Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଉରକେଲାରେ ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ଵର; ରାଉରକେଲାରେ ଚିନ୍ତା ବଢାଇଲାଣି ହଇଜା । ରାଉରକେଲା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ନେଇ ଗଭୀର ଚିନ୍ତାପ୍ରକଟ କରିବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ରୋକିବା ପାଇଁ ଏହି ସବୁ ଅଞ୍ଚଳକୁ ଅବିଳମ୍ବେ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର…

ଆସିଛି ଶୀତ, ଆଣିଛି ଅଜସ୍ର ଉନ୍ମାଦନା, ଆନମନା କବି ଓ ଲେଖକ

ଭୁବନେଶ୍ବର: ଦୀର୍ଘ ବର୍ଷ ପରେ ଓଡିଶାକୁ ଫେରିଛି ଶୀତ । ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଶୀତର ପ୍ରକୋପ ଏତେ ମାତ୍ରାରେ ବଢିଯାଇଛି ଯେ, ସକାଳୁ ଘରୁ ବାହାରିବା ଲୋକଙ୍କ ପାଇଁ କଷ୍ଟକର ବିଷୟ ପାଲଟିଛି । ଶୀତ ସାଙ୍ଗକୁ ଘନ କୁହୁଡି ରେ ମୁହଁ କୁ ମୁହଁ ଦୃଶ୍ୟ ହେଉନି । ସକାଳୁ ସକାଳୁ…

ଧାର୍ମିକ ପ୍ରକଳ୍ପ ପାଇଁ ୧୫.୨୦କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର । ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ…

୫ ଡିଗ୍ରୀ କୁ ଖସିଲା ପାରଦ, ଜାଡରେ ଥରହର ରାଜ୍ୟବାସୀ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ । ୫ ଡିଗ୍ରୀ କୁ ଖସିଛି ପାରଦ । ଶୀତରେ ଥରହର ସମଗ୍ର ରାଜ୍ୟବାସୀ । ଗତକାଲି ରାତିରେ ରାଜ୍ୟର ୧୩ ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଥିବାବେଳେ, ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି ।…

କେନ୍ଦ୍ରାପଡା କେରେଡାଗଡରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା କେରେଡାଗଡରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ ବିଦ୍ୟାଳୟ ଏବଂ କେରେଡାଗଡ ଗ୍ରାମ ପଞ୍ଚାୟତରେ ୨ଟି ପାଣି ଟାଙ୍କି ସ୍ଥାପନ କରାଯିବ। ରାଜ୍ୟ…

ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଫୁସ୍‌ଫୁସ ସଂକ୍ରମଣରେ ପୀଡ଼ିତ…

ଏଡିଜେ କୋର୍ଟ ଦାବୀରେ ଆଜି ୧୨ ଘଣ୍ଟିଆ ଖଡ଼ିଆଳ, ସିନାପାଲି ଓ ବୋଡେ଼ନ ବନ୍ଦ

ନୂଆପଡା: ଆଜି ୧୨ ଘଣ୍ଟିଆ ଖଡ଼ିଆଳ ବିଧାନସଭା ମଣ୍ଡଳୀ ବନ୍ଦ । ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଏଡିଜେ କୋର୍ଟ ଦାବୀ ନେଇ ଆଜି ଖଡ଼ିଆଳ, ବୋଡେ଼ନ, ସିନାପାଲି ବ୍ଲକ ରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି l ଦୋକାନ ବଜାର ବନ୍ଦ ରହିବା ସାଙ୍ଗକୁ ସରକାରୀ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି l …

ଦେବଗଡ ପରେ ରାଜଧାନୀରେ ଶିଶୁ ଅପହରଣ: ବାପା କୋଳରୁ ଶିଶୁପୁତ୍ରକୁ ଛଡାଇ ନେଇ ଅପରାଧୀ ଚମ୍ପଟ

ଭୁବନେଶ୍ବର: ରାଜ୍ୟରେ ଅପରାଧୀଙ୍କ ଟାର୍ଗେଟରେ ଯେମିତି ଛୋଟ ଶିଶୁ ପଡିଛନ୍ତି । ନାବାଳିକା ଅପହରଣ, ହତ୍ୟା, ନିଖୋଜ ପରି ଘଟଣାରେ ଯେମିତି ରୋକ ଲାଗି ପାରୁନି । ଦୁଇ ଦିନ ତଳେ ଦେବଗଡ ବଜାରରୁ ସନ୍ଧ୍ୟାରେ ୭ ବର୍ଷର ଝିଅ ପିହୁକୁ ଜେଜେ ମା’ଙ୍କ ଆଖି ସାମ୍ନାରେ ଝାମ୍ପି ନେଇ ଯାଇଥିଲେ…

ରାଉରକେଲାରେ ହଇଜା ଆତଙ୍କ: ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ହଜାରେରୁ ଅଧିକ ଆକ୍ରାନ୍ତ

ରାଉରକେଲା: ରାଉରକେଲାରେ ଝାଡାବାନ୍ତି ଉପର ମୁହାଁ । କମିବାର ନାଁ ଧରୁନି । ଆରଜିଏଚରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ମଳ ନମୂନା ପରୀକ୍ଷା ରିପୋର୍ଟରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକ ହଜାରରୁ ଅଧିକ ଆକ୍ରାନ୍ତ…

ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଅର୍ପଣ କଲେ ଗୁଜୁରାଟର ଭକ୍ତ

ପୁରୀ: ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଅର୍ପଣ କରିଛନ୍ତି ଗୁଜୁରାଟ ଅହମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ । ଦୈନନ୍ଦିନ ବେଶରେ ଲାଗୁଥିବା ସୁବର୍ଣ୍ଣ ଚିତା ବା ତିଲକ ଦୁଇଟି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଅର୍ପଣ କରିଛନ୍ତି । ଏହା ପ୍ରାୟ ଏକ କିଲୋ ୭୫ଗ୍ରାମ ଓଜନର । ଆଉ ଏହି ସୁନାର ମୂଲ୍ୟ…