Latest Odisha News

BREAKING NEWS

Browsing Category

ଓଡିଶା

Odisha

ନେତାଙ୍କୁ ପସନ୍ଦ ଏମିତି ଡ୍ରେସ୍

ଭୁବନେଶ୍ବର: ଜନତାଙ୍କ ସାମନାକୁ କେମିତି ଆସନ୍ତି ନେତା ? କାହାକୁ ପସନ୍ଦ କେମିତି ଡ୍ରେସ୍ ? କାହାକୁ କୁର୍ତ୍ତା ପାଇଜାମା ପସନ୍ଦ ତ କିଏ ପିନ୍ଧନ୍ତି ଧୋତି ପଞ୍ଜାବୀ । ଦିନକୁ ଦିନ ଧୋତିପିନ୍ଧା ନେତାଙ୍କ ସଂଖ୍ୟା କମିଲାଣି। ଅନେକ ଯୁବ ନେତା ଏବେ ମଇଦାନରେ ପ୍ୟାଣ୍ଟ ସାର୍ଟ ପିନ୍ଧିଲେଣି ।…

ମାନିଲେନି ସୌମ୍ୟ? ସାବିତ୍ରୀଙ୍କୁ ଟିକେଟ୍

ଭୁବନେଶ୍ବର: ଖଣ୍ଡପଡାରେ ବିଜେଡିର ବଡ ସରପ୍ରାଇଜ୍ । ନା ସୌମ୍ୟ ଫେରିଲେ ନା ଅନୁଭବଙ୍କୁ ଭରସା କଲା ଦଳ । ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍ ଦେଇ ମହିଳା କାର୍ଡ ଖେଳିଛି ବିଜେଡି । ଖଣ୍ଡପଡାରେ ନୂଆ ଚେହେରାଙ୍କୁ ଓହ୍ଲାଇ ବିଜୟ ଅଙ୍କ କଷିଛି ଦଳ । ତେବେ ଟିକେଟ୍ ଘୋଷଣା ହେଉ ହେଉ ଦଳ ଛାଡିଛନ୍ତି…

‘ମତଦାନ ହାର ବୃଦ୍ଧି ଦିଗରେ ସଚେତନତା ସୃଷ୍ଟିରେ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ…

ଭୁବନେଶ୍ୱର: ଦେଶରେ ଏବେ ଚାଲିଛି ନିର୍ବାଚନର ପର୍ବ । ସାଧାରଣ ନିର୍ବାଚନ-୨୦୨୪ ଅବସରରେ ସରଗରମ ରହିଛି ଦେଶର ମାହୋଲ । ଏହାରିଭିତରେ ରାଜ୍ୟରେ ମତଦାନ ଭଳି ଗଣତନ୍ତ୍ରର ମହାନ ପର୍ବରେ ଏକକାଳୀନ ସମସ୍ତ ନାଗରିକ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ…

ଟାଟା ଷ୍ଟିଲ୍ ଏସଇଜେଡରେ ହାଇଜେନ୍‌କୋର ନୂତନ ପ୍ରକଳ୍ପ ଦ୍ୱାରା ଆହୁରି ସୁଦୃଢ ହେବ ଭାରତର ସବୁଜ ଇନ୍ଧନ କ୍ଷେତ୍ର

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଏସଇଜେଡରେ ହାଇଜେନ୍‌କୋର ନୂତନ ପ୍ରକଳ୍ପ ଦ୍ୱାରା ଆହୁରି ସୁଦୃଢ ହେବ ଭାରତର ସବୁଜ ଇନ୍ଧନ କ୍ଷେତ୍ର । ଏନେଇ ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ଏବଂ ଏଚ୍‌ଏଚ୍‌ପି ଫାଇଭ୍ ପ୍ରାଇଭେଟ୍ ଲିମିଟେଡ୍ (ହାଇଜେନ୍‌କୋ) ମଧ୍ୟରେ…

