Latest Odisha News
Browsing Category

ଓଡିଶା

Odisha

ଚାକିରି କରାଇଦେବା ନାଁରେ ୫୩ ଲକ୍ଷ ଟଙ୍କାର ଠକେଇ, ଯୁବତୀଙ୍କ ସମେତ ୬ ଜଣ ଗିରଫ

କଟକ: ଚାକିରି କରାଇଦେବା ନାଁରେ ଠକେଇ। ପରୀକ୍ଷାର୍ଥୀଙ୍କଠାରୁ ପ୍ରାୟ ୫୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ଯୁବତୀଙ୍କ ସମେତ ଜାଲ ଚାକିରି ନିଯୁକ୍ତି ଗ୍ୟାଙ୍ଗର ୬ ଜଣ ସଦସ୍ୟ ଗିରଫ। ରବିବାର କଟକରୁ କମିସନରେଟ୍ ପୁଲିସ ଏହି ଠକେଇ ଗ୍ୟାଙ୍ଗକୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତର ନାଁ…

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ: ଆଜି (ସୋମବାର) ଶ୍ରୀମନ୍ଦିରରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଭାଇ-ଭଉଣୀଙ୍କ 'ରାହୁରେଖା ଲାଗି' ନୀତି ଅନୁଷ୍ଠିତ ହେଉଥିବାରୁ ଜଗନ୍ନାଥ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, 'ରାହୁରେଖା ଲାଗି' ଦେବଦେବୀଙ୍କ…

ଅବଗତ ନକରାଇ ଭିନ୍ନକ୍ଷମ ଯୁବତୀଙ୍କ ବନ୍ଧ୍ୟାକରଣ, ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ଏନଏଚଆରସି

ଭୁବନେଶ୍ୱର: ଜଣେ ଆଦିବାସୀ ଯୁବତୀଙ୍କ ବିନା ଅନୁମତିରେ କାହିଁକି ବନ୍ଧ୍ୟାକରଣ କରାଗଲା ସେ ନେଇ ଜାତୀୟ ମାନବାଧିକାର କମିସନ ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି। ଅବିବାହିତ ଓ ଭିନ୍ନକ୍ଷମ (ବାକ୍ ବିକୃତି) ଥିବା ଏହି ଯୁବତୀଙ୍କୁ ମାଲକାନଗିରି ଜିଲ୍ଲାର ଏକ ଡାକ୍ତରଖାନାରେ ବନ୍ଧ୍ୟାକରଣ…

କ୍ରମାଗତ ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବର ସଭାପତି ଭାବେ ଅସିତ ତ୍ରିପାଠୀ ନିର୍ବାଚିତ

ଭୁବନେଶ୍ୱର:ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅସିତ କୁମାର ତ୍ରିପାଠୀ କ୍ରମାଗତ ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୧୧୩୬ ଖଣ୍ଡ ଭୋଟ ମଧ୍ୟରୁ ୯୨୧ ଖଣ୍ଡ ଭୋଟ ପାଇ ତପେଶ ରାୟଙ୍କୁ ସିଧାସଳଖ ମୁକାବିଲାରେ ପରାସ୍ତ କରିଛନ୍ତି। ଶ୍ରୀ ରାୟ ୨୦୭ ଖଣ୍ଡ ଭୋଟ…

୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂର୍ତ୍ତି ଚୋରି, ଦୁଇ ଜଣଙ୍କୁ ଓଡ଼ିଶାରୁ ଗରିଫ କଲା ସୁରଟ ପୋଲିସ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ଗୁଜରାଟ ସୁରଟରେ ଥିବା ପିପିଲୋଡ଼ଠାରେ ଏକ ନିର୍ମାଣାଧୀନ ଜୈନ ମନ୍ଦିରରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂର୍ତ୍ତି ଚୋରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ସୁରଟ ପୋଲିସ ଗିରଫ କରିଛି। ଗିରଫ ଯୁବକଙ୍କ ନାଁ ଚନ୍ଦନ ମଲ୍ଲିକ ଅନ୍ୟ ଜଣେ ନାବାଳକ। ଏକ…

ସ୍ବାମୀର ମୃତ୍ୟୁ ସହିନପାରି ବିଦ୍ୟୁତ ତାର ଧରି ସ୍ତ୍ରୀର ଆତ୍ମହତ୍ୟା

ଖୋର୍ଦ୍ଧା: ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁର କିଛି ସମୟ ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବାଣିଟାଙ୍ଗି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଘରେ ସ୍ୱାମୀଙ୍କ ଝୁଲନ୍ତା ମୃତଦେହ…

ରାଜ୍ୟ କାର୍ଯ୍ୟାଳୟରେ ‘କୋର କମିଟି’ ବୈଠକ, ଆଗାମୀ ନିର୍ବାଚନ ପାଇଁ ବିଜେପିର ରୋଡମ୍ୟାପ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ୨୦୨୪ ନିର୍ବାଚନ ରଣନୀତି ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରୋଡମ୍ୟାପ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷର…

ଆସନ୍ତାମାସରୁ କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ନୂଆ ବସଷ୍ଟାଣ୍ଡ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ଏହି ଟର୍ମିନାଲ ଏବେ ନିର୍ମାଣାଧୀନ ଥିବା ବେଳେ ୯୦%ରୁ ଅଧିକ କାମ ଶେଷ ହୋଇଛି। ଆଇଏସବିଟି ରାଜ୍ୟର ସର୍ବବୃହତ ବସ୍ ଟର୍ମିନାଲ ହେବ, ଯେଉଁଥିରେ ୫୦୦ରୁ ଅଧିକ ବସ୍ ରହିବା ସହ…

ଅକ୍ଟୋବରରୁ ଜୟପୁର-ଭୁବନେଶ୍ୱର ରୁଟରେ ଦ୍ୱିତୀୟ ବିମାନ ସେବା

ଭୁବନେଶ୍ୱର: ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ଓ୍ୱାନ ଏୟାର ପକ୍ଷରୁ ଚଳିତ ବର୍ଷ ଅକ୍ଟୋବରରୁ ଜୟପୁର-ଭୁବନେଶ୍ୱର ରୁଟରେ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବ। ଏ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ ଅନୁମତି ମିଳିସାରିଛି। ଜୟପୁର-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ…

‘ସଚିବ ବଡ଼ ନା ମନ୍ତ୍ରୀ ବଡ଼’ ! ଟୁକୁନି ସାହୁଙ୍କୁ ମୁହଁତୋଡ଼ ଜବାବ ଦେଲେ କୁସୁମ ଟେଟେ

ଭୁବନେଶ୍ୱର: କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବର୍ଷିବା ପରେ ସୋସିଆଲ ମିଡିଆ ଏକ୍ସରେ ବିରୋଧୀ ଦଳ ଓ ଶାସକ ଦଳ ମଧ୍ୟ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ। ମନ୍ତ୍ରୀ ଟୁକୁନି ସାହୁଙ୍କ ପୋଷ୍ଟରେ ମୁହଁତୋଡ଼ ଜବାବ ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ। ସେ କହିଛନ୍ତି,…