Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ରିପୋର୍ଟ କାର୍ଡ ଜାରି କଲେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର

ଭୁବନେଶ୍ୱର: ଭୁବନେଶ୍ବର ବିଜେପି କାର୍ଯ୍ୟାଳୟଠାରେ ରିପୋର୍ଟ କାର୍ଡ ଜାରି କରିଛନ୍ତି ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ଉଲ୍ଲେଖନୀୟ ବିଷୟ ହେଉଛି ଗତ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ପ୍ରଥମ ହେଉଛନ୍ତି…

ନନାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ଇସିଙ୍କ ନିକଟରେ ଫେରାଦ ବିଜେଡି

ଭୁବନେଶ୍ୱର: ସୋମବାର ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଅଭିଯୋଗ କରାଯାଇଛି। ବିଜେଡି ଅଭିଯୋଗ କରିଛି ଯେ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ତଥା ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ (ନନା) ଆଦର୍ଶ…

ସୁନ୍ଦରଗଡ: ଦିଲ୍ଲୀପ ଏବଂ ଜୁଏଲ ପରସ୍ପରକୁ ପ୍ରଶଂସା କରି ମାଗୁଛନ୍ତି ଭୋଟ୍!

ସୁନ୍ଦରଗଡ: ଦୀର୍ଘ ଏକ ଦଶନ୍ଧିର ବ୍ୟବଧାନ ପରେ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପିର ଜୁଏଲ ଓରାମ ଓ ବିଜେଡିର ଦିଲ୍ଲୀପ ତିର୍କୀ ନାମକ ଦୁଇ ରାଜନୈତିକ ହେଭିୱେଟ୍ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବାରୁ ରାଜନୀତି ସରଗରମ ହୋଇଛି। ୨୦୧୪ ନିର୍ବାଚନରେ ଉଭୟ ଜୁଏଲ ଓ ଦିଲ୍ଲୀପ ସୁନ୍ଦରଗଡ଼…

ପ୍ରାର୍ଥୀ ହେବାପରେ କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ବିଶାଳ ରୋଡ ଶୋ, କହିଲେ ୪୦୦ରୁ ଅଧିକ ଆସନ ଜିତିବ ଦଳ

କେନ୍ଦ୍ରାପଡା: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୨୦୨୪ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ୪୦୦ରୁ ଅଧିକ ଆସନ ହାସଲ କରିବା ନେଇ ଆଶାବାଦୀ ଅଛନ୍ତି। ଭଗବାନ ବଳଦେବ ଜୀଉଙ୍କ ଆଶୀର୍ବାଦ ନେଇ କେନ୍ଦ୍ରାପଡ଼ାରେ ଏକ ଭବ୍ୟ ରୋଡ୍ ସୋ'…

ଆସନ୍ତାକାଲି କଂଗ୍ରେସ ଘୋଷଣା କରିପାରେ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ନିର୍ବାଚନ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ସମେତ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳମାନେ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ସମୟ ନେଉଛନ୍ତି। ଏଯାବତ କୌଣସି ଦଳ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ସମସ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି।…

ବିଜେଡିରୁ ଇସ୍ତଫା ଦେଲେ ସନ୍ଧ୍ୟାବତୀ ପ୍ରଧାନ, କହିଲେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଁଚିପାରୁନି ତାଙ୍କ ବାର୍ତ୍ତା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍ ସିପିସିଆର)ର ପୂର୍ବତନ ଅଧ୍ୟକ୍ଷା ତଥା ବରିଷ୍ଠ ନେତା ସନ୍ଧ୍ୟାବତୀ ପ୍ରଧାନ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଇସ୍ତଫା ପତ୍ରରେ…

ପଶ୍ଚିମବଙ୍ଗ ଓ ଛତିଶଗଡ଼ ସହ ଆନ୍ତଃରାଜ୍ୟ ସୀମା ସହଯୋଗ ବୈଠକ: ତିନି ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଅନୁରୋଧ

ଭୁବନେଶ୍ୱର: ଅବକାରୀ କମିଶନର, ଓଡ଼ିଶା ନରସିଂହ ଭୋଳ ଆଜି ପଶ୍ଚିମବଙ୍ଗ ଓ ଛତିଶଗଡ଼ ସହ ଆନ୍ତଃରାଜ୍ୟ ସୀମା ସହଯୋଗ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗର ଅବକାରୀ କମିଶନର ଶ୍ରୀ କୌଶିକ ଭଟ୍ଟାଚାର୍ଯ୍ୟ, ଛତିଶଗଡ଼ର ଅବକାରୀ ସଚିବ ତଥା କମିଶନର ଶ୍ରୀମତୀ ଆର ସଙ୍ଗୀତା ଯୋଗ ଦେଇଥିଲେ ।…

ଓଡ଼ିଶା ଦିବସ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ସମ୍ପର୍କିତ ଫଟୋ ଚିତ୍ର ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଉଦଘାଟିତ ହୋଇଯାଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ…

ଉତ୍କଳ ଦିବସ ଅବସରରେ ରମ୍ଭା ପ୍ୟାଲେସର ନବୀକୃତ ରୂପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରୂପାନ୍ତରିକରଣ ହେଲା ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ରାଜବାଟୀ ରମ୍ଭା ରାଜପ୍ରସାଦ। ଉତ୍କଳ ଦିବସ ଅବସରରେ ରମ୍ଭା ପ୍ୟାଲେସର ନବୀକୃତ ରୂପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ଏହି ପ୍ରାସାଦରେ ହିଁ ‘ଉତ୍କଳ ସମ୍ମିଳନୀ ’ର ପ୍ରଥମ ଅଧିବେଶନ ଅନୁଷ୍ଠିତ…