Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠାରୁ ରାଜ୍ୟରେ କମିବ ବର୍ଷା; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର:ଆଜିଠୁ କମିବ ବର୍ଷା । ଆଜି ସକାଳ ସାଢ଼େ ୮ଟା ପରେ କେବଳ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ରହିଛି। ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୩ ଜିଲ୍ଲା ଗୁଡିକ ହେଲା:- ଗଞ୍ଜାମ,ଗଜପତି, ନୟାଗଡ, ଖୋର୍ଦ୍ଧା,…

Police Encounter: ଜଙ୍ଗଲ ନିକଟରେ ଏନ୍‌କାଉଣ୍ଟର;ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ସମ୍ବଲପୁର:ସମ୍ବଲପୁରରେ ଏନକାଉଣ୍ଟର। ପୋଲିସ ଗୁଳିରେ ସୁନାପାଲିର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇରଫାନ ଗୁରୁତର। ଭୋର ପ୍ରାୟ ୫ଟା ୪୫ରେ ସଦର ଥାନା ପୋଲିସ ଏନକାଉଣ୍ଟର କରିଛି । ଅପରାଧୀ ମହମ୍ମଦ ଇରଫାନର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ଭୀମସାରରେ ଭର୍ତ୍ତି…

National Lok Adalat: ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୬୨,୪୮୭ ମାମଲାର ହେଲା ସମାଧାନ

ଭୁବନେଶ୍ୱର:ଲୋକ ଅଦାଲତରେ ସମୁଦାୟ ୮୩ ହଜାର ୬୧ଟି ମାମଲା ଆଗତ କରାଯାଇ ଅନୁ୍ୟନ ୬୨ ହଜାର ୪୮୭ଟି ମାମଲାର ଫଇସଲା ହୋଇଛି । ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି…

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ରଚିଲା ଇତିହାସ

ସିଡ୍ନୀ/ମେଲବୋର୍ଣ୍ଣ: ସିଡ୍ନୀ ଏବଂ ମେଲବୋର୍ଣ୍ଣ ଉଭୟ ସହରରେ ପ୍ରଥମ ଥର ପାଇଁ ଓଡ଼ିଆ ସିନେମା କଳାକାରମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରି "ଝିଲମିଲ୍ ରାତି" ଅଷ୍ଟ୍ରେଲିଆର ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ସୃଷ୍ଟି କରିଛି।ଏହି ଭବ୍ୟ…

Boost Vocational Education:ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ହେବ ସୁଦୃଢ଼; ଓସେପା ଓ OUAT ମଧ୍ୟରେ ବୁଝାମଣାପତ୍ର…

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କର୍ଯ୍ୟକରଣ ପ୍ରାଧିକରଣ (OSEPA) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ…

ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀଙ୍କ ପର୍ଦ୍ଦାଫାସ; ଟୁନା ହରିଜନ ସହ ୯ ଡକାୟତଙ୍କୁ ବାନ୍ଧିଲା ପୋଲିସ

କୋରାପୁଟ: ଜେଲରୁ ଫେରୁଥିଲେ ପୁଣି ନୂଆ ଟିମ ଗଠନ କରି ଘଟାଉଥିଲେ ଅପରାଧ। କେବଳ କୋରାପୁଟରେ ସୀମିତ ନଥିଲା ଅପରାଧର ଚେର। ଚାରି ଜିଲ୍ଲା ସମେତ ପଡୋଶୀ ରାଜ୍ୟକୁ ଲମ୍ବିଥିଲା ଚେର। ଅଗଷ୍ଟ ୨୫ରେ ପୋଲିସ ଉପରକୁ ଗୁଳି ଚଳାଇଥିବା କୁଖ୍ୟାତ ଡକାୟତ ଟୁନା ହରିଜନ ସହ ୯ ଗିରଫ, ୫୦ ଲକ୍ଷରୁ ଊର୍ଦ୍ଧ୍ୱ…

ଓଡ଼ିଶାରେ ପୁଣି ଫେରିବ ଲଗାଣ ବର୍ଷା: ଦୁଇ ଦିନ ଘଡ଼ଘଡ଼ି ଆଲର୍ଟ, ୧୫ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ପାଗର ମିଜାଜ୍ ବଦଳିବାକୁ ଯାଉଛି। ଲଗାଣ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ, ଆଗାମୀ ୧୫ ସେପ୍ଟେମ୍ବରରୁ ଓଡ଼ିଶାରେ ପୁଣି ଥରେ ପ୍ରବଳ ବର୍ଷା ଫେରିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ…

ଟିକଟ ବିକ୍ରି କରି ଯାତ୍ରା କଲାନି ତୁଳସୀ ଗଣନାଟ୍ୟ;ଦର୍ଶକ ହଟହଟା

ଭୁବନେଶ୍ବର: ସହିଦନଗରର ରୁପାଲି ଛକ ନିକଟରେ ଯାତ୍ରା ହେବାର ଥିଲା। ସେଥିପାଇଁ ଟେଣ୍ଟ ବନ୍ଧା ସହ ପୋଷ୍ଟର ମରାଗଲା, ଟିକେଟ ବିକ୍ରି ହେଲା,ଏଥିସହ ଡାକବାଜି ଯନ୍ତ୍ରରେ ଘୋଷଣା ବି କରାଗଲା। ସେପ୍ଟେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସହିଦ ନଗରର ରୁପାଲି ଛକ ନିକଟରେ ଯାତ୍ରା ହୋଇଥାନ୍ତା।…

ରହସ୍ୟ ବଢ଼ାଉଛି ସେହି ୩୯ ମିନିଟ୍: ବିଚିତ୍ରପୁରରୁ ଦୀଘା, କୁଆଡେ ଗଲା ବ୍ଲାକ୍ ଏସୟୁଭି?

ଭୁବନେଶ୍ୱର: ଓଡ଼ିଶାକୁ ୫ଟି ବିରଳ ଓରାଙ୍ଗଉଟାନ ଚୋରାଚାଲାଣ ଘଟଣାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) । ବନ୍ୟଜନ୍ତୁ ତସ୍କରୀର ଏହି ସମ୍ବେଦନଶୀଳ ମାମଲାରେ ଏବେ ଗୋଟିଏ ନୂଆ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ତଦନ୍ତ ନୂଆ ମୋଡ଼ ନେଇଛି । ଏସଟିଏଫ୍…

କାଦୁଅ ଭରା ରାସ୍ତାରେ ଆସିପାରିଲାନି ଆମ୍ବୁଲାନ୍ସ;୩.୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡ଼ାରୀ:ରାୟଗଡ଼ା ଜିଲ୍ଲାରେ ଦୁର୍ଦ୍ଦଶାର ଚିତ୍ର । ନାହିଁ ରାସ୍ତା । ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୩.୫ କିଲୋମିଟର ଦୂର ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡ଼ିଛି। ଏଭଳି ମୌଳିକ ରାସ୍ତା ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ଅବସ୍ଥାରେ ରହିଛନ୍ତି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା…