Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଦ୍ମ ଧରିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ପଦ୍ମ ଧରିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ବିଜେପିରେ ଖୁବଶୀଘ୍ର ବିଧିବଦ୍ଧ ଭାବରେ ଯୋଗ ଦେବେ ପ୍ରସନ୍ନ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ସହ ପାଟ୍ଟଶାଣୀଙ୍କ ଆଲୋଚନା ଚାଲିଛି । ଖୁବଶୀଘ୍ର ପାଟ୍ଟଶାଣୀ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବା ନେଇ…

ପୁଣି ଚମକିବ ଶ୍ରୀମନ୍ଦିର: ମୁଖ୍ୟ ଶାସନ ସଚିବଙ୍କ ସ୍ଥିତି ଅନୁଧ୍ୟାନ ପରେ ଲାଗିଲା ଲାଇଟ୍

ପୁରୀ:ପୁରୀରେ ଲାଗିଲା ଲାଇଟ୍ । ପୁଣି ଚମକିବ ଶ୍ରୀମନ୍ଦିର । ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ଲାଗିଲା ଲାଇଟ୍ । ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଏହାପରେ ଯେଉଁ ସଂସ୍ଥା ଲାଇଟ ଖୋଲି ନେଇଥିଲା ପୁଣି ସେହି ସଂସ୍ଥା କର୍ମଚାରୀ ଲାଇଟ୍ ଲଗାଉଛନ୍ତି…

ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଛାତ୍ର ମୃତ

ରାଉରକେଲା ବ୍ରାହ୍ମଣୀ ନଦୀରେ ବଡ ଅଘଟଣ । ଗାଧୋଇବା ବେଳେ ବୁଡ଼ିଗଲେ ଏନଆଇଟିର ୬ ଜଣ ଛାତ୍ର । ସେଥିମାଧ୍ୟରୁ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ୨ ଗୁରୁତର ଛାତ୍ରଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର…

ମଉକା ‘ହାତ’ରୁ ଖସିଲା

ଭୁବନେଶ୍ବର: ରାଜ୍ୟରେ ଏଥର ଦୁଇ ଅଙ୍କ ଛୁଇଁଛି କଂଗ୍ରେସ । ୯ରୁ ୧୪ ଆସନରେ ପହଞ୍ଚିଛି କଂଗ୍ରେସର ସଂଖ୍ୟା। ଅନ୍ତକନ୍ଦଳ, ଟିକେଟ୍ ଅସନ୍ତୋଷ ସାଙ୍ଗକୁ ହେଭିଓ୍ବେଟ୍ ନେତା ଦଳ ଛାଡିବାକୁ ନେଇ ନିର୍ବାଚନ ପୂର୍ବରୁ ହିଁ ରାଜ୍ୟ କଂଗ୍ରେସ ଦୁର୍ବଳ ହୋଇଥିବା କୁହାଯାଉଥିଲା । ୯ରୁ ୯୦ ଆସନରେ ବିଜୟ ହାସଲ…

ଉମା ସାମନ୍ତରାୟ ଖୋଲିଲେ ବିଜେଡି ଅସନ୍ତୋଷ ପେଡ଼ି

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମ୍ନା କରିଛି । ବିଜେଡିର ପରାଜୟ ପରେ ଜଣଙ୍କ ପରେ ଜଣେ ବିଜେଡିର ବଡ ବଡ ନେତା ମୁହଁ ଖୋଲିଛନ୍ତି । ଆଜି ବିଜେଡି ନେତା ଉମା ସାମନ୍ତରାୟ  ବିଜେଡି ଅସନ୍ତୋଷ ପେଡ଼ି ଖୋଲିଛନ୍ତି  । ସେ କହିଛନ୍ତି ମୋତେ ବାଧ୍ୟ କରି ବ୍ରହ୍ମଗିରି…

