Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାୟକଙ୍କ ଦରମା ବୃଦ୍ଧିର ପୁନଃ ବିଚାର ପାଇଁ ପ୍ରସ୍ତାବ: ମନ୍ତ୍ରୀ

ଭୁବନେଶ୍ୱର: ଗତ ଡିସେମ୍ବର ୧୦ ତାରିଖରେ ଶୀତକାଳୀନ ଅଧିବେଶନର ଶେଷ ଦିନରେ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ତିନିଗୁଣ ବୃଦ୍ଧି କରିବା ନେଇ ବିଧାନସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ତେବେ ବର୍ତ୍ତମାନ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଗୁରୁବାର ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ…

ଚିଠିର ପ୍ରଭାବ ପଡିଛି, ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି: ମୋକିମ

ଭୁବନେଶ୍ୱର: କଂଗ୍ରେସର କେନ୍ଦ୍ରୀୟ ନେତା କଥା ହେବା ପରେ ମହମ୍ମଦ ମୋକିମଙ୍କର ଆସିଲା ପ୍ରତିକ୍ରିୟା। ମୋକିମ କହିଛନ୍ତି, ‘କିଛି କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି। ମୁଁ ଯାହା ଚିଠିରେ ଲେଖିଥିଲି ସେ ବାବଦରେ ପଚାରି ବୁଝିଛନ୍ତି। ରାଜ୍ୟ କଂଗ୍ରେସର ସ୍ଥିତି ବାବଦରେ ମୋତେ ପଚାରିଛନ୍ତି।…

ଆତ୍ମସମର୍ପଣ କଲା ୧୫ ବର୍ଷୀୟ ମାଓବାଦୀ…

ରାଉରକେଲା: ମାଓ ଦମନ ବିରୋଧି ଲଢ଼େଇରେ ଜଣେ ୧୫ ବର୍ଷୀୟ କ୍ୟାଡର ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରୋୟା କାଲୁଣ୍ଡି ଓରଫ ଗଣେଶ ନାମକ ଏହି କ୍ୟାଡର ଜଣକ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର କଣ୍ଟୋଡ୍ୟା ଗ୍ରାମର ବାସିନ୍ଦା। ଗଣେଶଙ୍କଠାରୁ ଏକ ୯ ଏମଏମ…

ଥରୁଛି ଓଡ଼ିଶା, ଦାମନଯୋଡିରେ ସର୍ବନିମ୍ନ ୨.୯°c ତାପମାତ୍ରା

ଭୁବନେଶ୍ୱର: କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଦାମନଯୋଡିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୨.୯°C ରେକର୍ଡ କରାଯାଇଛି। ସୂଚନା ଅନୁଯାୟୀ, ଘନ କୁହୁଡ଼ି ସ୍ଥିତିକୁ ଆହୁରି ଖରାପ କରିଛି।ଦୈନନ୍ଦିନ ଜୀବନ ଏବଂ ବାହ୍ୟ କାର୍ଯ୍ୟକଳାପକୁ ବ୍ୟାହତ…

ପାରିବାରିକ କଳହର କରୁଣ ପରିଣତି…ଶାଶୁକୁ ହତ୍ୟା କଲା ବୋହୂ

ଅନୁଗୁଳ:ଅନୁଗୁଳ ସଦର ଥାନା ଖଲାରୀରେ ଗଡପଦା ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ବୋହୂ ସରିତା ସାହୁ ଶାଶୁ କୁନି ନାୟକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କୁନି ନାୟକଙ୍କ ପୁଅ କାହ୍ନୁ ନାୟକ ଥାନାରେ ଏତଲା ଦେଇଥିଲେ । ବୋହୂ ସରିତା ସାହୁ ଓ ତାଙ୍କ ମାଆଙ୍କୁ ଅଟକ ରଖି…

Odisha Vigilance: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଦଶମନ୍ତପୁର ଥାନା ଆଇଆଇସି

କୋରାପୁଟ: ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ସୁକୁମା ହାଁସଦା। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥାନା ଅଧିକାରିଣୀ। ଜୟପୁର ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ଏନେଇ ସୂଚନା ମିଳିଛି। ସୂଚନା ଅନୁସାରେ, କିଛି ଦିନ ପୂର୍ବେ ଦଶମନ୍ତପୁର…

TPCODL ଅଫିସ୍ ଆଗରେ ବିକ୍ଷୋଭ, ଲୋକଙ୍କ ସ୍ୱାର୍ଥ ପାଇଁ ଗର୍ଜିଲା ବିଜେଡି

ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲା ବିଜେଡି । ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡିର ନେତା ଓ କର୍ମୀ । ଭୁବନେଶ୍ୱର ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସାଧାରଣ ଲୋକଙ୍କ ପାଇଁ ସରକାର…

ଖଣ୍ଡଗିରିରୁ ଏମ୍‌ସ୍‌କୁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର, ହଟିବ ଜବରଦଖଲ

ଭୁବନେଶ୍ୱର: ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର। ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା। ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ୩ ଲେନ ସର୍ଭିସ ରୋଡ ପାଇଁ ନିଷ୍ପତ୍ତି ହୋଇଛି। ଏହା ମଧ୍ୟରୁ ଗୋଟିଏ ଲେନ୍‌ ଆମ୍ବୁଲାନ୍ସ ପାଇଁ ରିଜର୍ଭ…

Dhauli Gang-Rape Case: ଧଉଳି ଗଣଦୁଷ୍କର୍ମ ମାମଲା: ଧରାପଡିଲା ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଧଉଳି ଗଣଦୁଷ୍କର୍ମ ମାମଲା। ଧରାପଡିଲା ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ହାପି। ସତ୍ୟ ପ୍ରକାଶକୁ ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ବାଡ୍। ତା’ର ଅନ୍ୟ ୨ ସହଯୋଗୀ ଏବେବି ଫେରାର୍‌ ଅଛନ୍ତି। ଖୁବଶୀଘ୍ର ପୋଲିସ ସେମାନଙ୍କୁ ଗିରଫ କରିବ। ଏନେଇ ପୋଲିସ…

ସହଜ ହେଲା ଆପାର୍ଟମେଣ୍ଟର କମନ୍ ଏରିଆ ରେଜିଷ୍ଟ୍ରେସନ୍, ୨୦ ହଜାର ଟଙ୍କାରେ କରିପାରିବେ ପଞ୍ଜିକରଣ

ଭୁବନେଶ୍ୱର: ଆଉ ଚଳିବନି ବିଲ୍ଡରଙ୍କ ମନମାନି। ସହଜ ହେଲା ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ। ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଦୂର ହୋଇଛି। ରାଜ୍ୟ ସରକାର ଏହି ପଞ୍ଜିକରଣକୁ ସହଜ କରିଛନ୍ତି। ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ…