Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଲାଙ୍ଗୀର ସରକାରୀ ହସ୍ପିଟାଲରେ ପ୍ରସୂତିଙ୍କଠୁ ନର୍ସ ନେଉଛନ୍ତି ଲାଞ୍ଚ

ବଲାଙ୍ଗୀର: ଜଣେ ନର୍ସ ନିଜ ସହକର୍ମୀଙ୍କ ମଧ୍ୟରେ ଟଙ୍କା ବାଣ୍ଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲ ବିବାଦରେ ଛନ୍ଦି ହୋଇଯାଇଛି। ସଂପୃକ୍ତ ଭିଡିଓରେ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗରେ ଥିବା ନର୍ସ…

ପୂଜା ସମୟରେ ରେକର୍ଡ ସଂଖ୍ୟକ ବେଆଇନ ମଦ ଜବତ କଲା ଅବକାରୀ ଟିମ୍

ଭୁବନେଶ୍ୱର: ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୦ରୁ ୨୪ ଯାଏଁ ଧାର୍ଯ୍ଯ କରାଯାଇଥିବା ବେଆଇନ ଓ ନକିଲ ମଦ କାରବାର ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନରେ ଓଡ଼ିଶାର ଅବକାରୀ ଅଧିକାରୀମାନେ ରେକର୍ଡ ସଂଖ୍ୟକ ବେଆଇନ ମଦ ମାମଲା ଠାବ କରିଛନ୍ତି। ଓଡ଼ିଶା ଅବକାରୀ କମିସନରଙ୍କ ଆଇପିଏସ୍ ନରସିଂହ…

ଏଏସଆଇ ଆଲିଶାଙ୍କର ମୃତ୍ୟୁ ଘଟଣା: ଶବ ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କଲାନି ପରିବାର, ସିବିଆଇ ତଦନ୍ତ ଦାବି

ରାଉରକେଲା: ରାଉରକେଲାର ଉଦିତନଗର ଥାନା ମହିଳା ASI ଆଲିଶା ଲୁଗୁନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କଲାନି ପରିବାର। ତାଙ୍କ ପରିବାର ସଦସ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରି ଏହି ମୃତ୍ୟୁ ଘଟଣାରେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି। ଆଜି ଆଲିଶାଙ୍କ ସ୍ୱାମୀ ସଞ୍ଜୟ ଲାକ୍ରା ସାମ୍ବାଦିକ…

ବାଲୁକାକଳା ମାଧ୍ୟମରେ ଭୋଟର ସଚେତନତା ବାର୍ତ୍ତାର ଶୁଭାରମ୍ଭ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ପୁରୀ: ବାଲୁକା କଳାରେ ଭୋଟର ସଚେତନତାର ବାର୍ତ୍ତା । ଆଜି ପୁରୀ ନୀଳାଦ୍ରୀ ବିଚ୍ ଠାରେ ୨୦୨୪ର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SSR) ଥିମ୍ ର ଶୁଭାରମ୍ଭ ହୋଇଛି । ବାଲୁକାକଳା ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।…

ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଓଡ଼ିଶାରୁ ନେବେ ବିଦାୟ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନ ଯାଇ ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତ। ତାଙ୍କର କାର୍ଯ୍ୟକାଳକୁ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।…

ରାଜଧାନୀରେ ଘରେ ପଶି ଲୁଟ୍ ମାମଲା: ୨୬ ଲକ୍ଷ ଟଙ୍କା ସହ ମାରଣାସ୍ତ୍ର ଜବତ, ୪ ଗିରଫ

ଭୁବନେଶ୍ବର: ରାଜଧାନୀରେ ଚାଲିଛି ଲୁଟେରାଙ୍କ ରାଜ୍। ପୁଣି ଘରେ ପଶି କରୁଛନ୍ତି ଲୁଟ୍ ପାଟ୍। ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନଙ୍କଠାରୁ ନଗଦ ୨୬ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଭୁବନେଶ୍ବର ବାହାରୁ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ…

ଗିରଫ ହେଲା ଫେରାର କଏଦୀ, କୋର୍ଟ ଟଏଲେଟରୁ ମାରିଥିଲା ଚମ୍ପଟ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ଟଏଲେଟରୁ ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ପ୍ରଶାନ୍ତ କୁମାର ଘଡ଼େଇ ଗିରଫ। ଫେରାର କଏଦୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡଗଡ଼ ଥାନା ପୋଲିସ। ଗତ ୧୭ ତାରିଖରେ କୋର୍ଟରୁ ପ୍ରଶାନ୍ତ ଫେରାର ହୋଇଯାଇଥିଲା। ସୂଚନା ଅନୁସାରେ, ଏୟାରଫିଲ୍ଡ ଥାନା ପୋଲିସ…

ସଚିବାଳୟ ସେବା ସଂଘର ଚେତାବନୀ, ଦାବି ପୂରଣ ନହେଲେ ଲୋକସେବା ଭବନ ଆଗରେ ଦେବେ ଧାରଣା

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ନଭେମ୍ବର ୩ ତାରିଖରେ ଲୋକସେବା ଭବନ ସ୍ଥିତ ପାମ୍ କୋର୍ଟଠାରେ ଧାରଣା ଦେବ ଓଡିଶା ସଚିବାଳୟ ସେବା ସଂଘ। ରାଜ୍ୟର ଅନ୍ୟ ସମସ୍ତ ବର୍ଗର କର୍ମଚାରୀମାନେ ସେମାନଙ୍କ କେନ୍ଦ୍ରୀୟ ପ୍ରତିପକ୍ଷ ସହ ସମାନ ହାରରେ ଦରମା ପାଉଥିବା ବେଳେ, କେବଳ ସଚିବାଳୟ ସେବା ବର୍ଗର…

ହବିଷ୍ୟାଳି ଯୋଜନା ନେଇ ଜିଲ୍ଲାପାଳଙ୍କ ଚୂଡାନ୍ତ ବୈଠକ, ବିଭିନ୍ନ ବ୍ୟବସ୍ଥାର କରାଯାଉଛି ତର୍ଜମା

ପୁରୀ: ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ପାଇଁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଆଜି ଚୂଡାନ୍ତ ବୈଠକ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରୁ ପଞ୍ଜିକରଣ କରିଛନ୍ତି ୩୦୫୦ ଜଣ ହବିଷ୍ୟାଳି। ତନ୍ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫ ଜଣ, ଗଞ୍ଜାମରୁ ୩୮୫ ଜଣ, ନୟାଗଡ଼ରୁ ୩୧୦…

ମହାନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

କଟକ: ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ସ୍ଥିତ ମହାନଦୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବେ ବେଳେ ନାବାଳିକାର ମୃତଦେହ ଭାସୁଥିବା ଦେଖିଥିଲେ। ମୃତ ନାବାଳିକାଙ୍କ ପରିଚୟ ମିଳିନାହିଁ। ସୂଚନା ଅନୁସାରେ, ଆଜି ମହାନଦୀରେ…