Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ: ୧୩ ଜିଲ୍ଲାରେ ଆଲର୍ଟରେ ସରକାର’

ଭୁବନେଶ୍ୱର: ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ବାତ୍ୟା ଦାନା। ଗୁରୁବାର ରାତି ଶୁକ୍ରବାର ସକାଳ ସୁଦ୍ଧା ଏହା ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା ଥିବା ବେଳେ ଏଥିପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ମନ୍ତ୍ରୀ କହିଛନ୍ତି,…

ବାତ୍ୟାକୁ ଦେଖି କଳାବଜାରୀ କରୁଛନ୍ତି କି ବିକ୍ରେତା? ଏହି ନମ୍ୱରରେ କଲ୍ କରନ୍ତୁ….

ଭୁବନେଶ୍ୱର: କରାଳ ରୂପ ନେଇ ଧୀରେ ଧୀରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଦାନା'। ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ଏପଟେ ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ଗଲାଣି । କିଛି ସ୍ଥାନରେ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ସେପଟେ କିନ୍ତୁ ବାତ୍ୟା ଦାନାର…

ସ୍ଥଳଭାଗ ମୁହାଁ ବାତ୍ୟା: ପ୍ରଭାବରେ ବଢୁଛି ବର୍ଷା, ପାରାଦୀପରେ ସର୍ବାଧିକ 

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ମୁହାଁଇଲାନି 'ଦାନା'। ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ଏପଟେ ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ଗଲାଣି । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଛି। ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ…

ପ୍ରକାଶ ପାଇଲା ଏମବିବିଏସ ବିଡିଏସ ଅପଗ୍ରେଡ୍‌ ଲିଷ୍ଟ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଏମବିବିଏସ କାଉନସେଲିଂ ସ୍ଥଗିତ l ବାତ୍ୟା ପାଇଁ ସ୍ଥଗିତ ହେଲା ମେଡିକାଲ କାଉନସେଲିଂ l ଆଜି ଓ ଆସନ୍ତାକାଲି ଥିଲା କାଉନସେଲିଂ l ବାତ୍ୟା ପାଇଁ ମେଡିକାଲ କଲେଜ ଓ ଓଜେଇଇ କେନ୍ଦ୍ରକୁ ଆସିବାକୁ ମନା କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ l…

ମାଡ଼ି ଆସୁଛି ‘ଦାନା’: ସାଙ୍ଗରେ ନେଇ ଆସୁଛି ଜୁଆର

ଭୁବନେଶ୍ୱର: ପାଖେଇ ପାଖେଇ ଆସୁଛି ବାତ୍ୟା 'ଦାନା'। ଗତକାଲିଠାରୁ ବେଗ କ୍ରମଶଃ ହ୍ରାସ ପାଇଥିଲେ ମଧ୍ୟ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।ଏହାର ପ୍ରଭାବରେ ଏବେ ଅଶାନ୍ତ ହେଲାଣି ସମୁଦ୍ର। ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଆସିଲାଣି। ଧିରେ ଧିରେ ପବନର ବେଗ…

ମାଡି ଆସୁଛି ଭୀଷଣ ବାତ୍ୟା ଦାନା: ଦୁଇ ରାଜ୍ୟରେ ବିମାନ ଉଡ଼ାଣ ବାତିଲ

ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ତାହା ଲ୍ୟାଣ୍ଡଫଲ୍‌ କରିବ। ହେଲେ ଲ୍ୟାଣ୍ଡଫଲ୍ ପରେ ଏହାର ଗତିପଥ ସାମାନ୍ୟ ରିକର୍ଭ…

ବଡଖବର: ଲ୍ୟାଣ୍ଡଫଲ୍‌ ପରେ ବଦଳିପାରେ ବାତ୍ୟାର ମୋଡ

ଭୁବନେଶ୍ୱର: ଆସିଲା ବଡ ଖବର l ଲ୍ୟାଣ୍ଡଫଲ୍‌ ପରେ ବୁଲିପାରେ ବାତ୍ୟା ଦାନା l ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ସାମାନ୍ୟ ରିକର୍ଭ କରିପାରେ l ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି l ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ପଶ୍ଚିମ ଓ ପଶ୍ଚିମ ଦକ୍ଷିଣ…

ପ୍ରଭାବ ଜାରି କଲାଣି ‘ଦାନା’: ବାଲେଶ୍ଵରରେ ବସ୍ ଚଳାଚଳ ବନ୍ଦ 

ବାଲେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ମୁହାଁଇଲାନି 'ଦାନା'। ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ଏପଟେ ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ଗଲାଣି । କିଛି ସ୍ଥାନରେ ହଲୁକରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱରରେ ହାଲକା ହାଲକା ପବନ ବହିବା ଆରମ୍ଭ…

ବାତ୍ୟା ପ୍ରକୋପ କମ କରିବାକୁ ଧାମରାଇ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ

ଭଦ୍ରକ: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ‘ଦାନା’ । ପ୍ରଭାବରେ ଆଝି ସକାଳୁ ସକାଳୁ ଟ୍ଵିନ ସିଟି ସମେତ ବିଭିନ୍ନ ସ୍ଥାନରେ ଆରମ୍ବ ହୋଇଛି ଝିପ ଝିପ ବର୍ଷା । କ୍ରମଶଃ ବଢିବାରେ ଲାଗିଛି ପବନର ବେଗ । ଅଶାନ୍ତ ହୋଇ ଉଠିଲାଣି ସମୁଦ୍ର । ଆଜି ରାତିରୁ ଆସନ୍ତା କାଲି ଭୋର୍…

ଦୁଇଦିନ ଯାଏଁ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିର ମନା

ପୁରୀ: ଦୁଇଦିନ ଯାଏଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ହବିଷ୍ୟାଳି । ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ଓ ଆସନ୍ତାକାଲି ପାଇଁ ହବିଷ୍ୟାଳୀଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ କରାଯାଇଛି । ସେପଟେ ହବିଷ୍ୟାଳି କେନ୍ଦ୍ରରେ…