜି ବାତ୍ୟାଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥାନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଉ ଏହି ସମୟରେ ତାଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଯାଇଥାନ୍ତ‌େ । ହେଲେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ପାଗ…

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଦାନା ପରେ ବନ୍ୟା ସ୍ଥିତି ଗମ୍ଭୀର ହେବା ନେଇ ଶୁଣିବାକୁ ମିଳୁଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ ଶନିବାର ସୂଚନା ଦେଇ କହିଛନ୍ତି କିଛି କିଛି ଅଞ୍ଚଳରେ ପାଣି ଜମିଥିବା ଖବର ଆସିଛି । ହେଲେ ବନ୍ୟା…

ବାତ୍ୟା ପରେ ଡରାଇଲାଣି ବର୍ଷା !

ଭୁବନେଶ୍ବର: ଦୁର୍ବଳ ହୋଇଛି ଦାନା । ଉତ୍ତର ଓଡିଶା ଉପରେ ରହିଥିବା ଅବପାତ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଦକ୍ଷିଣ ଦିଗକୁ ଗତି କରୁଥିବା ବେଳେ ଏହା କ୍ରମଶଃ ଦୁର୍ବଳ ହେବ । ତେବେ ଏହା ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଲାଗିରହିଛି। ବର୍ଷା ଯୋଗୁଁ ବୁଢାବଳଙ୍ଗ ଓ ସୋନ ନଦୀର…

ଏଥର ଧନତେରାସରେ ଭୁଲରେ ବି କିଣନ୍ତୁନି ଏହି ସବୁ ଜିନିଷ…. ରୋଷ କରିବେ ମା’ ଲକ୍ଷ୍ମୀ

ଭୁବନେଶ୍ୱର: ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତୃତୀୟା ତିଥିରେ ଧନତେରାସ ଉତ୍ସବ ପାଳନ କରାଯାଏ । ଏହି ଦିନ କୁବେର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସରେ ନୂଆ ଜିନିଷ କିଣିବାର ପ୍ରଥା ରହିଛି । ମାନ୍ୟତା ରହିଛି ଯେ, ଧନତେରାସ ଦିନ କିଣାଯାଇଥିବା ପ୍ରତ୍ୟେକଟି…

ଲାଗିରହିଛି ବର୍ଷା ବିତ୍ପାତ: ଆହୁରି ୩ ଦିନ ବନ୍ଦ ରହିବ ଶିମିଳିପାଳ

ମୟୂରଭଞ୍ଜ: ବାତ୍ୟା ଦାନା ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗରହିଛି। ତୁହାକୁ ତୁହା ବର୍ଷା ବନ୍ୟା ଆଶଙ୍କା ସୃଷ୍ଟି କଲାଣି। ପ୍ରବଳ ବର୍ଷା କାରଣରୁ କିଛି କିଛି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଉ…

ବିପନ୍ନଙ୍କୁ କଟୁ କଥା କହି ୪ ସରକାରୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ବର: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା କାରଣରୁ ୪ ଜଣ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ପିଇଓ ଓ ଜଣେ ଆରଆଇ । ଖବର ମୁତାବକ, ବାତ୍ୟା ଦାନାର ମୁକାବିଲା ସମୟରେ ୪ ଅଧିକାରୀ ନିଜ ଦାୟିତ୍ୱରେ ଖିଲାପ କରିବା ସହ ଲୋକଙ୍କୁ ଦୁର୍ବ୍ୟବହାର…

ବାଲେଶ୍ୱରରେ ବନ୍ୟା ସ୍ଥିତି, ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର: ଚାଲି ଯାଇଛି ବାତ୍ୟା ଦାନା ହେଲେ ବେହାଲ କରିଦେଇଛି ଜନଜୀବନ । ଦାନା କାରଣରୁ ଲଗାଣ ବର୍ଷା ହେତୁ ବାଲେଶ୍ୱର ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି । ଜିଲ୍ଲାର ୧୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଖବର ରହିଛି । ତେବେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ପ୍ରବଳ…

ରାଜଧାନୀରେ ବାଘ ଆତଙ୍କ, ବିମାନବନ୍ଦର ନିକଟରେ ମିଳିଲା ପାଦ ଚିହ୍ନ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବାଘ ଆତଙ୍କ । ଆଜି ସକାଳ ପ୍ରାୟ ୯ ଟା ୨୯ ମିନିଟ ବେଳକୁ ଭୁବନେଶ୍ୱର ବିମାନବନ୍ଦର ଡ୍ରଂପିଙ୍ଗୟାର୍ଡ ନିକଟରେ ଏକ ଭାଗ ବୁଲୁଥିବାର ସେଠି କାମ କରୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଏହା ପରେ ଭୟର ବାତାବରଣ ସୃଷ୍ଟି…