Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି : ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ ବସ୍  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି  । ପ୍ରଥମ ଦିନରେ ଗଡିଲା ୩୬ଟି ବସ୍ । ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଯୋଡିବ ଏହି ବସ୍  । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ…

ଉଦଳା ଭାଲୁହୁରୁଡ଼ା ଗାଁରେ ଅଘଟଣ: ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାକୁ ହତ୍ୟା !

ଉଦଳା : ସାମାନ୍ୟ ଗେଣ୍ଡୁ ଗଛ ପାଇଁ ଜଘନ୍ୟ ହତ୍ୟାକାଣ୍ଡ। ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି  । ଏମିତି କିଛି ଘଟଣା ଘଟିଛି ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ  । ମୃତକ ସରସ୍ବତୀ ହାଁସଦା ବୋଲି ଜଣାପଡିଛି  । ସୂଚନା ଅନୁସାରେ ଗାଁର ସୀତା…

ମନେ ପଡନ୍ତି ଅକ୍ଷୟ: ଆଜି ଖୋକା ଭାଇଙ୍କ ଜନ୍ମ ଜୟନ୍ତୀ, ଅଭୂଲା ମନଛୁଆଁ ସଙ୍ଗୀତକୁ ଆଜି ବି ଝୁରୁଛନ୍ତି ଦର୍ଶକ

କଟକ: ଓଡିଆ ସଙ୍ଗୀତ ଜଗତର ବେତାଜ ବାଦଶାହ । ଓଡିଆ ଆଧୁନିକ ସୁଗମ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ସେ  । ହଁ ଆଜ୍ଞା ଆମେ କହୁଛୁ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କଥା । ଖୋକା ଭାଇ ନାମରେ ସେ ସମସ୍ତଙ୍କ ନିକଟରେ ଜଣାଶୁଣା  । ଆଜି ହେଉଛି ତାଙ୍କର ଜନ୍ମ ଜୟନ୍ତୀ  । ୧୯୩୬…

ପୂର୍ବବର୍ଷ ଅକ୍ଚୋବର ତୁଳନାରେ ଚଳିତଥର ଅଧିକ ଗରମ ଅନୁଭୂମ ହେଉଛି କି?

ଭୁବନେଶ୍ବର/ନୂଆଦିଲ୍ଲୀ: ଉଭୟ ଦିନ ବେଳା କେମିତି ଅନୁଭବ କରୁଛନ୍ତି ଆପଣ? ତିନି ମାସ ପରେ ମୌସୁମୀ ପ୍ରତ୍ୟାବର୍ତ୍ତନର ସମୟ ସହିତ ବାତ୍ୟାର ମାସ କୁହାଯାଉଥିବା ଅକ୍ଟୋବରରେ ଯେଉଁଭଳି ତାତି ଏବଂ ଗୁଳୁଗୁଳି ରହିଛି କ'ଣ ଭାବୁଛନ୍ତି? ପୂର୍ବବର୍ଷ ତୁଳନାରେ ଚଳିତଥର ଅକ୍ଚୋବର ମାସରେ ଅଧିକ ଗରମ…

ପତ୍ନୀ ହତ୍ୟାକାରୀ ସ୍ୱାମୀ: ପ୍ରଥମ ପତ୍ନୀ ପରେ ଏବେ ୨ୟ ପତ୍ନୀଙ୍କୁ ପିଟି ପିଟି ହତ୍ୟା କଲେ

ଜୟପୁର: ପତ୍ନୀ ହତ୍ୟାକାରୀ ସ୍ୱାମୀ । ସେ ଜଣେ ପେଷାଦାର ପତ୍ନୀ ହତ୍ୟାକାରୀ ।  ଜଣେ ନୁହେଁ ଦୁଇଦୁଇ ଜଣ ପତ୍ନୀଙ୍କୁ ହତ୍ୟା କଲେଣି । ପ୍ରଥମ ପତ୍ନୀଙ୍କୁ ହତ୍ୟା କରିବା ପରେ ଧରାପଡିଥିଲେ । ୧୫ ବର୍ଷ ଜେଲ ଦଣ୍ଡ ବି ଭୋଗିଥିଲେ । ଜେଲରୁ ଫେରିବା ପରେ ୨ୟ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ସେ…

