Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାଧାରଣ ନିର୍ବାଚନରେ ଖୋଲାଯିବ ଆଦର୍ଶ ମତଦାନ କେନ୍ଦ୍ର

ଭୁବନେଶ୍ୱର: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନ ସଭା ନିର୍ବାଚନରେ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ନିମନ୍ତେ ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯିବା ପାଇଁ ସ୍ଥିର କରାଯାଇଛି । ନିର୍ବାଚନ ସମୟରେ ନିର୍ବାଚକ ବା ଭୋଟରମାନେ…

ପୁରୀରେ ଖୋଲିଲା ଓୟୋର ପ୍ରଥମ ‘ହୋମ୍ ଷ୍ଟେ’

ଭୁବନେଶ୍ୱର/ପୁରୀ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ ‘ହୋମ୍ ଷ୍ଟେ’ ହୋଟେଲ ସେବା ଆରମ୍ଭ ହୋଇଛି। ଐତିହ୍ୟ ସହର ପୁରୀରେ ଏହି ସେବାକୁ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି।…

ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସେବାୟତଙ୍କୁ ମିଳିବ ୫ଲକ୍ଷ, ପିଲାଙ୍କୁ ୫୦ ହଜାର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟ ବୀମାରେ ବୃଦ୍ଧି କରାଯାଇଥିବା ବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ…

ପୁଣି ତେଜିଲା ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମରାମତି ପ୍ରସଙ୍ଗ

ପୁରୀ: ପୁଣି ତେଜିଲା ରତ୍ନଭଣ୍ଡାର ମଣତି ଗଣତି ମରାମତି ପ୍ରସଙ୍ଗ। ରତ୍ନଭଣ୍ଡାରର ଗୋଟିଏ ନୁହେଁ ବରଂ ଦୁଇଟି ଦ୍ୱାର ବୋଲି କହି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର। ୨୦୧୮ରେ ରତ୍ନଭଣ୍ଡାର ଖୋଲିବାକୁ ଯାଇଥିବା ବେଳେ ସେ ଦେଖିଛନ୍ତି। ନୀତି ସହ ସଂଶ୍ଳିଷ୍ଟ…

ସୋନପୁର ରେଳ ଷ୍ଟେସନ ଯାଏଁ ସମ୍ପ୍ରସାରିତ ହେଲା ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି

ସୁବର୍ଣ୍ଣପୁର: ସୋନପୁର ରେଳ ଷ୍ଟେସନରୁ ଆଜି ପୁଣି ଏକ ନୂତନ ଟ୍ରେନର ସମ୍ପ୍ରସାରଣ ହୋଇଛି । ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନକୁ ଆଜି ସୋନପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବଲାଙ୍ଗୀର ସଂସଦ ସଂଙ୍ଗୀତା ସିଂଙ୍ଗ…

ପୁଣି ତେଜିଲା ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ ଟ୍ରଷ୍ଟିକୁ ନେଇ ଗୋବିନ୍ଦ ସାହୁଙ୍କ ପରିବାର ଓ କଲେଜ କର୍ତ୍ତୃପକ୍ଷଙ୍କ…

କଳାହାଣ୍ଡି: ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ପହଞ୍ଚିଲେ ଗୋବିନ୍ଦ ସାହୁଙ୍କ ପରିବାର ଏବଂ ମହଲିଙ୍ଗ କଲେଜ କର୍ତ୍ତୃପକ୍ଷ। ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ ଉପରେ ଗୋବିନ୍ଦ ସାହୁଙ୍କ ପରିବାରର ଟ୍ରଷ୍ଟି ମାଲିକାନା ଅଧିକାର ପାଇଁ ପୁଣି ବିବାଦ। ମମିତା ମେହେର ହତ୍ୟାକାଣ୍ଡର ଛାତିଥରା ଘଟଣା ପାଇଁ…

ମେଣ୍ଟ ବଦଳେଇବ କି ଭର୍ତୃହରିଙ୍କ ଭାଗ୍ୟ ?

କଟକ: କଟକ କୁରୁକ୍ଷେତ୍ରକୁ ଓହ୍ଲାଇବେ କାହାର ଯୋଦ୍ଧା ? ଗଡ ବଂଚାଇବ ବିଜେଡି ନା ପ୍ରଥମ ଥର ଫୁଟିବ ପଦ୍ମ ? ଭର୍ତୃହରିଙ୍କୁ ଭରସା କରିବ କି ବିଜେଡି ? ନା ନୂଆ ମୁହଁକୁ ନେଇ କରିବ ଏକ୍ସପେରିମେଂଟ ? ଡାକ୍ତର ପୂର୍ଣ୍ଣଚନ୍ଦ୍ରଙ୍କୁ ବିଜେପି କରିବ କି ସାରଥି ? ନା ସରପ୍ରାଇଜ୍ ଦେବ ଦଳ ? କଣ ରହିଛି…

“ଶୀଘ୍ର ନିଅ ମେଣ୍ଟ ନିଷ୍ପତି”

ଭୁବନେଶ୍ବର: ଘୁଂଚି ଘୁଂଚି ଚାଲିଛି ମେଂଟ ପଦ୍ମ । ବିଜେଡି-ବିଜେପି ମେଂଟ ରାସ୍ତାରେ କଂଟା ରାଜ୍ୟ ଗେରୁଆ ଦଳ ନେତା । ଚବିଶ ମହାସମରକୁ ଆଉ ଅଳ୍ପଦିନ । ମେଂଟ ଘୁଂଚିଲେ ଲାଭଠୁ ବଳିଯିବ କ୍ଷତି । ତେଣୁ ଆଜି ରାତି ସୁଦ୍ଧା ନିଷ୍ପତି ନେବାକୁ ଅନୁରୋଧ କରିଛି ବିଜେଡି । ମେଂଟ ଡିଲ୍ ନେଇ ଟପ୍…

ରାଜ୍ୟପାଳଙ୍କ ଫିଡ଼ବ୍ୟାକ ଆଉ ମେଣ୍ଟ ଚର୍ଚ୍ଚା

ଭୁବନେଶ୍ୱର: ମେଣ୍ଟ ସମ୍ଭାବନାକୁ ପ୍ରଭାବିତ କରିବ କି ରାଜ୍ୟପାଳଙ୍କ ଫିଡ଼ବ୍ୟାକ। ରାଜ୍ୟ ବିଜେପି ନେତା ଦିଲ୍ଲୀରେ ଡେରା ପକାଇଥିବା ବେଳେ ରାଜ୍ୟପାଳ ରଘୁବର ଦାସ ମଧ୍ୟ ଦିଲ୍ଲୀ ଗସ୍ତରେ ରହିଛନ୍ତି। କୁହାଯାଉଛି କି ମେଣ୍ଟ ସମ୍ପର୍କିତ ମତାମତ ନେବାକୁ ରାଜ୍ୟପାଳଙ୍କୁ ଦିଲ୍ଲୀ ଡକରା ହୋଇଥିବା…