ଆଦର୍ଶ ଆଚରଣବିଧି ଉଲ୍ଲଂଘନ ସଂକ୍ରାନ୍ତୀୟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦେଶରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁହୋଇଛି । ଏହି ବିଧି ଲାଗୁହେବା ପରଠାରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏହାର ଉଲ୍ଲଂଘନ ସଂକ୍ରାନ୍ତୀୟ ଅନେକ ଆପତ୍ତି ଅଭିଯୋଗ ଆସିବା ଜାରି ରହିଛି । ଏହି ସମସ୍ତ ଅଭିଯୋଗଗୁଡ଼ିକ ଉପରେ ମୁଖ୍ୟ…

୨୬ ସହର ରେ ୪୦ ଡ଼ିଗ୍ରୀ ଅତିକ୍ରମ କଲା ପାରଦ, ୪୪.୬ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ପୁରା ପଶ୍ଚିମ ଓଡ଼ିଶା । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ଜିଲ୍ଲାରେ ଆଜି ତାପମାତ୍ରା ୪୪.୬ ଡ଼ିଗ୍ରୀ ରେକର୍ଡ ହୋଇଛି । ସେହିପରି ୪୦ ଡିଗ୍ରୀ ଉପରେ ରହିଛି ୨୬ଟି ସହରର ତାପମାତ୍ରା । ୭…

ପୁରୀରେ ନାମାଙ୍କନ ଭରିଲେ ହେଭିଓ୍ବେଟ୍ ନେତା

ପୁରୀ: ପୁରୀରେ ନାମାଙ୍କନ ଭରିଲେ ସତ୍ୟବାଦୀ ବିଜେପି ବିଧାନସଭା ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର । ନିଜର ହଜାର ହଜାର ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ ପୂର୍ବକ ଯାଇ ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଭରିଛନ୍ତି । ନାମାଙ୍କନ ଭରିବା ପରେ ଓଡ଼ିଆ ଅସ୍ମିତା ଓ…

ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବାସନ୍ତୀ ହେମ୍ବ୍ରମ

ମୟୂରଭଞ୍ଜ: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନରେ ବାଜିମାତ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହୋଇଛି ସେତିକି କସରତ । ତେବେ କିଛି ଦଳ ନିଜ ନିଜର କର୍ମୀମାନଙ୍କୁ ନେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଉଦ୍ୟମ ଚଳାଇଥିବା ବେଳେ କରଞ୍ଜିଆରେ ଶୁଭିଲା ଯୋଡିଶଙ୍ଖର…

ଦିନକ ପରେ ପୁଣି ଫେରିଲା ତାତି, ୪୧ ଟପିଲା ତାପମାତ୍ରା

ଭୁବନେଶ୍ବର: ପୁଣି ସ୍ବାଭାବିକ ୪୦ ଟପିଲା ତାପମାତ୍ରା । ଦିନ ୨.୩୦ ସୁଦ୍ଧା ଭୁବନେଶ୍ବରରେ ୪୧.୬ ଡିଗ୍ରୀ ରେକର୍ଡ । ତେବେ ରାଜ୍ୟରେ ଅସହ୍ୟ ତାତି ଜାରି ରହିଥିବା ବେଳେ ଗତକାଲି ରେକର୍ଡ ପାର୍ ତାତିରୁ ଟିକେ ଆଶ୍ବସ୍ତି ମିଳିଥିଲା । ପୁଣି ଆଜି ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଦିନ ୨ଟା ୩୦…

ସାଧାରଣ ନିର୍ବାଚନ ୨୦୨୪: ବରଗଡରେ ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ନନ୍ଦନ…

ବରଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଅଷ୍ଟମ ତଥା ଶେଷ ଦିନ । ଶେଷ ଦିନରେ ବରଗଡ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ନିପନ ଦାସ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଏହି ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ କୋଶଲ ସମର୍ଥିତ…