Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଞ୍ଚଳର ଏକ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମହିଳାଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଘଟଣା ଜିଲ୍ଲାର ହିନ୍ଦୋଳ ଥାନା ଅଧୀନସ୍ଥ ରଞ୍ଜାଗୋଲା ଗ୍ରାମରେ ଘଟିଛି। ମୃତକଙ୍କ ନାମ ମନୀଷା…

Puri Rath Construction:ବିବାଦ ପରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ୱକର୍ମା ମହାରଣା

ପୁରୀ:ମହାପ୍ରଭୁଙ୍କ ରଥ ନିର୍ମାଣ ବନ୍ଦ କଲେ ରଥ ବିଶ୍ୱକର୍ମା ମହାରଣା । ଚିରଟ କାଠ, ଖେ଼ଇକୁ ନେଇ ବିବାଦ ଦେଖାଦେଇଛି। ଫଳରେ ରଥ ଖଳାରେ କାମ ବନ୍ଦ ରହିଛି। ପୂର୍ବରୁ ୪ ଫୁଟ୍‌ ତଳକୁ ଗୋଲେଇ କାଠ ଖେଇ ଭାବେ ନେଉଥିଲେ ମହାରଣା । ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍…

ବନ୍ଧାହେଲେ ୭ ଆନ୍ତଃଜିଲ୍ଲା ବାଇକଚୋର;୯ ବାଇକ ଉଦ୍ଧାର

କଳାହାଣ୍ଡି:ବାଇକଚୋରି କରୁଥିବା ଏକ ଗ୍ୟାଙ୍ଗର ୭ ଜଣ ଚୋରକୁ ଗିରଫ କଲା ମ.ରାମପୁର ପୋଲିସ । କଳାହାଣ୍ଡି ଏସପି ନାଗରାଜ ଦେବକରାକୋଣ୍ଡାଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ୍ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ ଜଣଙ୍କୁ ଗିରଫ…

ଆଗାମୀ ୩ ଘଣ୍ଟା ମଧ୍ୟରେ ଭିଜିବ ଓଡ଼ିଶା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ। ଏଣୁ ଗତ କିଛି ଦିନ ହେବ ତାପମାତ୍ରାରେ ସାମାନ୍ୟ ବ୍ରେକ୍ ଲାଗିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ କାଁ ଭାଁ ବର୍ଷା ମଧ୍ୟ ହେଉଛି। ଅନ୍ୟପଟେ ରାଜ୍ୟର ୧୧ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ…

ଏସବିଆଇ ଏଟିଏମରୁ ଲୁଟ୍; କଟରରେ କାଟି ଲୁଟି ନେଲେ…

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରୁ ଏକ ଏଟିଏମ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁଯାୟୀ, ଭୋର ପ୍ରାୟ ୩ଟା ସମୟରେ ସ୍ଥାନୀୟ ହାଟ ଛକରେ ଥିବା ଏକ ଏସବିଆଇ ଏଟିଏମରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟିବାକୁ ଚେଷ୍ଟା କରିଥିଲେ। ଅପରାଧୀମାନେ ଏକ ଗାଡ଼ିରେ ଆସି ଲୁଟ୍ କାର୍ଯ୍ୟ…

ପୁରୀ ଶ୍ରୀମନ୍ଦିରରୁ ୩୦ ପ୍ୟାକେଟ୍ ବନସ୍ପତି ଘିଅ ଜବତ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ଭିତରେ ବୁଧବାର ଦିନ ୩୦ଟି ଅନଧିକୃତ ଘିଅ ପ୍ୟାକେଟ ଜବତ କରାଯାଇଛି। ସୂଚନା ଅନୁଯାୟୀ, ରୋଷଘରକୁ ନିଆଯାଉଥିବା ସମୟରେ ସୁରକ୍ଷା କର୍ମୀମାନେ ଘିଅ ଜବତ କରିଥିଲେ। ଏହି ପ୍ୟାକେଟଗୁଡ଼ିକ ଅନୁମୋଦିତ OMFED ବ୍ରାଣ୍ଡର ନଥିଲା, ଯାହା ପ୍ରସାଦର ପବିତ୍ରତା…

