Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଲଟିଲା ଗ୍ୟାସ ଟ୍ୟାଙ୍କର

ଭବାନୀପାଟଣା: ବୁଧବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାର ବଞ୍ଜାରୀ ଘାଟ ଅଞ୍ଚଳର ଏକ ଘାଟି ରାସ୍ତାରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିଲା। ପ୍ରାରମ୍ଭିକ ରିପୋର୍ଟରେ ଗ୍ୟାସ ଲିକ୍ ହେବାର ସମ୍ଭାବନା ରହିଥିବା ବେଳେ ପୋଲିସ ଏନେଇ ସ୍ପଷ୍ଟ ସୂଚନା ଦେଇନାହିଁ। ଆନ୍ଧ୍ରପ୍ରଦେଶର…

ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ମାମଲାରେ NIAର ଚାର୍ଜସିଟ୍ ଦାଖଲ; ୧୧ମାଓବାଦୀଙ୍କ ନାଁରେ…

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣାରେ ଚାର୍ଜସିଟ୍ ଦାଖଲ । ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି NIA । ଏହି ଘଟଣାରେ ହଜାରେ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ ସହ NIA ତା'ର ତଦନ୍ତ ଜାରି ରଖିଛି । ଚାର୍ଜସିଟରେ ଉଲ୍ଲେଖ…

Marijuana Smuggling: ସିକ୍ରେଟ୍ ଚାମ୍ବରରେ ଗଞ୍ଜେଇ ଚୋରା ଚାଲାଣ, ୨ ଗିରଫ

କଟକ: ଦିନକୁ ଦିନ ଚୋର ମାନଙ୍କର ଚୋରି କରିବାର ତରିକା ବଦଳୁଛି । ପୋଲିସ ହାତରୁ ଖସିବାକୁ ଚୋର ମାନେ ନୂଆ ନୂଆ ପନ୍ଥା ଆପଣଉଛନ୍ତି ଚୋରି କରିବାର । ଏଭଳି ଏକ ଘଟମା ସାମ୍ନାକୁ ଆସିଛି କଟକ ଜିଲ୍ଲାରୁ । ଟାଟା ଏସି ଗାଡ଼ିର ଡାଲାରେ ସ୍ବତନ୍ତ୍ର ଚାମ୍ବର କରି ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ ।…

Indigo Flights Cancelled: ଭୁବନେଶ୍ବରରୁ ୮ଟି ଇଣ୍ଡିଗୋ ବିମାନ ବାତିଲ

ଭୁବନେଶ୍ୱର: ଏବେବି ସୁଧୁରିନି ସ୍ଥିତି । ଇଣ୍ଡିଗୋ ବିମାନ ଚଳାଚଳରେ ଜାରି ରହିଛି ଅଚଳାବସ୍ଥା । ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮ଟି ବିମାନ ଉଡାଣ ବାତିଲ କରାଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାତିଲ ହୋଇଥିବା ଉଡ଼ାଣଗୁଡ଼ିକର ଏକ ବିବରଣୀ…

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ଦୁଇ ଗାଁକୁ ନେଇ ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ଦୁଇ ଗାଁ ବିବାଦକୁ ନେଇ କେଭି ସିଂହଦେଓଙ୍କ ବୈଠକ। ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ଚାଲିଛି ବୈଠକ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଜିଲ୍ଲାପାଳ, ଏସ୍‌ପି, ADG, DIGଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ…

Cold Wave: ହାଡଭଙ୍ଗା ଶୀତରେ ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ଜାଡ଼। କଲବଲ କରୁଛି ଅସହ୍ୟ ଥଣ୍ଡା। ରାଜ୍ୟରେ ଏହି ଶୀତ ଜାରି ରହିବ। ଗୁରୁବାର ଓ ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ସୁନ୍ଦରଗଡ଼, କନ୍ଧମାଳ,…

Firing: ଅନୁଗୁଳରେ ଫୁଟିଲା ଗୁଳି; ଜଣେ ଗୁରୁତର,କାରଣ…

ଅନୁଗୁଳ:ଅନୁଗୁଳ ସହରରେ ଗୁଳିକାଣ୍ଡ । ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ । ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ପ୍ରଥମେ ଗୁରୁତର ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ…

ବେଆଇନ କଫ୍‌ ସିରପ ଚୋରାଚାଲାଣ ମାମଲାରେ ୧୮୧ ଗିରଫ

ଭୁବନେଶ୍ବର: ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡିଶା ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି। ବିଗତ କିଛି ଦିନ ମଧ୍ୟରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିପୁଳ ପରିମାଣର କଫ୍‌ ସିରପ ଜବତ  ସହିତ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ…

କିଟକୁ ମିଳିଲା ସିଆଇଆଇ ପୁରସ୍କାର…

ଭୁବନେଶ୍ୱର: ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟକୁ ବର୍ଷର ଶ୍ରେଷ୍ଠ ସ୍ପୋର୍ଟ୍ସ ଷ୍ଟାଡିୟମ୍‌/ଏରେନା ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ତୃତୀୟ ସିଆଇଆଇ ସ୍ପୋର୍ଟ୍ସ ବିଜନେସ୍ ଆୱାର୍ଡସ୍ ୨୦୨୫ରେ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।…

ତହସିଲଦାରଙ୍କ ଗାଡ଼ି ସିଜ୍‌ ପରେ ଜମି ମାଲିକଙ୍କୁ ମିଳିଲା କ୍ଷତିପୂରଣ ଟଙ୍କା

ଢେଙ୍କାନାଳ: ଜମି ଅଧିଗ୍ରହଣ ମାମଲାରେ ୧୩ ଲକ୍ଷ ଟଙ୍କାର କ୍ଷତିପୂରଣ ନ ଦେବାରୁ ବୁଧବାର ଢେଙ୍କାନାଳ ତହସିଲଦାର ସ୍ୱାଧୀନ କୁମାର ବେହେରାଙ୍କ ସରକାରୀ କାର, କମ୍ପ୍ୟୁଟର ଏବଂ ଅଫିସ୍ ଆସବାବପତ୍ର ଆଦି ଜବତ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ତହସିଲଦାରଙ୍କ ଗାଡ଼ି ସିଜ୍‌ ପରେ ଜମି…