Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଲାମ ହେଲା ରାଜ୍ୟର ସବୁଠୁ ବଡ ଲଡୁ, ଦାମ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କା

ତାଳଚେର: ସରିଲା ତାଳଚେର ପ୍ରସିଦ୍ଧ ଗଣେଶ ପୂଜା । ପାର୍ବତୀ ନନ୍ଦନଙ୍କୁ ଶେଷ ଦର୍ଶନ କରିଛନ୍ତି ଭକ୍ତ । ପୁଣି ଅପେକ୍ଷା ଆର ବର୍ଷକୁ । ଆଜି ହେବ ବିଘ୍ନହର୍ତ୍ତାଙ୍କୁ ଭସାଣି କାର୍ଯ୍ୟକ୍ରମ । ବିସର୍ଜନ ପୂର୍ବରୁ ଗତକାଲି ନିଲାମ ହୋଇଛି ୩୧ କ୍ବିଣ୍ଟାଲ ଓଜନ ବିଶିଷ୍ଠ ଓଡ଼ିଶାର ସବୁଠୁ ବଡ଼ ଆଜ୍ଞା…

ଆଜି ପବିତ୍ର ଭାଗବତ ଜନ୍ମ: ସମଗ୍ର ସୃଷ୍ଟି ଓ ଜୀବନ ରହସ୍ୟର ରହସ୍ୟମୟ ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଶାସ୍ତ୍ର

ଆଜି ପବିତ୍ର ଭାଗବତ ଜନ୍ମ । ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥାରେ ଅଛି । ଏହାକୁ ମଧ୍ୟ 'ଭାଗବତ ବଢ଼ା' ମଧ୍ୟ କୁହାଯାଏ । ଭାଗବତର ଆଧ୍ୟାତ୍ମିକ ଦିଗଟି ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ…

ନକଲି ସାର୍ଟିଫିକେଟ ତିଆରି ଅଭିଯୋଗରେ ଆରଆଇ ଓ ସରପଞ୍ଚଙ୍କ ସମେତ ପାଞ୍ଚ ଗିରଫ

ବରଗଡ: ନକଲି ଜାତି, ଆବାସିକ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରୁଥିବା ଅଭିଯୋଗରେ ବରଗଡ଼ ଜିଲ୍ଲାର ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) ଓ ଜଣେ ସରପଞ୍ଚଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଛି। ଉଭୟ ଆରଆଇ ଓ ସରପଞ୍ଚ ବରଗଡ଼ର ହୋଇଥିବା ବେଳେ ଅନ୍ୟ ତିନି ଜଣ ଉତ୍ତର ପ୍ରଦେଶ (ୟୁପି)ର ବୋଲି…

ଅର୍କ ବିଜେପିରେ ସାମିଲ, ଜିଲ୍ଲାରେ ହୋଇପାରେ ବଡ଼ ଦଳୀୟ ପରିବର୍ତ୍ତନ

କଳାହାଣ୍ଡି: ଜିଲ୍ଲାର ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ପତ୍ନୀ ମାଳବିକା ଦେବୀଙ୍କ ସହ ବୁଧବାର ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ସମୀକରଣ ବଦଳିବାକୁ ଯାଉଛି। ମୁଖ୍ୟତଃ ଉଭୟ ପତି ଓ ପତ୍ନୀ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଉପର ନେତାଙ୍କଠୁ…

କାନାରା ବ୍ୟାଙ୍କ ମ୍ୟାନେଜର ମାନସିକ ଅବସାଦ ପାଇଁ ନିଜ ଇଚ୍ଛାରେ ଗାଏବ ହୋଇଥିଲେ: ଏସପି

କଟକ: ତିନି ଦିନ ଧରି ନିଖୋଜ ଥିବା କାନାରା ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁରୁବାର ଗଞ୍ଜାମ ଜିଲ୍ଲା ଗିରିସୋଲା ଅଞ୍ଚଳରୁ ଉଦ୍ଧାର କରିଛି। ମାନସିକ ଅବସାଦ ଯୋଗୁଁ ମ୍ୟାନେଜର ତପନ ସାହୁ ନିଜେ ନିଖୋଜ ହୋଇଯାଇଥିଲେ ବୋଲି କଟକ ଅତିରିକ୍ତ ଏସପି (ଗ୍ରାମୀଣ) ଦେବବ୍ରତ ବରାଳ ସୂଚନା ଦେଇଛନ୍ତି।…

