Latest Odisha News

BREAKING NEWS

Browsing Category

ଓଡିଶା

Odisha

Baby Elephant Died: କୂଅରେ ପଡି ହାତୀଛୁଆ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ପରିତ୍ୟକ୍ତ କୂଅରେ ପଡି ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପିଡ଼ିଥିଲା ହାତୀଛୁଆ । ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ମୃତ ହାତୀଛୁଆକୁ ଉଦ୍ଧାର…

Amit Shah To Visit Odisha: ଆସନ୍ତା ୫ ତାରିଖରେ ଓଡ଼ିଶା ଆସୁଛନ୍ତି ଅମିତ୍ ଶାହ

ଭୁବନେଶ୍ଵର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଗସ୍ତ ଏକ ସରକାରୀ କାର୍ଯ୍ୟର ଅଂଶ। ଏହାର ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ…

Maoist Memorials: ଗ୍ରାମବାସୀ ଭାଙ୍ଗିଲେ ମାଓବାଦୀଙ୍କ ଦ୍ବାରା ନିର୍ମିତ ୨୦ରୁ ଉର୍ଦ୍ଧ୍ବ ସହିଦ ସ୍ତମ୍ଭ

ମାଲକାନଗିରି: ୨୦ରୁ ଉର୍ଦ୍ଧ୍ବ ସହିଦ ସ୍ତମ୍ଭଗୁଡିକୁ ଭାଙ୍ଗିଲେ ସ୍ଥାନୀୟ ଗ୍ରାମବାସୀ । ସ୍ୱାଭିମାନ ଅଂଚଳ, ମାଥିଲି, କାଲିମେଳା, ଖଇରପୁଟରେ ଭାଙ୍ଗିଲେ ସହିଦ ସ୍ତମ୍ଭ । ଗାଁଲୋକେ ସ୍ୱେଚ୍ଛାକୃତ ଭାବରେ ମାଓଗଡ଼ରେ ସ୍ଥାପିତ ମାଓବାଦୀଙ୍କ ସହିଦ ସ୍ମାରକ ସ୍ତମ୍ବକୁ ଭାଙ୍ଗି ନଷ୍ଟ କରିଦେଇ ଶାନ୍ତି…

ରାଜନଗର ଚାଷୀଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେଡି

ଭୁବନେଶ୍ୱର: ଧାନ ସଂଗ୍ରହ ବ୍ୟବସ୍ଥା ରାଜ୍ୟରେ ଭୁଶୁଡ଼ି ପଡିଛି ବୋଲି ଅଭିଯୋଗ କରି ଆସୁଥିବା ବେଳେ ଗୁରୁବାର ରାଜନଗର ଅଞ୍ଚଳରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ସମୟରେ ମିଥ୍ୟା…

Multi-Specialty Hospital: କୋଇଡାରେ ଜେଏସଡବ୍ଲୁ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ ପାଇଁ ଭୂମିପୂଜନ ସମାରୋହ

ବଡବିଲ: ଓଡ଼ିଶାର ଖଣି କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ସେବାକୁ ସୁଦୃଢ଼ ​​କରିବାରେ ପାଇଁ, ଜେଏସଡବ୍ଲୁ ଫାଉଣ୍ଡେସନ ମଙ୍ଗଳବାର ଦିନ କୋଇଡାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ ପାଇଁ ଭୂମିପୂଜନ ସମାରୋହ ଆୟୋଜନ କରିଥିଲା। ଏହି ହସ୍ପିଟାଲ ହେଉଛି ଜେଏସଡବ୍ଲୁ ଗ୍ରୁପ୍…

୨୩ ଗ୍ରାମ ଧଳାଜହର ଜବତ; ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରୁ ଅଭିଯୁକ୍ତ ଗିରଫ

ଜଗତସିଂହପୁର:ବ୍ରାଉନସୁଗାର ବ୍ୟବସାୟୀ ଗିରଫ । ଅଭିଯୁକ୍ତଠାରୁ ୨୩ ଗ୍ରାମର ଧଳାଜହର ଜବତ । ଅଭିଯୁକ୍ତ ହେଲେ ମଦନ ମୋହନ ସିଂ (୩୪)। ଜବତ ହେରୋଇନର ମୂଲ୍ୟ ୨,୩୦,୦୦୦ ଟଙ୍କା ହେବ ବୋଲି ସୂଚନା ରହିଛି । ଖବରମୁତାବକ, ଜଗତସିଂହପୁର ଥାନା ଅନ୍ତର୍ଗତ ଲାଲାସାହି ଗ୍ରାମର ଉମେଶ ସିଂଙ୍କ ପୁଅ ମଦନ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଜୟପୁରଠାରେ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) କୋରାପୁଟ ଜିଲ୍ଲାର ଜୟପୁରଠାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର (ଏଚଓଟିଟି) ଉଦଘାଟନ କରିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ…

Woman Maoist Surrender: ୨୦ ଲକ୍ଷ ପୁରସ୍କାର ରାଶି ଥିବା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ । ମହିଳା ମାଓବାଦୀର ପରିଚୟ ମାସେ ବାରସେ ବୋଲି ଜଣାପଡିଛି । ସେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବସ୍ତର ଆଇଜି…

ମାର୍ଚ୍ଚ ୨ ତାରିଖ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ରତ୍ନ ଅଳଙ୍କାର ଗଣତି ମଣତି…

ପୁରୀ: ଆସନ୍ତା ୨ ତାରିଖରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଙ୍କ ସହିତ ପରିଚାଳନା କମିଟି ସଦସ୍ୟ ମାନେ ବୈଠକରେ ଭାଗ ନେବେ । ତେବେ…

Lingaraja temple: ଗ୍ରହଣରେ ଶ୍ରୀଲିଙ୍ଗରାଜଙ୍କ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ;ଏହି ସମୟରେ ଦୋଳ ବେଦୀକୁ ବିଜେ…

ଭୁବନେଶ୍ବର:ଗ୍ରହଣ ପାଇଁ ଶ୍ରୀଲିଙ୍ଗରାଜଙ୍କ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ବୁଧବାର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏହା ଚୂଡ଼ାନ୍ତ ହୋଇଛି । ଚେବେ ନୀତି ନିର୍ଘଣ୍ଟ ଅନୁସାରେ ରାତି ୮ଟାରେ ଦୋଳ ବେଦୀକୁ ବିଜେ କରିବେ…