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: କେତେବେଳେ ପାକତ୍ୟାଗ ଓ ଦେବନୀତି ନିଷେଧ, ଜାଣନ୍ତୁ ପୂରା ବିବରଣୀ

ପୁରୀ:କୁମାର ପୂର୍ଣ୍ଣିମାରେ ପଡିବ ଚନ୍ଦ୍ରଗହଣ । ତେଣୁ ଅକ୍ଟୋବର ୨୮ ତାରିଖରେ ଚନ୍ଦ୍ରଗ୍ରହଣ ଯୋଗୁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ପୂଜାନୀତି । ଏହି ଚନ୍ଦ୍ରଗ୍ରହଣ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ ।  ଗ୍ରହଣ ସ୍ପର୍ଶ…

ଭୁଲ ଅସ୍ତ୍ରୋପଚାର ଯୋଗୁଁ ଛଅ ବରିଷ୍ଠ ନାଗରିକ ହରାଇଲେ ଦୃଷ୍ଟିଶକ୍ତି !

ଭଦ୍ରକ: ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯୋଗରେ ଭଦ୍ରକ ଜିଲ୍ଲାର ୬ ଜଣ ବରିଷ୍ଠ ନାଗରିକ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି। ସେପ୍ଟେମ୍ବର ୨୮ ରୁ ୩୦ ମଧ୍ୟରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ଏବଂ ପରେ ରୋଗୀଙ୍କ ଦୃଷ୍ଟିଶକ୍ତିରେ ଉନ୍ନତି ହେବା…

ବ୍ରହ୍ମପୁର ଗୋଷାଣୀନୂଆଗାଁ ନୀଳକଣ୍ଠ ନଗରରେ ମହିଳାଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠ ନଗରରେ ବୁଧବାର ସନ୍ଧ୍ୟାରେ ଶିଶୁ ମଙ୍ଗଳ କମିଟିର ସଦସ୍ୟା ସୌଦାମିନୀ ରଥଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୌଦାମିନୀ ରଥ ଅନେକ ଏନଜିଓ ସହ ଜଡିତ ଥିଲେ ଏବଂ ଏଡସ୍ ଆକ୍ରାନ୍ତଙ୍କ…

ନଭେମ୍ବରରେ ରାଜ୍ୟ ସରକାର ଇଣ୍ଟରନେସନାଲ କନଭେନସନ୍ ଅନ୍ ମିଲେଟର ଆୟୋଜନ କରିବେ

ଭୁବନେଶ୍ୱର: ରାଜ୍ୟ ସରକାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗାମୀ ଦଶନ୍ଧି ପାଇଁ ବାଜରା ଚାଷର ରୋଡମ୍ୟାପ୍ ପ୍ରସ୍ତୁତ କରିବା ଦିଗରେ ନେତୃତ୍ୱ ନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଛନ୍ତି। ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ…

ଉପକୂଳକୁ ବାତ୍ୟା ଓ ବଜ୍ରପାତ ଜନିତ ମୃତ୍ୟୁରୁ ରକ୍ଷା ପାଇଁ ଅଧିକ ବୁଦା ଓ ତାଳଗଛ ରୋପଣ ଉପରେ ମୁଖ୍ୟ ଶାସନ ସଚିବଙ୍କ…

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପକୂଳକୁ ବାତ୍ୟା ଓ ବଜ୍ରପାତ ଜନିତ ମୃତ୍ୟୁରୁ ରକ୍ଷା କରିବା ପାଇଁ ଯଥାକ୍ରମେ ଅଧିକ ବୁଦା ଓ ତାଳଗଛ ରୋପଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ତୃତୀୟ ବୈଠକରେ…