Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଓବାଦୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ: ଓଡ଼ିଶା ସମେତ ୮ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ‌/ଭୁବନେଶ୍ୱର: ଦେଶରେ ବାମପନ୍ଥୀ ଉଗ୍ରବାଦ (ମାଓ-ନକ୍ସଲବାଦ) ମୁକାବିଲା ରଣନୀତି ପାଇଁ ଆଜି ଦିଲ୍ଲୀରେ ବସୁଛି ମାଓ-ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ। ଏହି ବୈଠକରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର ଓ…

ଆଗାମୀ ୩ ଘଣ୍ଟାରେ ବର୍ଷା ସହ ବଜ୍ରପାତ ନେଇ ଜାରି ହେଲା ଆଲର୍ଟ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଏନେଇ ୭ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟର ଏବଂ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ଫଳ ବୋଝେଇ ଟ୍ରକ୍‌ରୁ ମିଳିଲା ୧ କୋଟି ୬୨ ଲକ୍ଷ ଟଙ୍କାର ଗଞ୍ଜେଇ

ଭୁବନେଶ୍ବର: ଫଳ ବୋଝେଇ ଟ୍ରକ୍‌ରୁ ମିଳିଲା ୮୦୮.୧୮ କେଜି ଗଂଜେଇ । ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ରାଜସ୍ବ ନିର୍ଦ୍ଦେଶାଳୟ ଗୁଇନ୍ଦା (DRI) । ଆନ୍ଧ୍ର ପ୍ରଦେଶରୁ ଭୁବନେଶ୍ବରକୁ ଆସୁଥିଲା ବେଳେ ଧରିଲା ଡିଆରଆଇ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧ କୋଟି ୬୨ ଲକ୍ଷ ଟଙ୍କା ହେବ ।…

ଚାଲିଛି ଷୋଡ଼ଶ ଉପଚାର ପୂଜା, ଉଠୁଛି ପଡୁଛି ଝଙ୍କଡବାସିନୀ ମା’ ଶାରଳାଙ୍କ ପୀଠ

ଜଗତସିଂହପୁର: ଦେବୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା। ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଦୁର୍ଗାଷ୍ଟମୀରେ ଶେଷ ହେବ। ଏହି ସମୟରେ ମା'ଙ୍କୁ ପ୍ରତ୍ୟେକ ଦିନ ଷୋଡ଼ଶ ଉପଚାରରେ ପୂଜା କରାଯିବ ସହ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ତେବେ ଷୋଳ ପୂଜା ପାଇଁ…

ଭୀମସାରରେ ଛାତ୍ର ସଂଘର୍ଷ, ୩ ଆହତ

ସମ୍ବଲପୁର: ବୁର୍ଲା ଭୀମସାରରେ ଛାତ୍ର ସଂଘର୍ଷ । ୨ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ବେଳେ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି । ଗଣ୍ଡଗୋଳରେ ୩ ଜଣ ଆହତ ହୋଇଛନ୍ତି । ହାଉସ୍‌ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ୍‌ । ହାଉସ୍‌…

ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର…

ଭୁବନେଶ୍ୱର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ୧୨୦ କିଲୋଗ୍ରାମ+ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ବେଞ୍ଚ…

କଟକରେ ଅଟୋ ଚାଳକଙ୍କ ବେକ କାଟିଲେ ମଦ୍ୟପ

କଟକ:ଆରମ୍ଭ ହୋଇଛି ପାର୍ବଣ ଋତୁ। ଅଟୋ ପାର୍କିଂକୁ ନେଇ ୨ ଜଣ ମଦ୍ୟପ ଅଟୋ ଡ୍ରାଇଭରଙ୍କ ବେକ କାଟିଦେଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା କଟକ ଟାଉନ୍‌ରେ ଘଟିଛି। ଆହତ ଡ୍ରାଇଭରଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ମଧୁପାଟଣା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି। …

ରାଉରକେଲାରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ

ରାଉରକେଲା: ରାଉରକେଲାରେ ବଡ ଧରଣର ଚୋରା ବାଣ ଜବତ ହୋଇଛି । ଡେଲି ମାର୍କେଟର ଦୁଇଟି ସ୍ଥାନରୁ ବାଣ ଜବତ କରାଯାଇଛି । ଘଟଣାସ୍ଥଳରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଚଢାଉ କରି ଚୋରା ବାଣ ଜବତ କରିଛି। ଜବତ ବାଣର ମୂଲ୍ୟ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଦୁଇ ବ୍ୟବସାୟୀ…

ଜଳିଗଲା ଟ୍ରକ୍‌-କଣ୍ଟେନର, ଚାଳକ ଜୀବନ୍ତ ଦଗ୍ଧ

ସମ୍ବଲପୁର: ଜମନକିରା ଥାନା ୫୩ ନମ୍ବର ଜାତୀୟର କଦଳୀପାଳ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌-କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ଉଭୟ ଗାଡ଼ିରେ ଲାଗିଲା ନିଆଁ। ଘଟଣାରେ କଣ୍ଟେନର ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଖଲାସୀ ଗୁରୁତର ଆହତ ହୋଇଛି।…

ଲକ୍ଷ୍ମୀ ବସକୁ ବିରୋଧ କରି ବନ୍ଦ ଡାକରା ପ୍ରସଙ୍ଗ: ବସ୍ ମାଲିକଙ୍କୁ ଆଲୋଚନା ପାଇଁ ଡାକିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଲକ୍ଷ୍ମୀ ବସ୍‌ ସେବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ୭ ତାରିଖ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍‌ ସେବା ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଘରୋଇ ବସ୍ ମାଲିକ ସଂଘର…