Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ

ଭୁବନେଶ୍ଵର: ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ । ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର । ଆସନ୍ତା ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟରେ ରହିବେ ଡିଜି ୱାଇବି ଖୁରାନିଆ । ୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର…

ଭାରତ ମିଶନ ଚାମ୍ବରରେ ତାଲା ପକାଇଲେ କାଉନସିଲର ଏବଂ ପୌରପରିଷଦ ଅଧ୍ୟକ୍ଷା

ବରଗଡ଼: ବରଗଡ ପୌର ପରିଷଦରେ ବଡ ଧରଣର ଘୋଟାଲାର ପର୍ଦ୍ଦାଫାସ ପରେ ସ୍ୱଚ୍ଚ ଭାରତ ମିଶନ ଚାମ୍ବରରେ ତାଲା ପକାଇଲେ କାଉନସିଲର ଏବଂ ବରଗଡ ପୌରପରିଷଦ ଅଧ୍ୟକ୍ଷା । ବରଗଡ଼ ମ୍ୟୁନିସିପାଲିଟିର ୟୁଜର୍ଶ ଫିଜ୍ କୁ ନେଇ ବଡ଼ ଧରଣର ଚଞ୍ଚକତା ଅଭିଯୋଗରେ ବରଗଡ଼ ମ୍ୟୁନିସିପାଲଟି ର ସମସ୍ତ କାଉନସିଲର ଓ…

କମ୍ୟୁନିଟି କ୍ରିକେଟ୍ କାର୍ଯ୍ୟକ୍ରମ କ୍ରୀଡା ମାଧ୍ୟମରେ ବସ୍ତି ଯୁବକଙ୍କୁ ସଶକ୍ତି କରଣ

ଭୁବନେଶ୍ୱର: ଭୁବନେଶ୍ୱରର ବସ୍ତି ଅଞ୍ଚଳରୁ ବଞ୍ଚିତ ଯୁବକମାନଙ୍କୁ ଜୀବନ ପରିବର୍ତ୍ତନକାରୀ ସୁଯୋଗ ଯୋଗାଇବାରେ ଅଗ୍ରଗତି ଜାରି ରଖିଛି ପ୍ରୋ ସ୍ପୋର୍ଟ ଡେଭଲପମେଣ୍ଟ (ପିଏସଡି) ଦ୍ୱାରା ପରିଚାଳିତ କମ୍ୟୁନିଟି କ୍ରିକେଟ୍ କାର୍ଯ୍ୟକ୍ରମ (ସିସିପି) । ଏହି ଅଭିନବ, ମିଶ୍ରିତ-ଲିଙ୍ଗଗତ ପଦକ୍ଷେପ…

ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ଆଶ୍ୱସ୍ତି

କଟକ: ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କୁ ଆଶ୍ବସ୍ତି । ତାଙ୍କ ବିରୋଧରେ ଚାଲିଥିବା ନିର୍ବାଚନୀ ଅନିୟମିତତା ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ଚଳିତ ନିର୍ବାଚନରେ ଚମ୍ପୁଆରୁ ସ୍ବାଧୀନ ପ୍ରାର୍ଥୀ ଥିବା ଗୁରୁବକ୍ସ ସିଂ ଆଲୁୱାଲିଆ କରିଥିବା ମାମଲା ଧାର୍ଯ୍ୟ ସମୟ ସୀମା ପରେ…

ରାଜ୍ୟରେ ୬ ହଜାର ମୁହାଁ ଡେଙ୍ଗୁ ସଂକ୍ରମଣ, ୨୪ ଘଣ୍ଟାରେ ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଏବେ କାୟା ବିସ୍ତାର କରିଛି ଡେଙ୍ଗୁ ଜ୍ବର । ଯାହାକୁ ନେଇ ଭୟବୀତ ଅଛନ୍ତି ଲୋକେ । ବର୍ତ୍ତମାନ ସୁଦ୍ଧା ୬ ହଜାର ଛୁଇଁଛି ରୋଗୀଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ ରାଜ୍ୟରେ ଡେଙ୍ଗୁ ପରୀକ୍ଷା ପାଇଁ କିଟ୍‌ର ଅଭାବ ଦେଖା ଦେଇଛି । ପୁଣି ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି…

ମେଜରଙ୍କ ବାନ୍ଧବୀଙ୍କୁ ଜାମିନ, ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ହୋଇଥିଲେ ଗିରଫ

କଟକ: ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ l ଗତକାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ପାଇଁ ନିର୍ଦ୍ଦେଶ କରିଥିଲେ କୋର୍ଟ l ଆଜି ମାମଲାର ଶୁଣାଣି କରି ଯୁବତୀଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ l ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଉକ୍ତ ଯୁବତୀଙ୍କୁ ଗିରଫ…

ବାଲେଶ୍ବର ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପରେ ଏପରି କହିଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର: ଆଜି ଆକାଶ ମାର୍ଗରୁ ବାଲେଶ୍ବର ଜିଲ୍ଲାର ବାଲିଆପାଳ ଓ ଭୋଗରାଇର ବନ୍ୟାଞ୍ଚଳ ପରିଦର୍ଶନ ପରେ ସେଠାକାର ସ୍ଥିତି ଉଦବେଗ ଜନକ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲଘୁଚାପ ଜନିତ ବର୍ଷା କରାଣରୁ ୩ଟି ନଦୀରେ ଜଳସ୍ତର ବଢ଼ିଛି । ଫଳରେ ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ବେଶି…

ଝାଡଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହେମନ୍ତ ସୋରେନଙ୍କ ଅନୁରୋଧ

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଝାଡ଼ଖଣ୍ଡ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣା । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏନେଇ ସୋଶିଆଲ ମିଡିଆ ‘ଏକ୍ସ’ରେ ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି…

ସୁଭଦ୍ରା ଯୋଜନା: ୨ ହଜାର ଆବେଦନ ଖାରଜ

ଭୁବନେଶ୍ୱର: ସୁଭଦ୍ରା ଯୋଜନା ଅଧୀନରେ ଆବେଦନ କରିଥିବା ୨ ହଜାର ମହିଳାଙ୍କ ଆବେଦନ ପତ୍ର ଖାରଜ କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ତେବେ ଆକାଉଣ୍ଟ ସଠିକ୍‌ ନଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ ବୋଲି କହିଛନ୍ତି ପ୍ରଭାତୀ ପରିଡା l ଶତ ପ୍ରତିଶତ ଆବେଦନ…

ଖୁବ୍‌ ଶୀଘ୍ର କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା

ଭୁବନେଶ୍ୱର: ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା l ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ମନମୋହନ l ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି l ଟଙ୍କା ଫେରସ୍ତ ନେଇ…