Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡହ ଡହ ଖରାରେ ଅସ୍ତବ୍ୟସ୍ତ ଜନଜୀବନ, ୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ବଢ଼ିବ ତାପମାତ୍ରା । ୪୦ ଡିଗ୍ରୀ ଛୁଇଁପାରେ ପାରଦ । ୨ ଦିନ ତାତିରୁ ନାହିଁ ନିସ୍ତାର । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି । ଆଜି ଓ ଆସନ୍ତାକାଲି ରାଜ୍ୟରେ ତାତି ୨ରୁ ୪ ଡିଗ୍ରୀ ବଢ଼ିବ  । କଟକ, ଭୁବନେଶ୍ବର ଅନ୍ୟ କିଛି ସ୍ଥାନରେ…

ପାଳି ଖଟିବାକୁ ନେଇ ଶ୍ରୀମନ୍ଦିରରେ ହାତାହାତି ହେଲେ ଦୁଇ ସେବାୟତ

ପୁରୀ: ଆଜି ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଜଣାପଡିଛି । ପାଳି ଖଟିବାକୁ ନେଇ ହାତାହାତି ହୋଇଛନ୍ତି ଦୁଇ ଜଣ ସେବାୟତ । ବିମଳାଙ୍କ ମନ୍ଦିର ନିକଟରେ ଘଟିଛି ଏହି ଘଟଣା । ହାତାହାତି ହୋଇଥିବା ଦୁଇ ସେବାୟତ ହେଲେ ଶ୍ୟାମ ପଣ୍ଡା ଓ ନରସିଂହ ପଣ୍ଡା । ଏଥିରେ…

ପଦ୍ମ ସମ୍ମାନରେ ସମ୍ମାନିତ ବିଜେତାଙ୍କୁ ମିଳିବ ୨୫ ହଜାର

ଭୁବନେଶ୍ବର: ପଦ୍ମ ସମ୍ମାନରେ ସମ୍ମାନିତ ଓଡିଶାର କୃତୀ ସନ୍ତାନ ମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି । ଅପ୍ରେଲ ୨୦୨୪ରୁ ଓଡିଶାର କୃତୀ ସନ୍ତାନମାନଙ୍କୁ ଏହା ପ୍ରଦାନ କରାଯିବ । ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ…

ପୋଲ ତଳକୁ ଖସିପଡିଲା ଟ୍ରକ, ଡ୍ରାଇଭର ଓ ହେଲପର ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ବାଙ୍ଗିରପୋଷି ଥାନା ଜଗନ୍ନାଥ ଖୁଣ୍ଟା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ପୋଲ ତଳ କେନାଲକୁ ଖସିପଡିଲା ଟ୍ରକ । ଏଥିରେ ଟ୍ରକ୍ ଡ୍ରାଇଭର ସହ ହେଲପରଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ । ଖବର ମୁତାବକ, ଟ୍ରକଟି ଗତକାଲି ବିଳମ୍ବିତ…

ରାଜ୍ୟରେ ଗଠନ ହେଲା ଆଉ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ

ଭୁବନେଶ୍ବର: ରାଜ୍ୟରେ ଆଉ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ସହ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନଏସି ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟରେ ଘୋଷଣା କରିଛନ୍ତି ।…

ବିବାହ ଶୋଭାଯାତ୍ରାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅଧୀନ ଚନ୍ଦ୍ରଗିରିରେ ଏକ ବିବାହ ଶୋଭାଯାତ୍ରାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ଜଣଙ୍କ ହେଲେ ପ୍ରଶାନ୍ତ ପ୍ରଧାନ । ଘଟଣାରେ ପୋଲିସ ହତ୍ୟାକାରୀ ଶ୍ରୀହରି ପ୍ରଧାନକୁ ଗିରଫ କରିଥିବା ଜଣାପଡିଛି । ସୂଚନା ମୁତାବକ, ଗତକାଲି…

ଓଡ଼ିଶାରେ କଳା କଲରାପତରିଆ ବାଘ

ଭୁବନେଶ୍ୱର: ଓଡ଼ିଶାରେ କଳା କଲରାପତରିଆ ବାଘ ଅଛନ୍ତି । ଗତକାଲି ସୋସିଆଲ ମିଡିଆ ଏକ୍ସରେ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରଶାନ୍ତ ନନ୍ଦ କଳା କଲରାପତରିଆ ବାଘର ଏକ ଫଟୋକୁ ପୋଷ୍ଟ କରିଛନ୍ତି । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,‘‘୨୦୧୮…

ଦ୍ରୁତ ଗତିରୁ ଦୁର୍ଘଟଣା; ପୋଲ ଉପରେ ଝୁଲିଲା ଆମ୍ବୁଲାନ୍ସ

ବାଲେଶ୍ବର: ନିର୍ମାଣାଧୀନ ପୋଲ ଉପରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ନୀଳଗିରି-ଉଦଳା ୧୯ ନମ୍ବର ରାଜ୍ୟ ରାଜପଥର ପାନବଜାର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗର୍ଭବତୀ ମହିଳାଙ୍କୁ ଆଣିବାକୁ ଯାଉଥିବା ବେଳେ ପୋଲ ଉପରେ ଝୁଲି ପଡିଲା ୧୦୨ ଜନନୀ ଏକ୍ସପ୍ରେସ । ତେବେ ଆମ୍ବୁଲାନ୍ସଟି ଦ୍ରୁତ…

ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର:  ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ସକାଳେ ବିଏମସି ମେୟର  ସୁଲୋଚନା ଦାସଙ୍କ  ସରକାରୀ ବାସଭବନରେ  ଆଲୋଚନା ପରେ  ସଫେଇ କର୍ମଚାରୀମାନେ ସେମାନଙ୍କ ଆନ୍ଦୋଳନରୁ ଓହରିଛନ୍ତି । ହେଲେ ଦୁଇ  ଭିତରେ  ଦାବି  ପୂରଣ  ନହେଲେ  ପୁଣି  ଥରେ …

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଫାଲଗୁନ ଶୁକ୍ଲ ଚତୁର୍ଥୀ । ଏହି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ରତ୍ନବେଦୀରେ ଚତୁର୍ଦ୍ଧାମୂରତୀଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ । ଏନେଇ ଶ୍ରୀମନ୍ଦିରରେ ୩ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।…