Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାଟ ମଣ୍ଡପର ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନ

କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନାଟ ମଣ୍ଡପର ତୁରନ୍ତ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ନିର୍ଦ୍ଦେଶ ଦେବାକୁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି। ୨୦୧୬ରେ ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ ପାଇଁ ଜନସ୍ୱାର୍ଥ ମାମଲା ଦାୟର କରିଥିବା ଅଭିଶେକ…

ବାଣୀବିହାରରେ ହଷ୍ଟେଲ ଆବଣ୍ଟନରେ ବିଳମ୍ବ: ତିନି ଦିନରେ ସମସ୍ଯାର ସମାଧାନ କରିବାକୁ ଗୁରୁତ୍ୱ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ନୂଆ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ରୁମ୍ ଆବଣ୍ଟନରେ ବିଳମ୍ବକୁ ନେଇ ସୋମବାର ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୁଖ୍ୟତଃ ପ୍ରଥମ ଓ ଦ୍ୱିତୀୟ ବର୍ଷର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ପିଜି କାଉନସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି…

ଷ୍ଟାର୍ଟଅପ୍ ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତୃଣମୂଳସ୍ତରରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ସୋମବାର ଷ୍ଟାର୍ଟଅପ୍ ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ ନାମକ ଦୁଇଟି ପଦକ୍ଷେପ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି କାର୍ଯ୍ୟକ୍ରମରେ…

ପୁରୀ ଜିଲ୍ଲା ଯୋଜନା ବୋର୍ଡର ବାର୍ଷିକ ବଜେଟ ଅନୁମୋଦିତ

ପୁରୀ: ପୁରୀ ଜିଲ୍ଲା ଯୋଜନା ବୋର୍ଡର ବାର୍ଷିକ ବଜେଟ ଅନୁମୋଦନ ଲାଭ କରିଛି। ୨୦୨୨-୨୩ ବର୍ଷ ପାଇଁ ୧୩୦୦ କୋଟି ଏବଂ ୨୦୨୩-୨୪ ବର୍ଷ ପାଇଁ ୧୫୦୦ କୋଟିର ବ୍ୟୟବରାଦ କରାଯାଇଛି। ଏହା ସହିତ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ କରୋନା ମହାମାରୀ ଥିବାରୁ ସେହି ଚାରିବର୍ଷର ବଜେଟ ମଧ୍ୟ ଆଜି ଅନୁମୋଦନ ଲାଭ…

ବ୍ଲକସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୋରାପୁଟ: ଜୟପୁର ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଳା ଓ ସଂସ୍କୃତି ସଂଘ ଜୟପୁର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଏବିଡିଓ ମନୋଜ…

ଥାନାରୁ ଅଭିଯୁକ୍ତ ଖସି ପଳାଇବା ମାମଲା, ଏଏସ୍ଆଇ ଓ କନେଷ୍ଟବଳ ନିଲମ୍ବିତ

କଟକ: ବୋମାମାଡ଼ ଘଟଣାରେ ଜଣେ ଅଭିଯୁକ୍ତ ପୁଲିସ ହେପାଜତରୁ ଖସି ପଳାଇବାର ଦୁଇ ଦିନ ପରେ ସୋମବାର ଏହି ଘଟଣାରେ ଜଣେ ଏଏସ୍ଆଇ ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ଏଏସ୍ଆଇ ରଞ୍ଜନ ସାହୁ ଓ କନେଷ୍ଟବଳ କ୍ଷୀରୋଦ ବେହେରାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ…

ମୋବାଇଲ ମେଳା ମାଧ୍ୟମରେ ଚୋରି ମୋବାଇଲ ଫେରି ପାଇଲେ ପ୍ରକୃତ ମାଲିକ

ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱର କମିଶନରଙ୍କ କାର୍ଯ୍ୟାଳୟଠାରେ ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵର-କଟକ ଦୈତ ନଗରୀର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ଵର ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ମେଳା ଅନୁଷ୍ଠିତ…

ଲାଞ୍ଚ ମାମଲାରେ କୋର୍ଟରେ ଦଣ୍ଡିତ ହେଲେ ପୂର୍ବତନ ପ୍ରଧାନଶିକ୍ଷୟତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବଡ଼ ନୂଆଗାଁସ୍ଥିତ ୟୁଜିୟୁପି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀ ଲାଞ୍ଚ ନେବା ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଜଜ୍ (ଭିଜିଲାନ୍ସ)ଙ୍କ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨) ଅନୁଯାୟୀ ଏବେ…

ଟି-ସାର୍ଟରେ ଶଙ୍ଖ ଚିହ୍ନ ନାହିଁ କହି ଏସପି ଓ ଜିଲ୍ଲାପାଳଙ୍କ ସମର୍ଥନରେ ବାହାରିଲା ବିଜେଡି

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋଗୋ ଥିବା ନେଇ ବିବାଦ ଦେଖାଦେଇଛି। ଟି-ସାର୍ଟକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଏକ ପ୍ରକାର ଘେରାବନ୍ଦୀ କରି ସରକାରୀ ଅଧିକାରୀଙ୍କୁ ଏକା ମାଘକେ ଶୀତ ଯାଏନେ ବୋଲି ଚେତାବନୀ…