Latest Odisha News

BREAKING NEWS

Browsing Category

ଓଡିଶା

Odisha

Puri Police: ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଅଭିଯାନ ଜାରି; ରଥଯାତ୍ରାରୁ ୧୦୩ ସ୍ନାଚର ଗିରଫ,…

ପୁରୀ: ଶରଧାବାଲିରେ ପହଞ୍ଚିଛନ୍ତି ତିନି ରଥ। ଭାବବତ୍ସଳ ଭାବଗ୍ରାହୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି। ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଅବସରରେ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର…

ବିପଦ ସଙ୍କେତ ଉପରେ ସାପୁଆ ଓ ବଡ଼ଜୋରା ନଈ;ପୋଲ ଉପରେ ୩ଫୁଟ ପାଣି

ହିନ୍ଦୋଳ:ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବଢୁଛି ସାପୁଆ ଓ ବଡ଼ଜୋରା ନଈ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଜଳବନ୍ଦୀ ହୋଇରହିଛି । ଏହି ଉପଖଣ୍ଡର ପ୍ରମୁଖ ସାପୁଆ ଓ ବଡ଼ଜୋରା ନଈର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳସ୍ତର କ୍ରମାଗତ ଭାବେ ବଢୁଥିବା ଯୋଗୁ ବନ୍ୟା ଜଳ ଗାଁରେ…

ନାବାଳକକୁ ଉଲଗ୍ନ କରି ନିର୍ଘାତ ମାଡ଼, ଥାନାରେ ଏତଲା ଦେଲେ ପରିବାର

କଟକ: ପୁଣି କଙ୍ଗାରୁ କୋର୍ଟର ଶିକାର ହୋଇଛନ୍ତି ଜଣେ ନାବାଳକ । କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ସୂଚନା ରହିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣା ସମ୍ପର୍କରେ ପୀଡ଼ିତ ନାବାଳକ…

ସୋନମ୍ ୱାଂଙ୍ଗଚୁକଙ୍କ ଆମରଣ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ

ଭୁବନେଶ୍ବର: ଦୀର୍ଘ ୧୯ ଦିନ ଧରି ଆମରଣ ଅନଶନରେ ବସିଛନ୍ତି ସୋନମ୍ ୱାଂଙ୍ଗଚୁକ୍ । ଏହାକୁ ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ । ସୋନମ୍ ୱାଂଙ୍ଗଚୁକଙ୍କୁ ଯେଉଁଭଳି କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି ଏବଂ ବାରମ୍ବାର ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର ଥିବା ଲିକ୍ ହେବା ସତ୍ତ୍ୱେ ଜଣେ…

Amrit Bharat Station:ନୂଆ ରୂପ ପାଇଲା ଓଡ଼ିଶାର ୭ ରେଳ ଷ୍ଟେସନ;ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଜଳନ୍ଧରରେ ଦେଶର ବିଭିନ୍ନ ପ୍ରାନ୍ତରୁ ୭୫ଟି ପୁନଃବିକଶିତ ରେଳ ଷ୍ଟେସନ୍ ଉଦ୍‌ଘାଟନ କରିଛନ୍ତି। ଯେଉଁଥିରେ ରହିଛି ଓଡ଼ିଶାର ୭ ଟି ରେଳ ଷ୍ଟେସନ। ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି,…

ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶ୍ରୀଯୁକ୍ତ ସାମଲଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ଆଜି ତାଙ୍କର…

ରଥଯାତ୍ରାରେ ଭକ୍ତଙ୍କ ସେବାରେ TPCODL;୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଲା

ପୁରୀ:ରଥଯାତ୍ରାରେ ଭକ୍ତଙ୍କ ସେବାରେ ଟିପିସିଓଡିଏଲ୍। ପୁରୀରେ ତିନିଟି ମୋବାଇଲ୍ ହେଲ୍ଥ ଡିସପେନସାରୀ ମାଧ୍ୟମରେ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଲା TPCODL। ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ତୁରନ୍ତ ଓ ସୁଲଭ ସ୍ୱାସ୍ଥ୍ୟସେବା…

Puri Rath Yatra 2026:ପୁରୀରେ ଅତ୍ୟଧିକ ଭିଡ଼କୁ ଦେଖି ଡିଜିପିଙ୍କର ଅନୁରୋଧ;ବୃଦ୍ଧ-ଶିଶୁଙ୍କୁ ଆଣନି

ପୁରୀ:ରଥଯାତ୍ରା ସମୟରେ ପୁରୀରେ ପ୍ରବଳ ଭିଡ଼ ରହୁଛି। ଖାସ୍ କରି ବୃଦ୍ଧ,ଶିଶୁ ଓ ରୋଗୀଙ୍କୁ ଅତ୍ୟଧିକ ଗହଳି ଭିତରକୁ ନଆସିବାକୁ ଅନୁରୋଧ କରିଛନ୍ତି ପୋଲିସ ଡିଜି । ରଥଯାତ୍ରା ଏବଂ ବାହୁଡ଼ା, ଏହାପରେ ସୁନାବେଶ ଏସବୁରେ ବହୁତ ଭିଡ ହେବ। ତେଣୁ ଛୋଟ ପିଲାଙ୍କୁ ପୁରୀ ନେଇ ନଆସିବା ପାଇଁ ଅନୁରୋଧ…

“ଷ୍ଟେଟ୍ ସ୍ପେସିଆଲ ସେଲ୍” ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ବର: ଷ୍ଟେଟ୍ ସ୍ପେସିଆଲ ସେଲ୍ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଡିପିଆର୍ ପ୍ରସ୍ତୁତି, ବୈଷୟିକ ଯାଞ୍ଚ, ଡିଜାଇନ୍‌, ଗୁଣବତ୍ତା ନିରୀକ୍ଷଣ, ପ୍ରଶିକ୍ଷଣ ଓ ଗବେଷଣାକୁ ଏକ ଛାତ ତଳେ ଆଣିବା…

ଡିଜିଟାଲ୍ ପ୍ଲାଟଫର୍ମରେ ହେବ ଜନଗଣନା ପ୍ରସ୍ତୁତି, ବିଭାଗଗୁଡ଼ିକୁ ସରକାରଙ୍କ ଚିଠି

ଭୁବନେଶ୍ବର: ଜନଗଣନା-୨୦୨୭କୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍‌ (ଡିସିଏଚ୍‌ବି) ପ୍ରସ୍ତୁତି ପାଇଁ ଆବଶ୍ୟକ ଗ୍ରାମ ଓ ସହର ନିର୍ଦ୍ଦେଶିକା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ସମସ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ…