Latest Odisha News

BREAKING NEWS

Browsing Category

ଓଡିଶା

Odisha

ତାମିଲନାଡୁ ଘଟଣା ପରେ ସତର୍କ ଓଡ଼ିଶା, ସି-ଫୁଡ୍ ଶିଳ୍ପ ପାଇଁ ଗଠିତ ତ୍ରିପାକ୍ଷିକ କମିଟି

ଭୁବନେଶ୍ୱର: ତାମିଲନାଡୁ ଘଟଣା ପରେ ସତର୍କ ହେଲା ଓଡ଼ିଶା। ସି-ଫୁଡ୍ ଶିଳ୍ପ ପାଇଁ ଗଠନ ହେଲା ରାଜ୍ୟସ୍ତରୀୟ ତ୍ରିପାକ୍ଷିକ କମିଟି। ଶ୍ରମିକ କଲ୍ୟାଣ ଓ ଆନ୍ତର୍ଜାତିକ ଶ୍ରମ ମାନଦଣ୍ଡ ପାଳନ ଉପରେ ରହିବ ନଜର। ତାମିଲନାଡୁର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରେ ଗ୍ୟାସ୍ ଲିକ୍ ଜନିତ…

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝୀଙ୍କ ପରଲୋକ

କଳାହାଣ୍ଡି: ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ବିଶିଷ୍ଟ ନାରୀନେତ୍ରୀ ଶ୍ରୀମତୀ ମାଝୀଙ୍କ ୫୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଶ୍ରୀମତୀ ୧୯୯୨ ମସିହାରେ ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହେବା ସହିତ ନିଜର ରାଜନୈତିକ ଯାତ୍ରାର…

ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି, ଭୟଙ୍କର ଦୁର୍ଘଟଣାରେ ୩ ମୃତ

କନ୍ଧମାଳ: ମହାସିଙ୍ଗ ବ୍ରିଜ୍‌ ନିକଟରେ ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ, ବାଲିଗୁଡ଼ା ହସ୍ପିଟାଲ୍‌ରେ ଆଉ ୨ ମୃତ। ୩ ମୃତକଙ୍କ ପରିଚୟ ମିଳିନି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କା ଦେବାରୁ ୩…

ରାଜଧାନୀରେ ଆତଙ୍କ: ପୁଣି ବୁଲିଲା ଭୁଜାଲି-ଖଣ୍ଡା, ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ନୀଳାଦ୍ରିବିହାର ସ୍ଥିତ ବୁଦ୍ଧ ବିହାର ଏବଂ ଇଶାନେଶ୍ୱର ବସ୍ତିରେ ଦୁର୍ବୃତ୍ତ ମାନେ ଆତଙ୍କ ଖେଳାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାତି ଅଧରେ ବୁଲିଲା…

ବଳ ଗୋଟାଉଛି ଲଘୁଚାପ: ୮ ତାରିଖ ଯାଏ ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ଆହୁରି ବଳୁଆ ହେବ। ଘନୀଭୂତ ହୋଇ ଆହୁରି ବର୍ଷା ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଆଜି ବି ବର୍ଷାରେ ଭିଜିବ ସାରା ଓଡିଶା। ୫ ଜିଲ୍ଲାକୁ ଭିଷଣ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୭ ଜିଲ୍ଲାକୁ ପ୍ରବଳ…

ଚତୁର୍ଥ ଦିନରେ ଡାକ୍ତର ଆନ୍ଦୋଳନ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସଂଘର ଜରୁରୀ ବୈଠକ

ଭୁବନେଶ୍ୱର: ୪ ଦିନ ଧରି ଚାଲିଛି ଡାକ୍ତରମାନଙ୍କ ଆନ୍ଦୋଳନ। ୧୦ ଦଫା ଦାବି ପୂରଣ ଜିଦ୍‌ରେ ଅଡ଼ି ବସିଛନ୍ତି ଡାକ୍ତର। ଡାକ୍ତରଙ୍କ ସୁରକ୍ଷା, କ୍ୟାଡର ପୁନର୍ଗଠନ, ଲେବୁଲ ୧୫ ପେ’ ସ୍କେଲ ଉଚ୍ଛେଦ, ସ୍ବଚ୍ଛ ବଦଳି ନୀତି, କେବିକେ ଏଗ୍‌ଜିଟ୍‌ ପଲିସି, ଇନ୍‌ସ୍ୟୁରାନ୍ସ ଓ ଦନ୍ତ ଡାକ୍ତରଙ୍କୁ…

ଭିନ୍ନକ୍ଷମମାନଙ୍କ ସଫଳତାର କାହାଣୀକୁ ନେଇ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ…

ଭୁବନେଶ୍ୱର : ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପ୍ରେରଣାଦାୟକ ସଫଳତାର କାହାଣୀକୁ ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ପକ୍ଷରୁ “ସାମର୍ଥ୍ୟ–୨୦୨୬” - ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ଚିକିତ୍ସା ମିଳିଲା ନାହିଁ…ଚାଲିଗଲା ଶିଶୁର ଜୀବନ!

ବଲାଙ୍ଗୀର:ଚିକିତ୍ସା ଅବହେଳା ଯୋଗୁଁ ୪ ବର୍ଷ ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି । ଡାକ୍ତରମାନେ ଆନ୍ଦୋଳନରେ ଥିବାରୁ ଠିକ୍ ସମୟରେ ଚିକିତ୍ସା ମିଳିନଥିବା ଅଭିଯୋଗ ହୋଇଛି । ବଲାଙ୍ଗୀରର ପାଟଣାଗଡ ହସ୍ପିଟାଲରୁ ଆସିଲା ଦୁଃଖଦ ଖବର । ଖବରମୁତାବକ, ଭିତରପଡ଼ାର ବାସିନ୍ଦା ହିଟଲର ଥନାପତି ତାଙ୍କର ୪…

Road Accident: ଓଲଟି ପଡ଼ିଥିବା ଗାଡି ଉଠାଉଥିବା ବେଳେ ପଛରୁ ମାଡିଗଲା ଡମ୍ଫର; ୨ ମୃତ,୩ ନ୍ୟୁଜ ଚ୍ୟାନେଲ…

ବାରିପଦା: ବାରିପଦା ସ୍ଥିତ ପାଲବଣିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ହୋଇଛନ୍ତି । ଗୋଟିଏ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଏକ ଦ୍ରୁତଗାମୀ ଡମ୍ପର ଆସି ଲୋକଙ୍କ ଉପରେ ମାଡ଼ିଯାଇଛି। ଗୁରୁତରଙ୍କ ମଧ୍ୟରେ ୩ଜଣ ନ୍ୟୁଜ୍…

ନିଖୋଜ ଥିବା ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର;୫ ଅଟକ

କେନ୍ଦୁଝର: ଦୈତାରୀ ଥାନା ଅଧୀନ ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଗତ କିଛି ଦିନ ଧରି ନିଖୋଜ ଥିବା ଏକ ଦମ୍ପତିଙ୍କ ଗଳିତ ମୃତଦେହ ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ଉଦ୍ଧାର ହୋଇଛି । ବଳିପର୍ବତ ଗାଁ ସ୍କୁଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଖଗେଶ୍ବର ସୋରେନ୍‌ (୪୭) ଓ…