Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜନଶୁଣାଣିରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ, ବିଷ ପିଇବା ପୂର୍ବରୁ କାବୁ କଲା ପୋଲିସ

କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ଚାଷୀଙ୍କୁ କାବୁ କରିନେଲା ପୋଲିସ। କେନ୍ଦ୍ରାପଡ଼ା ରାଜନଗରରୁ ଆସିଛି ଏହି ଅଭାବନୀୟ ଖବର। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ବିଷ ପିଇବାକୁ ଉଦ୍ୟମ କଲେ ଦୁଇ ଚାଷୀ। ତାଳଚୁଆ ଓ ଢୋଲମରା ଗାଁର…

ସମ୍ପତ୍ତି ପାଇଁ ମା’କୁ ମୃତ ଘୋଷଣା; ୨ ପୁଅ ଗିରଫ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ସମ୍ପତ୍ତି ଜାଲିଆତିର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଦୁଇ ପୁଅଙ୍କୁ ଗିରଫ କରିଛି। ସେମାନେ ସରକାରୀ ରେକର୍ଡରେ ନିଜ ମା'କୁ ମୃତ ଘୋଷଣା କରି ତାଙ୍କ ଜମି ଏବଂ ଘର ଦଖଲ କରିବା ପାଇଁ ପ୍ରୟାସ କରିଥିଲେ। ଜୟନଗର ଗ୍ରାମର ୪୪…

ରାଉରକେଲା ରେଲୱେ ଷ୍ଟେସନରେ ଭାଙ୍ଗିଲା ନିର୍ମାଣାଧୀନ ସେଡ୍

ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ସୋମବାର ସକାଳେ ହୋଇଥିବା ପ୍ରବଳ ବର୍ଷାର ରାଉରକେଲା ରେଳ ଷ୍ଟେସନରେ ଏକ ନବନିର୍ମିତ ସେଡ୍ ଭୁଶୁଡ଼ି ପଡ଼ିଛି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୯ଟା ସମୟରେ ପ୍ଲାଟଫର୍ମ ନମ୍ବର ୧ ନିକଟରେ ଷ୍ଟେସନର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଥିବା ଏକ ସେଡ୍ ପ୍ରବଳ…

ଗରମ ରୁଟି ପାଇଁ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ, ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ସ୍ଥାନୀୟ ହୋଟେଲରେ ଗରମ ରୁଟି ପରିବେଷଣକୁ ନେଇ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ କିଛି ବ୍ୟକ୍ତି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ଦିନ ସମ୍ ହସ୍ପିଟାଲ ଗେଟ୍ ନମ୍ବର ୫ ନିକଟସ୍ଥ ଏକ ହୋଟେଲରେ ଏହି ଘଟଣା ଘଟିଥିଲା।…

ନାଳରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ନିଖୋଜ

ଅନୁଗୋଳ: ଶ୍ରାବଣ ସୋମବାରରେ ଅଘଟଣ। ପାଣିର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଜଣ କାଉଡ଼ିଆ। ଜଣେ ନିଖୋଜ, ଜଣେ ଉଦ୍ଧାର ହୋଇଛନ୍ତି। ଅନୁଗୋଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ପାଣି ଉଠାଉଥିବା ବେଳେ ଏହି ଅଘଟଣ ହୋଇଛି। ସୂଚନା ଅନୁସାରେ, ଟିପିରିସିଂହା ମନ୍ଦିରରେ ଜଳାଭିଷେକ କରିବା ପାଇଁ ଦୁଇ…

Hit And Run: ଭୁବନେଶ୍ୱରରେ ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ 

ଭୁବନେଶ୍ୱର: ଭୁବନେଶ୍ୱରର ଆଇଗିଣୀଆ ଫ୍ଲାଏଓଭରରେ ସୋମବାର ଦିନ ଏକ ଦ୍ରୁତଗାମୀ ବସ୍ ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପ୍ରତ୍ୟକ୍ଷଦର୍ଶୀ ମାନେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ପଳାଇଯାଇଥିବା ଯାତ୍ରୀବାହୀ ଗାଡ଼ିଟିକୁ OSRTC ର ବସ୍ ବୋଲି କହିଛନ୍ତି।…

ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼: ଶ୍ରାବଣର ଦ୍ୱିତୀୟ ସୋମବାର ସହ ସୋମ ପ୍ରଦୋଷ ବ୍ରତର ବିରଳ ସଂଯୋଗ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏହି ପବିତ୍ର ଦିନରେ ଦେଶ ତଥା ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଚଳିତ ବର୍ଷ ଖାସ୍ କଥା ହେଉଛି, ଦୀର୍ଘ ୬ ବର୍ଷ ପରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଏବଂ ସୋମ…

ବାଇକକୁ ପିଟିଲା ଟୁରିଷ୍ଟ ବସ, ଯୁବକ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରର ପିଏମଜି ସ୍କୋୟାର ନିକଟରେ ରବିବାର ଏକ ଟୁରିଷ୍ଟ ବସ୍ ଏକ ବାଇକକୁ ଧକ୍କା ଦେଇଥିଲା। ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ପର୍ଯ୍ୟଟକ ବସ୍ ପିଏମଜି ସ୍କୋୟାରରୁ ମାଷ୍ଟର କ୍ୟାଣ୍ଟିନ୍ ସ୍କୋୟାର ଅଭିମୁଖେ ଯାଉଥିବା ବେଳେ ବାଇକ…

କଣ୍ଟେନରର ଗୁପ୍ତ ଚେମ୍ବରରୁ ମିଳିଲା ଗଞ୍ଜେଇ ;ବଜାର ମୂଲ୍ୟ ୧୨ କୋଟି,ମାଫିଆ ଫେରାର

ସୁବଳୟା:ସୁବର୍ଣ୍ଣପୁର ପୋଲିସକୁ ଏକ ବଡ ସଫଳତା ମିଳିଛି। ସୁବଳୟା ଥାନା ପୋଲିସ ଟିମ୍‌ ଚଢ଼ାଉ କରି ଏକ ଟ୍ରକରୁ ୧୨.୫ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।…

ଜୁଏଲାରୀ ମାଲିକଙ୍କ କାର ଉପରକୁ ଗୁଳିମାଡ଼;ଲୁଟେରା ଫେରାର

ସୋର: ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ ସହ ଲୁଟ୍ ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ତେବେ ସ୍ଥାନୀୟ ଲୋକଙ୍କ ଗୋଡ଼ାଇବା ପରେ ଦୁର୍ବୃତ୍ତମାନେ ୪ ରାଉଣ୍ଡ ଫଲ୍ସ ଫାୟାରିଂ କରି ଗୋଟିଏ ବାଇକ୍ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରୀ ଅଞ୍ଚଳରେ…