ଓଡିଶା ଛୁଇଁଲା ମୌସୁମୀ, ପ୍ରଭାବରେ ଅନେକ ସ୍ଥାନରେ ବର୍ଷା

ଭୁବନେଶ୍ବର: ଓଡିଶା ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମୌସୁମୀ ବାୟୁ ପ୍ରବେଶ କରିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । କିଛି ଦିନ ମଧ୍ୟରେ ଏହା ସାରା ଓଡିଶାରେ ରଚିବ ତାଣ୍ଡବ । ଏହାକୁ…

ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ: ନବୀନ

ଭୁବନେଶ୍ବର: ଓଡିଶା ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ସମସ୍ତ ଓଡିଶାବାସୀଙ୍କୁ ଚକିତ କରିଦେଇଛି । ପାଣ୍ଡିଆନଙ୍କ ଇଫେକ୍ଟ ଯୋଗୁ ନବୀନଙ୍କୁ ଏବେ ଗାଦିଚ୍ୟୁତ ହେବାକୁ ପଡ଼ିଛି ବୋଲି ରାଜ୍ୟବାସୀ ମନସ୍ଥ କରିସାରିଲା ପରେ ବର୍ତମାନ ବିଜେଡିର ପରାଜୟକୁ ନେଇ ବିଜେଡି ସଭାପତି ନବୀନ ଦେଇଛନ୍ତି …

ଶପଥ ପୂର୍ବରୁ ପୂରା ଆକ୍ଟିଭ୍ ମୋଡରେ ବାବୁ ସିଂଙ୍କ

ଭୁବନେଶ୍ବର: ନବନିର୍ବାଚିତ ବିଧାୟକ ହେବା ପରେ ଏବେ ପୂରା ଆକ୍ଟିଭ ମୋଡରେ ବାବୁ ସିଂ । ଶପଥ ପୂର୍ବରୁ ସଫେଇ ଅଭିଯାନ ଆରମ୍ଭ କରିବା ସହିତ ଲୋକଙ୍କ ଭଲ ମନ୍ଦ ବୁଝୁଛନ୍ତି ବାବୁ । ଭୁବନେଶ୍ବର ଏକାମ୍ର କ୍ଷେତ୍ରର ନବନିର୍ବାଚିତ ବିଜେପି ବିଧାୟକ ବାବୁ ସିଂ ପାଓ୍ବାର ହାତେଇବା ପରେ ଏବେ ପୂରା…

କୁଟ୍ଟେଙ୍କୁ ମିଳିଲା ଆଶ୍ବସ୍ତି, ଆଶିଷଙ୍କ ବଢିଲା ଅଡୁଆ

ଭୁବନେଶ୍ବର: ଡିଏସ୍ କୁଟ୍ଟେଙ୍କୁ ମିଳିଲା ଆଶ୍ବସ୍ତି । ନିଲମ୍ବନ ଅପସାରଣ କଲେ ଭାରତୀୟ ନିର୍ବାଚନ ଆୟୋଗ । ଏହାସହିତ ଅନ୍ୟଜଣ ଅଫିସର ଆଶିଷ କୁମାର ସିଂଙ୍କ ବିରୋଧରେ, ମିଛ ମେଡିକାଲ କାରଣ ଦର୍ଶାଇ ଛୁଟିରେ ଥିବରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ ।…

ବିଜେଡି ନେତାଙ୍କ ନାଁରେ ଥାନାରେ ମାମଲା

ମୟୂରଭଞ୍ଜ: ବିଜେଡି ନେତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି  । ରାଇରଙ୍ଗପୁର ଟାଉନ ଥାନାରେ ମାମଲା ରୁଜୁ କରିଛି ପୋଲିସ ।  ଜଣେ ଡାକ୍ତରଙ୍କ ଏତଲା ଆଧାରରେ ୫ ଦଫାରେ ମାମଲା ରୁଜୁ କଲା ପୋଲିସ । ଖବର ମୁତାବକ, ପ୍ରମୋସନ ପାଇଁ ଉକ୍ତ ନେତା ଜଣଙ୍କ ୧୭ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ…