Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚିନ୍ତା ବଢ଼ାଇଲାଣି ଅଂଶୁଘାତ: ରାଜ୍ୟରେ ୯୬ ମୃତ, ୧୪୪୫ ଜଣ ଅସୁସ୍ଥ

ଭୁବନେଶ୍ୱର: ଖରା ତାତିରେ ଜଳୁଛି ଓଡ଼ିଶା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇଛି। ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି। ଗତ କିଛି ଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ। ଏଭଳି ଗ୍ରୀଷ୍ମପ୍ରବାହ ଆଉ କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…

ସରିଲାଣି ନିର୍ବାଚନ ,ହେଲେ ଥମୁନି ଇଭିଏମ୍ ଉତ୍ତେଜନା

ଯାଜପୁର:ଯାଜପୁର  ଜିଲ୍ଲାରେ ଇଭିଏମ୍  ଟେନସନ ଥମିବାର ନା ନେଉନି । ବଡଚଣା ଅଞ୍ଚଳର ଇଭିଏମ୍ ମେସିନ ଯାଜପୁର ଟାଉନ ଯିବା ବେଳେ ଯାରକା ନିକଟରେ ଏକ ହୋଟେଲ ପାଖରେ ଅଟକିଥିଲା ଇଭିଏମ୍ ଗାଡି । ତେବେ ଏହାକୁ ନେଇ ସନ୍ଦେହ କରିବା ସହ ପୋଲିଂ ଅଧିକାରୀଙ୍କୁ ଘେରିଥିଲେ ବିଜେପି କର୍ମୀ । ବିଜେପି…

ବେପରୁଆ ହେବେ ସାବାଡ; ଜବତ ହେବ ଗାଡି ସହ ଫୋନ

ଭୁବନେଶ୍ବର: ଗାଡି ଚଲାଇବା ବେଳେ ଫୋନ ବ୍ୟବହାର କରୁଛନ୍ତି କି? ତାହେଲେ ହୋଇଯାଆନ୍ତୁ ସାବଧାନ । ଏନେଇ ଏବେ  ନୂଆ କଟକଣା ଆଣୁଛନ୍ତି କମିଶନରେଟ ପୋଲିସ । ସିଜ୍ ହେବ ଗାଡି ସହ ମୋବାଇଲ । ସଡକ ଦୁର୍ଘଟଣାକୁ ନେଇ ଯେତେ ବି ସତର୍କ କରାଗଲେ ମଧ୍ୟ ଥମିବାର ନାଁ ନେଉନି । ପ୍ରତିଦିନ ୨ ରୁ ୪…

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଦୁଇ ଜଣ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି । ଗତକାଲି ମୃତ୍ୟୁ ସଂଖ୍ୟା ୯ ଥିବାବେଳେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ରାଜଧାନୀରେ ସିରିଜ ଦୁର୍ଘଟଣା:୨ ଜଣ ଆହତ

ଭୁବନେଶ୍ୱର :ରାଜଧାନୀରେ ସିରିଜ ଦୁର୍ଘଟଣା । ଭୁବନେଶ୍ୱର ସତସଙ୍ଗବିହାର ନିକଟରେ ଏହି ଅଘଟଣ ଘଟିଛି । ୨ଟି କାର୍ କୁ ପଛରୁ ଧକ୍କା ଦେଲା ଘରୋଇ ବସ୍  । ଫଳରେ ଏଥିରେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସତସଙ୍ଗବିହାର  ପାଖ…

ଯଶସ୍ବୀ ମେଧାବୃତ୍ତି: ସିଏସରେ ବିଶ୍ୱବିଦ୍ୟାଳୟ ଟପ୍ପର ନମ୍ରତା ବେହେରା

କେନ୍ଦୁଝର/ଯୋଡ଼ା: ଖିରେଇଟାଙ୍ଗିରୀ ସ୍ଥିତ ବିଶ୍ୱ ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ନମ୍ରତା ବେହେରା ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜ ଦେଓ ବିଶ୍ୱବିଦ୍ୟାଳୟର କଂପ୍ୟୁଟର ସାଇନ୍ସ ବିଭାଗ ସ୍ମାତକ ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର…

କିଟ୍ ଓ କିସ୍ ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍‌ଆଇଭିବି) ପକ୍ଷରୁ ନୂଆକରି ଗଠନ କରାଯାଇଥିବା ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ ଭାବେ ଭାରତର ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ କିଟ୍ ଓ କିସ୍‌ର ନାମ ଘୋଷଣା କରାଯାଇଛି । ଗତ ମେ ୩୦ ତାରିଖରେ…

କେନ୍ଦ୍ରାପଡ଼ାରେ ରକ୍ତପାତ ରାଜନୀତି :ବିଜେପି କର୍ମୀଙ୍କ ବାପାଙ୍କୁ ବିଜେଡି କର୍ମୀ ଗାଡ଼ି ଧକ୍କା କରି ମାରିଥିବା ଅଭିଯୋଗ

କେନ୍ଦ୍ରାପଡ଼ା : ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି  । ଗତକାଲି ରାତିରେ କେନ୍ଦ୍ରାପଡ଼ା ପାଟକୁରାରେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି…

ଘାଟିରେ ଓଲଟିଲା ଟ୍ରକ:୨ ମୃତ

ଗଞ୍ଜାମ: ଘାଟିରେ ଓଲଟିଲା ଟ୍ରକ । ପାଟପୁର ଥାନା ତପ୍ତପାଣି ଘାଟିରେ ଓଲଟି ପଡିଲା ଟ୍ରକ୍‌ । ଏଥିରେ ୨ ଜଣ  ମୃତ୍ୟୁ ହୋଇଥିବା ଜଣାପଡିଛି ।  ବର୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଅନୁଯାୟୀ, ଟ୍ରକଟି ଗଜପତିରୁ ବ୍ରହ୍ମପୁର ଯାଉଥିଲା  । ପାଟପୁର ଥାନା ତପ୍ତପାଣି ଘାଟିରେ…

ଆଜି ବି ମନେ ପଡେ ସେଦିନର ସେ କାଳରାତ୍ରୀ, କରମଣ୍ଡଳ ଟ୍ରାଜେଡିକୁ ପୁରିଲା ବର୍ଷେ

ଭୁବନେଶ୍ଵର: ଆଜି ବି ମନେ ପଡେ ସେଦିନର ସେ କାଳ ରାତ୍ରୀର ଘଟଣା । ମନେପଡିଗଲେ ଟାଙ୍କୁରି ଉଠେ ଲୋମ । ସେଦିନ ଥିଲା ଶୁକ୍ରବାର ଜୁନ ୨ ତାରିଖ । ନିଜ ନିଜର କାର୍ଯ୍ୟ ସାରି ଯିଏ ଯାହାର ଗନ୍ତବ୍ୟ ସ୍ଥଳକୁ ବାହାରିଥିଲେ । ଟ୍ରେନରେ ବସି ଖୁସିରେ କିଏ ଘରକୁ ଫେରୁଥାଏ ତ କିଏ ନିଜ କାର୍ଯ୍ୟସ୍ଥଳୀକୁ ।…