Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାର୍ଦ୍ଧକ୍ୟ ଭତ୍ତା ଆତ୍ମସାତ୍ ଅଭିଯୋଗ: ପୂର୍ବତନ ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ବାର୍ଦ୍ଧକ୍ୟ ଭତ୍ତା ଆତ୍ମସାତ୍ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଶନିବାର ଦିନ କୋରାପୁଟ ଜିଲ୍ଲାର ଜଣେ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO)ଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ଖୁର୍ଜି ଗ୍ରାମ…

ଆସନ୍ତାକାଲିଠାରୁ ବାତ୍ୟା କ୍ଷୟକ୍ଷତି ଆକଳନ ଆରମ୍ଭ; ପ୍ରସ୍ତୁତ ହେବ ୧୦୦ ବର୍ଷିଆ ବନ୍ୟା ପରିଚାଳନା ଯୋଜନା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ଆରମ୍ଭ ହେବ। ବାତ୍ୟା 'ଅକୱାନ୍' (Cyclone Akvan) ଜନିତ କ୍ଷୟକ୍ଷତିର ଆକଳନ ଆସନ୍ତାକାଲି (ନଭେମ୍ବର ୨୨, ରବିବାର) ଠାରୁ ଆରମ୍ଭ ହେବ ଏବଂ ରାଜ୍ୟ ସରକାର ଆଗାମୀ ୧୦୦ ବର୍ଷକୁ ଦୃଷ୍ଟିରେ ରଖି ଏକ ଦୀର୍ଘମିଆଦୀ ବନ୍ୟା ପରିଚାଳନା…

ନବରଙ୍ଗପୁରରେ ଟିପିଏସ୍ଓଡିଏଲ୍‌ର ସୋଲାର ରଥ ଶୁଭାରମ୍ଭ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ସୋଲାର ରଥ । ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି । ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଛାତ ଉପରେ…

ପ୍ରବଳ ବର୍ଷା ସତ୍ତ୍ୱେ ଗଞ୍ଜାମରେ ବନ୍ୟା ଆଶଙ୍କା ନାହିଁ: EIC

ଭୁବନେଶ୍ୱର: ବାତ୍ୟା ଅକୱାନ ଜନିତ ପ୍ରବଳ ବର୍ଷା ସତ୍ତ୍ୱେ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏନେଇ ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ (EIC) ଦିଲ୍ଲୀପ କୁମାର ରାଉତ ଶନିବାର ଦିନ କହିଛନ୍ତି। ସେ କହିଛନ୍ତି ଯେ, ପୁରୁଷୋତ୍ତମପୁର ଠାରେ ଋଷିକୁଲ୍ୟା ନଦୀର…

ଚୋରା ବନ୍ଧୁକ ଚାଲାଣ ଉପରେ ଚଢାଉ; ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଚୋରା ବନ୍ଧୁକ ଚାଲାଣ ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) । ସେମାନଙ୍କ ନିକଟରୁ ୬ଟି ଚୋରା ବନ୍ଧୁକ ଜବତ କରିଛି ଏସଟିଏଫ୍ । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଟ୍ରେନ୍‌ ଯୋଗେ ଚୋରା ବନ୍ଧୁକ ନେଇ ଆସୁଥିବା…

କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ ହେଲେ ୩ ଡାକ୍ତର

ଭୁବନେଶ୍ୱର: ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନିଲମ୍ବିତ ଡାକ୍ତର ହେଲେ ଗମ୍ଭାରୀମୁଣ୍ଡା CHC ମେଡିକାଲ ଅଫିସର ପ୍ରଭାକର ବେହେରା, ଗାଜଲବାଡ଼ି ପିଏଚ୍ ସି ମେଡିକାଲ ଅଫିସର ତମନ୍ନା ପ୍ରିୟଦର୍ଶିନୀ ଏବଂ ଆସିକା ଏସ୍ ଡିଏଚ୍ ମେଡିକାଲ ଅଫିସର ସୁପ୍ରକାଶ…

ଭୟଙ୍କର ଦୁର୍ଘଟଣା; ୧୫ ଫୁଟ୍ ତଳକୁ ଖସିଲା ସ୍କୁଲ୍ ଭ୍ୟାନ୍

କେନ୍ଦୁଝର: ଶନିବାର କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ବାଁପାର ନିକଟ ଅରଡେଇ ନଦୀ ପୋଲରୁ ଏକ ସ୍କୁଲ୍ ଭ୍ୟାନ୍ ପ୍ରାୟ ୧୫ ଫୁଟ୍ ତଳକୁ ଖସିପଡ଼ିଛି। ଆଜି ସକାଳ ପ୍ରାୟ ୬ଟା ୪୫ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଭ୍ୟାନ୍‌ରେ କୌଣସି ସ୍କୁଲ୍ ପିଲା ନଥିଲେ। ଡିମ୍ବୋ ଅଞ୍ଚଳର…

ବତ୍ୟା ଯାଉ ଯାଉ ବଙ୍ଗୋପସାଗରରେ ପୁଣି ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ (DG) ଡଃ ମୃତ୍ୟୁଞ୍ଜୟ ମହାପାତ୍ର। ଗତ ଗୁରୁବାର ଦିନ ଜାରି କରାଯାଇଥିବା ୧୫ ଦିନିଆ ଆଗୁଆ ପାଣିପାଗ ଆକଳନରୁ ଏହି ନୂଆ…

ଭୁବନେଶ୍ବର ବାଲି ଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ କଟକଣା; ଜାଣନ୍ତୁ କେଉଁ ପଟେ ଯିବେ…

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ କୁଆଖାଇ ନଦୀ କୂଳରେ ନଭେମ୍ବର ୨୪ ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାଲିଯାତ୍ରା ମହୋତ୍ସବ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଘୋଷଣା କରାଯାଇଛି। ଏହି ସ୍ଥାନରେ ବହୁ ସଂଖ୍ୟାରେ ଦର୍ଶକ ଏବଂ ଗାଡ଼ିମୋଟର…

‘ଓଡିଶାରୁ ଟଳିଲା ବିପଦ, ସଫଳ ହେଲା ବାତ୍ୟା ମୁକାବିଲା’ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି: ଏସଆରସି

ଭୁବନେଶ୍ୱର: ଓଡିଶା ଉପରୁ ଟଳିଛି ବାତ୍ୟା ଭୟ, ଏବେ ସ୍ୱାଭାବିକ ସ୍ଥିତି । ବାତ୍ୟା ଅକ୍ୱାନକୁ ନେଇ କରାଯାଇଥିବା ଆକଳନ ଅନୁଯାୟୀ ପ୍ରଭାବ କମ୍ ରହିଲା । ଏବେ ଏହା ଏକ ଲଘୁଚାପରେ ପରିଣତ ହୋଇଛି । ତଥାପି ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିଲେ । ପ୍ରଥମରୁ ବାତ୍ୟା…