Latest Odisha News

BREAKING NEWS

Browsing Category

ଓଡିଶା

Odisha

୬ରୁ ପୁଣି ଖସିବ ତାପମାତ୍ରା, ବଢ଼ିବ ଶୀତ

ଭୁବନେଶ୍ବର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁଇଥିବା ବେଳେ ଏବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ରାଜ୍ୟରେ ପରବର୍ତ୍ତୀ ୩ ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା…

ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ

ଭୁବନେଶ୍ୱର: ଆଜି ମୁମ୍ବାଇ ଗସ୍ତରେ ବାହାରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିନ ୧୦.୨୦ ରେ ଭୁବନେଶ୍ୱର ବିମାନବନ୍ଦରରୁ ମହାରାଷ୍ଟ୍ର ଗସ୍ତ କରିବେ। ଆଜି ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ୍‌ନବିସ୍‌। ମୁମ୍ବାଇର ଆଜାଦ ମଇଦାନରେ ହେବ ଏହି ଶପଥ ଗ୍ରହଣ ସମାରୋହ।…

ଶପଥ ନେବେ ଦେବେନ୍ଦ୍ର ଫଡ୍‌ନାବିସ୍‌, ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁମ୍ବାଇ: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ୍‌ନାବିସ୍‌ । ମୁମ୍ବାଇର ଆଜାଦ ମୈଦାନରେ ହେବ ଶପଥ ଗ୍ରହଣ ସମାରୋହ । ମହାରାଷ୍ଟ୍ରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବା ନେଇ ସୂଚନା ମିଳିଛି । ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କ ଶପଥ ଉତ୍ସବରେ ଯୋଗ ଦେବେ…

ଏହି ତାରିଖରେ ଆସିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା…

ଭୁବନେଶ୍ଵର: ଡିସେମ୍ବର ୨୫ ତାରିଖରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏବେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଯାଞ୍ଚ ଚାଲିଛି । ଏନେଇ ବିସ୍ତୃତ ତଥ୍ୟ ଦେଲା ସୂଚନା ଓ ଲୋକସଂପର୍କ ବିଭାଗ । ଡିସେମ୍ବର ୬ ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଅଯୋଗ୍ୟ ତାଲିକା । ବ୍ଲକ,…

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ସ୍ଥାପନ ହେଲା ଶୁଭ ସ୍ତମ୍ଭ

ବରଗଡ଼: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ସ୍ଥାପନ ହେଲା ଶୁଭ ସ୍ତମ୍ଭ । ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିରରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ୱର ପ୍ରଧାନ ଦେବୀ ମା' ସମଲେଶ୍ୱରୀଙ୍କ ଠାରେ ଆଜ୍ଞା ମାଳ ନେଇଥିଲେ ଓ ଧନୁଯାତ୍ରା କମିଟି ଦ୍ୱାରା…

ରାଜ୍ୟରେ ଅଛନ୍ତି ୨୩୦୪୦୩ ଷଣ୍ଢ: ପ୍ରାଣୀ ସମ୍ପଦ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ୩୦ଟି ଜିଲ୍ଲାରେ ଅଛନ୍ତି ୨ ଲକ୍ଷ ୩୦ ହଜାର ୪୦୩ଟି ଷଣ୍ଢ । ସର୍ବାଧିକ ଷଣ୍ଢ ଅନୁଗୁଳ ଜିଲ୍ଲାରେ ଅଛନ୍ତି । ଆଜି ଅର୍ଥାତ୍ ବୁଧବାର ବିଧାନସଭାରେ ଷଣ୍ଢ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରାବାହିନୀ ପତି । ତାଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି…

ବିଦ୍ୟୁତ କମ୍ପାନୀ ଉପରେ ୬,୫୮୭ କୋଟି ଟଙ୍କା ବାକି: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୪ଟି ବିଦ୍ୟୁତ୍ ବିତରଣ କମ୍ପାନୀ ଉପରେ ଓଡ଼ିଶା ସରକାରଙ୍କ ୬ ହଜାର ୫୮୭ କୋଟି ଟଙ୍କା ବକେୟା ରହିଛି । ଏନେଇ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସିଂ ଦେଓ…

ପଣସ ଚାଷ ଓ କଞ୍ଚା ପଣସରୁ ପ୍ରସ୍ତୁତ ଉତ୍ପାଦନ ହେବ ବଜାରୀକରଣ, ୨ କମ୍ପାନୀ ସହ ଏମଓୟୁ ସ୍ଵାକ୍ଷରିତ

ଭୁବନେଶ୍ବର: ପଣସ ଚାଷ ଓ କଞ୍ଚା ପଣସରୁ ପ୍ରସ୍ତୁତ ଉତ୍ପାଦର ବଜାରିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦୁଇଟି କମ୍ପାନୀ ସହ ବୁଝାମଣାପତ୍ର (ଏମଓୟୁ) ସ୍ଵାକ୍ଷରିତ ହୋଇଛି । ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ…

ସ୍ବପ୍ନ ଶାସ୍ତ୍ର: ସ୍ବପ୍ନରେ ଦେବଦେବୀଙ୍କୁ ଦେଖିଲେ କେଉଁସବୁ ଶୁଭ ସୂଚନା ମିଳେ!

ଭୁବନେଶ୍ବର:ଶୋଇବାବେଳେ ଆମେ କେବେକେବେ ଦେବାଦେବୀଙ୍କ ସ୍ବପ୍ନ ଦେଖିଥାଉ । ଦେଖିବାକୁ ଗଲେ ସ୍ବପ୍ନରେ ଠାକୁରଙ୍କୁ ଦେଖିବା ଶୁଭ ସଙ୍କେତ ଅଟେ । ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ କେଉଁ ଦେବାଦେବୀଙ୍କୁ ସ୍ବପ୍ନରେ ଦେଖିଲେ କେଉଁ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା: -ସ୍ବପ୍ନରେ ଶ୍ରୀରାମଙ୍କ…

ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତ ଗିରଫ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲାରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲା । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଭିତରେ ଦୁଇ ଜଣ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ନୂଆପାଲି ଗାଁର ଅନୀଲ ମିଞ୍ଜ ଓ କୁତ୍ରା ଥାନା କର୍ମାବାହାଲ ଗ୍ରାମ ସରୋଜ ଏକ୍କା ଏବଂ ଅନ୍ୟ ଦୁଇ…