Latest Odisha News

BREAKING NEWS

Browsing Category

ଓଡିଶା

Odisha

Expired Biscuits Seized: ବିପୁଳ ପରିମାଣର ଅବଧି ନଥିବା ନକଲି ବିସ୍କୁଟ ଜବତ, ୨ ଅଟକ

ବାଲିପାଟଣା: ବାଲିପାଟଣା ଅଞ୍ଚଳରୁ ବିପୁଳ ପରିମାଣର ନକଲି ବିସ୍କୁଟ ଜବତ ହୋଇଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ବାଲିପାଟଣା ପୋଲିସ । ଆଜି ଟ୍ରକରୁ ବିସ୍କୁଟ ଖାଲି ହେବା ସମୟରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଏହା ପରେ ପୋଲିସକୁ ଖବର ଦେଇଥିଲେ । ବେପାରୀ ଏବଂ ଟ୍ରକ ଚାଳକ…

ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପୋଲିସ ଡିଜି

ପୁରୀ: ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ପୁରୀରେ ପୋଲିସ ଡିଜିଙ୍କ ଅଧକ୍ଷତାରେ ଶେଷ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ RAF, CRP, STU, SW, BSF, SSMSV, RPF, GRP ଉପସ୍ଥିତ ଥିବାବେଳେ ରଥଯାତ୍ରା ଦାୟିତ୍ଵରେ ଥିବା ୧୯ ବରିଷ୍ଠ ଆଇପିଏସ ମଧ୍ୟ ବୈଠକରେ ଉପସ୍ଥିତ…

୯ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ନିଖୋଜ ୧୫ ମତ୍ସ୍ୟଜୀବୀ

ଜଳେଶ୍ୱର: ଗତ ଜୁଲାଇ ୨ ତାରିଖରୁ ନିଖୋଜ ଥିବା ୧୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର । ୯ ଦିନ ପରେ ସମସ୍ତ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ମାଆକାଳୀ ନାମକ ଟ୍ରଲର ନେଇ ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିଲେ ଏହି…

ଦିନ ଦ୍ବିପ୍ରହରେ କୋଣାର୍କରେ ମଦ ଦୋକାନ ଉପରକୁ ୩ଟି ବୋମା ମାଡ଼

କୋଣାର୍କ: ଦିନ ଦ୍ବିପ୍ରହରେ କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଆତଙ୍କ! ସ୍କୁଲ ଠାରୁ ମାତ ୨୦୦ ମିଟରରେ ଥିବା ନୂତନ ବିଦେଶୀ ମଦ ଦୋକାନ ଉପରକୁ ତିନୋଟି ବୋମା ମାଡ଼ ହୋଇଛି । ଦୋକାନର ୫ ଜଣ କର୍ମଚାରୀ ଭୟଭୀତ ଥିବା ବେଳେ, ମଦ ଦୋକାନ ପଛପଟେ ଚାଲିଛି ମଦ ବେପାର । ଯାହା ଏବେ…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ୱତନ୍ତ୍ର ଭାବେ କ୍ରାଇମ ବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ FIR ଦାୟର କରିବାକୁ SCERT…

ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ: ଫୁଲୁଛି ମହାନଦୀ, ତଳିଆ ଅଞ୍ଚଳରେ ବଢୁଛି ଆତଙ୍କ

କଟକ: ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡରୁ ମାଡ଼ି ଆସୁଛି ପାଣି। ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଶେଷରେ ଆସି ମୁଣ୍ଡଳୀ ବ୍ୟାରେଜରେ ପହଞ୍ଚିଛି। ଏହାର ପ୍ରଭାବରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ଏବେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ନଦୀର…

କର୍ମକ୍ଷେତ୍ରରେ ଦୁର୍ଘଟଣା; ବ୍ରେନରୁ ଫ୍ୟାନର ଅଂଶକୁ ସଫଳତା ସହ ବାହାର କଲେ ମଣିପାଲ ହସ୍ପିଟାଲ ଡାକ୍ତର

ଭୁବନେଶ୍ୱର: ଅଫିସରେ ଘଟିଥିବା ଏକ ଦୁର୍ଘଟଣା ପରେ ବ୍ରେନର ରହିଯାଇଥିବା ଫ୍ୟାନର କିଛି ଅଂଶକୁ ସଫଳତାର ସହ ବାହାର କରି ଜଣେ ୩୨ ବର୍ଷୀୟ ଯୁବକଙ୍କୁ ନୂଆ ଜୀବନ ଦେଇଛି ମଣିପାଲ ହସ୍ପିଟାଲ ଭୁବନେଶ୍ୱର। ଦୀର୍ଘ ଚାରି ବର୍ଷ ଧରି ଅସହ୍ୟ ମୁଣ୍ଡବିନ୍ଧା ଓ ସଂକ୍ରମଣରେ ପୀଡ଼ିତ ଥିବା ଏହି ଯୁବକ…

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ

କୋରାପୁଟ: ଶନିବାର ଦିନ କୋରାପୁଟ ଜିଲ୍ଲା ଡଲିଆମ୍ବ ସେତୁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତ ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ…

ରଥଯାତ୍ରାକୁ ନେଇ ସକ୍ରିୟ ସାଇବର୍‌ ଠକ: ମହାପ୍ରଭୁଙ୍କୁ ତୁଳସୀ ଚଢ଼ା ଓ ହୋମ ନାଁରେ ଅନଲାଇନରେ ମାଗୁଛନ୍ତି ଦାନ..

ପୁରୀ: ରଥଯାତ୍ରା ଆରମ୍ଭ ନ ହେଉଣୁ ସକ୍ରିୟ ହୋଇଗଲେଣି ସାଇବର୍ ଠକମାନେ । ରଥଯାତ୍ରାରେ ପୂଜାପାଠ କରିବାକୁ ଆଳ କରି ଦାନ ମାଗୁଛନ୍ତି । ଫେସବୁକ୍‌ ରେ ମାଳମାଳ ବିଜ୍ଞାପନ ଛାଡୁଛନ୍ତି । ଏଭଳି କଲେ କୁକର୍ମରୁ ମୁକ୍ତି ମିଳିବ ବୋଲି କହୁଛନ୍ତି । ଖାଲି ସେତିକି ନୁହଁ ରଥ ଉପରେ ୨୫୧ କିମ୍ବା ୫୦୧…

୬ ବର୍ଷ ହେଲା ହୋଇନି ଗୋଟିଏ ବି ପରୀକ୍ଷା! ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ, ୧୬ଟି କଲେଜକୁ କଡ଼ା ନୋଟିସ୍

ବାଲେଶ୍ୱର: ନର୍ସିଂ ପଢ଼ି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ସ୍ୱପ୍ନ ଦେଖିଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ। ଆଡମିଶନ କରିବାର ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଯାଏଁ ଗୋଟିଏ ବି ପରୀକ୍ଷା ଦେଇପାରିନାହାନ୍ତି ପିଲା। ଏଭଳି ଏକ ସାଂଘାତିକ ତଥା ଚିନ୍ତାଜନକ…