ପିଲା ଚୋର ସନ୍ଦେହରେ ୨ ଜଣଙ୍କୁ ନିସ୍ତୁକ ମାଡ଼, ଫେଲୋଶିପ୍ କାମରେ ଯାଇଥିଲେ…

ଭୁବନେଶ୍ବର: ପିଲା ଚୋର ସନ୍ଦେହରେ ଜଣେ ଯୁବତୀ ଓ ଅନ୍ୟ ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଛି। ଏହି ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ନିକଟରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଫେଲୋଶିପ୍ କରୁଥିବା ଉକ୍ତ ଯୁବତୀ ଓ ତାଙ୍କ ସହଯୋଗୀଙ୍କୁ…

ଉପବାଚସ୍ପତିଙ୍କ ନକଲି ଦସ୍ତଖତ ଘଟଣା; ୨ ଜଣଙ୍କ ବିରୋଧରେ ମାମଲା

ଭୁବନେଶ୍ୱର: ଚାକିରି ସ୍ଥାନାନ୍ତର ପାଇଁ ଦୁଇଜଣ ସରକାରୀ ଇଞ୍ଜିନିୟର ଓଡ଼ିଶା ବିଧାନସଭାର ଉପବାଚସ୍ପତିଙ୍କ ଦସ୍ତଖତକୁ ଜାଲିଆତି କରି ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁଯାୟୀ, ଉପ ବାଚସ୍ପତିଙ୍କ ଦସ୍ତଖତ ଜାଲ୍ କରି ସ୍ଥାନାନ୍ତର ପାଇଁ ଜାଲ୍ ସରକାରୀ ଡକ୍ୟୁମେଣ୍ଟ ବ୍ୟବହାର…

ବିଶ୍ୱର ଶ୍ରେଷ୍ଠ ୫% ବୈଜ୍ଞାନିକଙ୍କ ତାଲିକାରେ କିଟ୍‍ର ୪୫ ପ୍ରଫେସର

ଭୁବନେଶ୍ୱର: ଗବେଷଣା ଓ ବିଜ୍ଞାନ ପ୍ରତି ଅବଦାନ ଆଧାରରେ ୨୦୨୫ ପାଇଁ ସାଇ-ରାଙ୍କ ଗ୍ଲୋବାଲ ରେଜିଷ୍ଟ୍ରି ଦ୍ୱାରା ପ୍ରକାଶିତ ସମ୍ମାନଜନକ ‘ଗ୍ଲୋବାଲ୍ ସାଇଣ୍ଟିଷ୍ଟ୍ ଇଣ୍ଡେକ୍ସ’ର ବିଶ୍ୱର ଶ୍ରେଷ୍ଠ ୫ ପ୍ରତିଶତ ବୈଜ୍ଞାନିକ ତାଲିକାରେ କିଟ୍‍ ବିଶ୍ୱବିଦ୍ୟାଳୟର ୪୫ଜଣ ପ୍ରଫେସର ସ୍ଥାନ ପାଇଛନ୍ତି।…

AIIMS ଡାକ୍ତରାଣୀଙ୍କ ରହସ୍ୟଜନକ ମୃତ୍ୟୁ! କବାଟ ଭାଙ୍ଗି ଉଦ୍ଧାର କଲେ ପୁରୁଷ ବନ୍ଧୁ

ଭୁବନେଶ୍ୱର: ଏମ୍‌ସର ଜଣେ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଠାବ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳା ଡାକ୍ତର ଜଣକ ହେଉଛନ୍ତି କର୍ଣ୍ଣାଟକର ଦିବ୍ୟା ଭି। ସେ ଏମ୍‌ସ ହସ୍ପିଟାଲରେ ଜୁନିଅର ରେସିଡେଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଏହି ଘଟଣାରେ ସ୍ଥାନୀୟ ଖଣ୍ଡଗିରି ଥାନା ପୁଲିସ…