Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚଳିତ ବର୍ଷ କମ୍‌ ବର୍ଷା, ଆସୁଛି ସୁପର ଏଲନିନୋ

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀରେ ଏଲ୍‌ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀଜନିତ ବର୍ଷା କମ୍‌ ରହିବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣ ଯେତିକି ବର୍ଷା ହୁଏ ତାଠାରୁ କମ୍‌ ରହିବ। ଉତ୍ତର ଓଡ଼ିଶାରେ ସାଧାରଣଠୁ କମ୍‌ ବର୍ଷା ନେଇ ପୂର୍ବାନୁମାନ ହୋଇଛି।…

ରାସ୍ତାକଡ଼ରେ ଗଦା ଗଦା ଅଳିଆ ଦେଖି ରାଗିଗଲେ ମେୟ, ସ୍ଵଚ୍ଛତା ଦିଗରେ ସହରବାସୀ ସଜାଗ ହେବାକୁ ଦେଲେ ପରାମର୍ଶ

ଭୁବନେଶ୍ବର: ରାଜଧାନୀର ରୂପାଲି ଛକରେ ଆଜି ସକାଳୁ ବିଏମସି ପକ୍ଷରୁ ଗଣ ସଫେଇ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ରାସ୍ତା କଡରେ ପଡ଼ିରହିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା ଓ ମଦ ବୋତଲକୁ ଦେଖି ରାଗିଗଲେ ଭୁବନେଶ୍ୱର ମେୟର । ଏହା ସହ ରାସ୍ତା ଉପରେ ହୋଇଥିବା ଜବରଦଖଲ ଦେଖି ମଧ୍ୟ ବିରକ୍ତି ଭାବ…

୭ ଦିନ ମଧ୍ୟରେ ସମାଧାନ ହେବ ଭତ୍ତା ସମସ୍ୟା, ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା

ଭୁବନେଶ୍ଵର: ରାଜ୍ୟରେ ନୂଆ ସଫ୍ଟଓୟାର ଅପଡେଟ୍‌ ଯୋଗୁଁ ଅନଲାଇନ୍ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଗତ କିଛି ମାସ ଧରି ଟଙ୍କା ମିଳିବାରେ ସମସ୍ୟା ଦେଖାଦେଇଛି। ସରକାର ଏହି ସମସ୍ୟାର ସମାଧାନ କରୁଛନ୍ତି। ଆଉ ସାତ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ ହେବ। ଏଣିକି ସିଧାସଳଖ ହିତାଧିକାରୀଙ୍କ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଖରାଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର: ଗଣଶିକ୍ଷାମନ୍ତ୍ରୀଙ୍କ ବଡ଼ ସୂଚନା। ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ଦେଇଛନ୍ତି ଏହି ବଡ଼ ସୂଚନା। ୯୦% ବହି ଛପା ସାରିଲାଣି; ପିଲାଙ୍କ ପାଖରେ ପହଞ୍ଚୁଛି। ବାକି ୧୦% ବହି ଖରା ଛୁଟି ପୂର୍ବରୁ…

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧାମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । କିନ୍ତୁ…

୨୪ ଘଣ୍ଟାରେ ଘଡଘଡି ବର୍ଷା ନେଇ ଏହି ୩ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି..୭ ତାରିଖ ଯାଏଁ କିଛି ସ୍ଥାନରେ କାଳବୈଶାଖୀ…

ଭୁବନେଶ୍ବର: ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି କିଛି ଅଞ୍ଚଳରେ କାଳବୈଶାଖୀ ରହିବ ୫ ଓ ୬ ଦୁଇ ଦିନ ସାରା ରାଜ୍ୟରେ ବର୍ଷା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ବିଜୁଳି, ଘଡଘଡି ସହ…

ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ, ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା

ପୁରୀ: ଆଜିଠୁ ପୁରୀରେ ‘ବ୍ରିକ୍ସ’ ସମ୍ମିଳନୀ । ଏଥିରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେବେ । ବ୍ରାଜିଲ୍‌, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍‌, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଚାଇନା ଭଳି ଦେଶର ପ୍ରତିନିଧିଗଣ ସାମିଲ ହେବେ । ଭାରତର…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭାଇଙ୍କ ପରଲୋକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଭାଇଙ୍କର ଦେହାନ୍ତ ଘଟିଛି । ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲ ଯାଇଥିଲେ । କ୍ୟାପିଟାଲ୍ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ପ୍ରାଥମିକ ସୂଚନା ଅନୁଯାୟୀ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ…

ଓଡ଼ିଶା ମୁହାଁ ବାଂଲାଦେଶୀ ଅନୁପ୍ରବେଶକାରୀ; ବଢିଲା ଉପକୂଳ ସୁରକ୍ଷା

କେନ୍ଦ୍ରାପଡ଼ା: ଉପକୂଳରେ ଅନୁପ୍ରବେଶ ରୋକିବା ପାଇଁ ଆକ୍ସନ ମୁଡରେ ମେରାଇନ ପୋଲିସ । ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । କେନ୍ଦ୍ରାପଡ଼ା ଜିଲ୍ଲାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୁଳରେ ଅନୁପ୍ରବେଶ କରିବା ଆଶଙ୍କା ଥିବାରୁ…

ଏସଟି, ଏସସି, ଏସିବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ

ଭୁବନେଶ୍ବର: ବୈଷୟିକ ଶିକ୍ଷାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ପାଇଁ ବୃଦ୍ଧି ହେଲା ସଂରକ୍ଷଣ । ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଏହି ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି…