Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଜନ ନେତା ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ନବୀନ କହିଛନ୍ତି ଯେ ସ୍ବର୍ଗତ ନାୟକ ବିଜୁ ବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ। ଲୋକପ୍ରିୟ ଜନ ନେତା, ଦକ୍ଷ ପ୍ରଶାସକ ଓ ସଂଗଠକ ସହିତ…

ଗର୍ଜନବାହାଲ ଗୁଳିକାଣ୍ଡ ଘଟଣାରେ ୧୦ ଅଟକ, ଆହତ ମେଡିକାଲରେ ଭର୍ତ୍ତି

ସୁନ୍ଦରଗଡ଼: ଗର୍ଜନବାହାଲ ଗୁଳିକାଣ୍ଡ ଘଟଣାରେ ୧୦ ଅଟକ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ହେମଗିରି ଥାନା ଗର୍ଜନବାହାଲରେ ୨ ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼ ହୋଇଥିଲା। କୋଇଲା ବ୍ୟବସାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ପ୍ରାୟ ୧୦ ଆହତ ସୁନ୍ଦରଗଡ଼ ଓ ରାୟଗଡ଼ରେ…

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

କୋଣାର୍କ: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଦେହାନ୍ତ। କାକଟପୁରର ପୂର୍ବତନ ବିଜେଡି ବିଧାୟକ ଥିଲେ ସୁରେନ୍ଦ୍ରନାଥ ନାୟକ । ୯୩ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ସୁରେନ୍ଦ୍ର। କାକଟପୁରରୁ…

ଅଳ୍ପକେ ବର୍ତ୍ତିଲେ ବିଏସ୍‌ଏଫ୍ ଯବାନ, କଦମଗୁଡା ଜଙ୍ଗଲରୁ ୨ଟି ଲ୍ୟାଣ୍ଡମାଇନ ଠାବ

କୋରାପୁଟ: ଅଳ୍ପକେ ବର୍ତ୍ତିଲେ ବିଏସ୍‌ଏଫ୍ ଯବାନ। ଜଙ୍ଗଲରୁ ଠାବ କଲେ ୨ଟି ଲ୍ୟାଣ୍ଡମାଇନ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କଦମଗୁଡା ଜଙ୍ଗଲରୁ ୨ଟି ଲ୍ୟାଣ୍ଡମାଇନ ଠାବ ହୋଇଛି। ଏହି ଲ୍ୟାଣ୍ଡମାଇନ ଠାବ କରିଛି ଅନକାଡେଲି ସ୍ଥିତ ୬୫ବାଟାଲିଆନ ବିଏସଏଫ। ଘଞ୍ଚ ଜଙ୍ଗଲରେ…

ଜୁଲାଇ ୩୦ ସୁଦ୍ଧା ବଣ୍ଟାହେବ ସ୍କୁଲ ୟୁନିଫର୍ମ, ଆସନ୍ତା ବର୍ଷରୁ ପରିବର୍ତ୍ତନ ହେବ ଛାତ୍ରୀଙ୍କ ପୋଷାକ ପରିପାଟୀ

ଭୁବନେଶ୍ଵର: ଆସନ୍ତା ଶିକ୍ଷାବର୍ଷରୁ ବଦଳିବ ସ୍କୁଲ ୟୁନିଫର୍ମ। ପରିପାଟୀଠୁ ଆରମ୍ଭ କରି ରଙ୍ଗର ହେବ ପରିବର୍ତ୍ତନ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପୋଷାକରେ ହେବ ପରିବର୍ତ୍ତନ। ଚଳିତ ଶିକ୍ଷାବର୍ଷରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

ରଥଯାତ୍ରା ପାଇଁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଜୁଲାଇ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ । ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ଏହା କହିଛନ୍ତି। ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ରାଜ୍ୟ ସରକାର ରଥଯାତ୍ରା ପାଇଁ…

ପରିବାରରେ ପ୍ରେମ ସମ୍ପର୍କ ଆଲୋଚନା: ଭିଣୋଇ ମୃତ, ଶାଳୀ ଗୁରୁତର

ଧର୍ମଗଡ଼: କୋକସରା ଥାନା ଅନ୍ତର୍ଗତ ପଲସପାଣି ଗାଁରେ ବିଷ ପିଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶାଳୀ ଗୁରୁତର ଅଛନ୍ତି। ପାରିବାରିକ ବୈଠକ ପରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଆଲୋଚନା ହେବା ପରେ ଏହି ଘଟଣା ଘଟିଛି। ମଙ୍ଗଳବାର ସଂଧ୍ୟାରେ ପରିବାର ଲୋକେ ଏକାଠି ହୋଇ ଭିଣୋଇ ଓ…

ବଲେ ବଲେ ଢାବାକୁ ନେଇ ଚର୍ଚ୍ଚାରେ ବିଜେଡି ନେତ୍ରୀ ଏଲିନା ଦାସ, ହାଇକୋର୍ଟଙ୍କର ହେଲେ ଦ୍ୱାରସ୍ଥ

କଟକ: ଧର୍ମଶାଳା ଭବନରେ ଥିବା ବିବାଦୀୟ 'ବଲେ ବଲେ ଢାବା ଆଣ୍ଡ ଫ୍ୟାମିଲି ରେଷ୍ଟୁରାଣ୍ଟ'ରେ ସମ୍ପୃକ୍ତି ଥିବା ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶିତ ଖବର ଉପରେ ରୋକ ଲଗାଇବା ପାଇଁ ବିଜେଡି ନେତ୍ରୀ ଏଲିନା ଦାସ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ରିପୋର୍ଟରେ…

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପାଇଁ ସରକାର ଗଠନ କଲେ ନୂଆ କମିଟି, ଜୁଲାଇ ୬ରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ପାଇଁ ଗଠିତ ହୋଇଥିବା ଜଷ୍ଟିସ ଅରିଜିତ ପଶାୟତ କମିଟିକୁ ଭଙ୍ଗ କଲେ ନୂଆ ସରକାର। ନୂଆ କମିଟିର ଅଧ୍ୟକ୍ଷ ହେଲେ ଜଷ୍ଟିସ ବିଶ୍ୱନାଥ ରଥ। ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ୧୬ ଜଣିଆ କମିଟିକୁ ନେଇ ଗଠିତ ଏହି କମିଟି ଜୁଲାଇ ୬…

ଓଡ଼ିଆ ଭାଷାରେ ଡାକ୍ତରୀ ଶିକ୍ଷା ପାଇଁ ୨୨ ଜଣିଆ କମିଟି ଗଠିତ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ଡାକ୍ତରୀ ଶିକ୍ଷା ପାଇଁ ୨୨ ଜଣିଆ କମିଟି ଗଠିତ। ଓଡ଼ିଆ ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି।…