ସାଇବର ଠକେଇର ମୁକାବିଲା ପାଇଁ ଓଡ଼ିଶା ପୋଲିସ ଆରମ୍ଭ କଲା ସାଇବର ସୁରକ୍ଷା ଅଭିଯାନ

ଭୁବନେଶ୍ୱର: ଲୋକଙ୍କୁ ସାଇବର ଠକଙ୍କ କବଳରୁ ରକ୍ଷା କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଗୁରୁବାରଠାରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଲୋକଙ୍କୁ ସାଇବର ଠକଙ୍କ ଶୋଷଣ ଓ ପ୍ରତାରଣାରୁ ବଞ୍ଚାଇବା ପାଇଁ ଡିଜିପି ସୁନୀଲ ବଂଶଲ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ବଂଶଲ…

ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ସାମଗ୍ରିକ ଆଇନ ଶୃଙ୍ଖଳା ପରିସ୍ଥିତି ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣରେ ରହିଛି। ସାମ୍ପ୍ରଦାୟିକ ସଦଭାବନା ବଜାୟ ରହିଛି। ଛାତ୍ର, ସେବା, ଶିଳ୍ପ, ଶ୍ରମ ଓ କୃଷି କ୍ଷେତ୍ରରେ ବିଶେଷ ଆଇନଶୃଙ୍ଖଳା…

୫ ବର୍ଷରେ ରାଜ୍ୟର ବିଭିନ୍ନ ବିପର୍ଯ୍ୟୟରେ ୧୬,୩୭୨ ଜଣ ପ୍ରାଣ ହରାଇଛନ୍ତି

ଭୁବନେଶ୍ୱର: ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ବିପର୍ଯ୍ୟୟରେ ୧୬,୩୭୨ ଜଣ ପ୍ରାଣ ହରାଇଛନ୍ତି ବୋଲି ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସୁଦାମ ମାର୍ଣ୍ଡି…

ବିଧାନସଭା ସମ୍ମୁଖରେ ଧାରଣାରତ କୁମ୍ଭାର ମହାସଂଘଙ୍କୁ ଭେଟିଲେ ବିଜେପି ବିଧାୟକ ଓ ନେତୃବୃନ୍ଦ

ଭୁବନେଶ୍ୱର: ସମସ୍ତ ଶୁଭ କାର୍ଯ୍ୟ ପାଇଁ ଆମେ କୁମ୍ଭକାରଙ୍କ ଉପରେ ନିର୍ଭର କରିଥାଉ, ହେଲେ ଆଜି ସେମାନେ ତାଙ୍କର କୌଳିକ ବୃତ୍ତିକୁ ନେଇ ସନ୍ଦିହାନ। ଦେଶର ଅନ୍ୟ ରାଜ୍ୟମାନଙ୍କରେ କୌଳିକ ବୃତ୍ତି କରି ଜୀବିକା ନିର୍ବାହ କରୁଥିବା କୁମ୍ଭକାର ଭାଇ ଓ ଭଉଣୀମାନଙ୍କୁ ସହଯୋଗ ଓ ପ୍ରୋତ୍ସାହନ ଦେବା…

ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ “ଇଣ୍ଡିଆ ପ୍ରଥମ ହାର୍ଟ ପ୍ରଥମ” ଅଭିଯାନ ଶୁଭାରମ୍ଭ

ପୁରୀ: ହୃଦଘାତ ଏବଂ ସେଥିପ୍ରତି ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟମ୍ବର ୨୯ରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ (ଗ୍ଲେନମାର୍କ) ପ୍ରସିଦ୍ଧ ବାଲୁକା କଳାକାର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ…