Latest Odisha News

BREAKING NEWS

Browsing Category

ଓଡିଶା

Odisha

ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ମିଉଜିୟମ୍ ଛକଠାରେ ବକ୍ସି ଜଗବନ୍ଧୁ, କଳ୍ପନା ଛକଠାରେ ଚାଖି ଖୁଣ୍ଟିଆ, ଏଜି ଛକରେ ଜୟୀ ରାଜଗୁରୁ ଓ ଡଃ ବି.…

ବୋମା ନିଷ୍କ୍ରିୟ ବେଳେ ଘଟିଲା ଅଘଟଣ, ଚାଲିଗଲା ହାବିଲଦାରଙ୍କ ଜୀବନ

କଟକ: ନିଷ୍କ୍ରିୟ ବେଳେ ଫୁଟିଲା ବୋମା। କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଜବତ ହୋଇଥିବା ବୋମା ରଖାଯାଇଥିଲା ବେଳେ ଏହାକୁ ନିଷ୍କ୍ରିୟ କଲା ବେଳେ ଫୁଟିଥିଲା । ଯେଉଁ କାରଣରୁ ନିଷ୍କ୍ରିୟକାରୀ ପୋଲିସ ଟିମ୍‌ରେ ଥିବା ଜଣେ ହାବିଲଦାରଙ୍କ ଜୀବନ ଚାଲିଯାଇଛି । ସୂଚନା ଅନୁଯାୟୀ, କଟକ ସଦର…

ପଟାଙ୍ଗିରେ ବ୍ୟାପିଲା ଡାଇରିଆ, ଦିନକରେ ୧୧ ଜଣ ଆକ୍ରାନ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକରେ ବ୍ୟାପିଲା ଡାଇରିଆ। ଦିନକରେ ୧୧ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତୀର୍ଥଯାତ୍ରାରୁ ଫେରିବା ପରେ ସମସ୍ତେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଗୁଣ୍ଠାପୁଟ ଗାଁର ୧୧ଜଣ ଗୋଟିଏ ଦିନରେ…

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରାଜା ସ୍ବାଇଁ

ଭୁବନେଶ୍ବର: ନୂଆ ସରକାରର କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ । ୮ ଥରର ବରିଷ୍ଠ ବିଜେଡି ବିଧାୟକ ରାଜା ସ୍ବାଇଁଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ ।  କାମଚଳା ବାଚସ୍ପତିର ଦାୟିତ୍ବ ଗ୍ରହଣ କରିବା ପରେ ଆଗାମୀ ଜୁନ୍ ୧୭…

ରାସ୍ତାକଡ଼ ଦୋକାନ ଉପରେ ମାଡିଗଲା ଟ୍ରକ୍: ଦୋକାନୀ ମୃତ, ଅନ୍ୟ ୫ ଗୁରୁତର

ଗଞ୍ଜାମ: ରାସ୍ତାକଡ଼ରେ ଥିବା ଦୋକାନକୁ ମାଡ଼ିଗଲା ଟ୍ରକ। ଟ୍ରକ ଧକ୍କାରେ ଜଣେ ମୃତ, ପାଞ୍ଚ ଗୁରୁତର। ସମସ୍ତେ ମେଡିକାଲରେ ଭର୍ତ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବାହାଡ଼ାଗୁଡ଼ା ଛକ ଚାନ୍ଦିନୀ ଓ ଏହାକୁ ଲାଗି ଥିବା ଦୋକାନରେ ଘର ଉପରକୁ ମାଡ଼ିଯାଇଛି ଟ୍ରକ। ଆସିକାରୁ ସେରଗଡ଼ ଅଭିମୁଖେ ଯାଉଥିବା…

ରାଜ୍ୟର ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ; ସମୀକ୍ଷା ବେଳେ ଆଶ୍ଚର୍ଯ୍ୟ ହେଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଟ ବଦଳାଇଛି ଓଡିଶା ରାଜନୀତି । ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବା ପରେ ବୁଧବାର ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଚନ୍ତି ମୋହନ ଚରଣ ମାଝୀ । ଆଉ ଶପଥ ନେବା ପରା ପରେ ପୂରା ଆକ୍ସନ ମୋଡରେ…

ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୫ ଗୁରୁତର

ପୁରୀ:ପହିଲି ରଜରେ ରାଜ୍ୟବାସୀ ଉତ୍ସାହର ସହ ରଜପର୍ବ ପାଳନ କରୁଥିବା ବେଳେ ଅସ୍ତରଙ୍ଗ କାକଟପୁର ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଗନ୍ନାଥପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍। ଏଥିରେ…

‘ରଜ’ର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଗଣ ପର୍ବ ରଜ। ଆଜି ପହିଲି ରଜ। ରଜ ପର୍ବ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର। ତିନି ଦିନ ଧରି ଗାଁଠୁ ସହର ସବୁଠୁ ରଜର ଆସର ଜମିଥାଏ। ଆଜି ପହିଲି ରଜରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

ଭାରତରେ ଏକ ନମ୍ବର ଓଡିଶାର କିଟ୍ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ଟାଇମ୍‍ସ ହାୟର ଏଜୁକେସନ୍‍ 'ଇମ୍ପାକ୍ଟ' ରାଙ୍କିଙ୍ଗରେ ବିଶ୍ୱରେ ୬ ସ୍ଥାନରେ ରହିଥିବା ବେଳେ ଭାରତରେ ଏକ ନମ୍ବର ସ୍ଥାନ ଗ୍ରହଣ କରିଛି କିଟ୍‍ ବିଶ୍ବବିଦ୍ୟାଳୟ । ପ୍ରକାଶ ପାଇଯାଇଛି ଚଳିତ ବର୍ଷର ଟାଇମ୍‍ସ ହାଇଅର ଏଜୁକେସନ୍‍ 'ଇମ୍ପାକ୍ଟ' (ସାମାଜିକ ପ୍ରଭାବ) ରାଙ୍କିଙ୍ଗ । ଏଥିରେ…

ପୁର ପଲ୍ଲୀରେ ରଜ ମଉଜ, କାହିଁକି ପାଳନ ହୁଏ ରଜ ଜାଣନ୍ତୁ……

ଭୁବନେଶ୍ବର: ଆଜି ରଜ ପାଳୁଛି ଓଡିଶା । ସାରା ରାଜ୍ୟରେ ପହିଲି ରଜ ମଉଜ । ଓଡିଶାର ଝିଅ ବୋହୂମାନେ ସୂର୍ଯ୍ୟ ଉଇଁବା ଆଗରୁ ଗୋଧୋଇ ପାଧୋଇ ରଜ ପାଳନ କରୁଛନ୍ତି । ରଜ ପାନ, ରଜ ଦୋଳି, ସୁନ୍ଦର ସୁନ୍ଦର ଝିଅଙ୍କ ସଜବାଜବରେ ଚଳଚଞ୍ଚଳ ଓଡିଶାର ପ୍ରତିଟି ଘର । ଘରେ ଘରେ ପିଠା ପଣା, ଦୋଳି ଖେଳ,…