Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାପ କାମୁଡାରେ ପୁଅର ମୃତ୍ୟୁ ପରେ ହୃଦଘାତରେ ଚାଲିଗଲା ମା’ର ଜୀବନ

ସୁନ୍ଦରଗଡ଼: ସାପ କାମୁଡାରେ ପୁଅର ଜୀବନ ଚାଲିଯିବା ପରେ ପୁଅକୁ ଝୁରି ଝୁରି ମାଆ ର ଜୀବନ ଚାଲିଗଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ବୁଢ଼ାମ ପଞ୍ଚାୟତର ଢେଙ୍ଗୁରପାନି ଗ୍ରାମରେ । ମୃତକ ପୁଅ ଜ୍ଞାନଦୀପ କୁଜୁର (୬) ଓ ମାଆ ହେଲେ…

କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ, ‘ଓଡିଶାରେ ସବୁବେଳେ ନବୀନବାବୁଙ୍କ…

କଳାହାଣ୍ଡି/ନୂଆପଡା: କଳାହାଣ୍ଡିରରେ ମେ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଅବସରରେ ଆଜି ନିର୍ବାଚନୀ ପ୍ରଚାରରେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ କଳାହାଣ୍ଡି ଓ ନୂଆପଡା ଗସ୍ତ କରି ମାରାଥନ ପ୍ରଚାର କରିଛନ୍ତି । ଆଜି ତୃତୀୟ ଦିନରେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର…

କାର୍-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟଲି ବ୍ଲକ ସୁଲସୁଳିଆରେ ମର୍ମଦୁନ୍ତ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ବୋଲେରୋ । ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ, ଏକ ଅଲ୍ଟୋ କାର ଓଡି୦୨ବିଏ୩୩୮୭ ରେ ରୁଚିଦା ଗ୍ରାମର ତିନିଜଣ…

ପାଣି ନାହିଁ ତ ଭୋଟ୍ ବି ନାହିଁ, ନେତାଙ୍କୁ ଗାଁରେ ପୁରାଇ ଦେବୁନୁ

ଗଞ୍ଜାମ: ବର୍ତ୍ତମାନ ରାଜ୍ୟରେ ନିଆଁ ବର୍ଷୁଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଯେଉଁଆଡେ ଯିବ ହାହାକାର ମୟ ପରିବେଶ । ଅସହ୍ୟ ତାତିକୁ ଅସମ୍ଭାଳ ଗୁଳୁଗୁଳି । ଏହାରି ଭିତରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ପ୍ରତାପଗିରି…

ଭୋଗରାଇରୁ ଗୌତମବୁଦ୍ଧ ଖୋର୍ଦ୍ଧାରୁ ରାଜେନ୍ଦ୍ର

ଭୁବନେଶ୍ବର : ରାଜ୍ୟର ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟିଛି ୨ବିଧାୟକଙ୍କ ଟିକେଟ୍ । ଭୋଗରାଇ ପାଇଁ ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ବିଧାୟକ ଅନନ୍ତ ଦାସଙ୍କ ଜାଗାରେ ଗୌତମବୁଦ୍ଧଙ୍କୁ ଟିକେଟ ଦେଇଛି ବିଜେଡି । ପୁଅକୁ…

ଖୋର୍ଦ୍ଧାରୁ ପ୍ରଶାନ୍ତ ସାଲେପୁରରୁ ଅରିନ୍ଦମ

ଭୁବନେଶ୍ବର: ରାଜ୍ୟର ୮ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ଓ ସାଲେପୁରରୁ ଅରିନ୍ଦମ ରାୟ ପ୍ରାର୍ଥୀ ହୋଇଛନ୍ତି । ସେହିପରି ହିନ୍ଦୋଳରୁ ପ୍ରାର୍ଥୀ ହୋଇଛନ୍ତି ବିଧାୟିକା ସୀମାରାଣୀ ନାଏକ । ନିକଟରେ ଟିକେଟ୍ ନମିଳିବାରୁ ସେ ବିଜେଡି  ଛାଡି…

କାଠଫାଳିଆରେ ପିଟିପିଟି ମା’ କୁ ହତ୍ୟା କଲା ଝିଅ

ଢେଙ୍କାନାଳ: ଝିଅର କାଠ ଫାଳିଆ ମାଡ଼ରେ ମାଆ ର ମୃତ୍ୟୁ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମଝିପାଳ ଗ୍ରାମରେ । ଏନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଖବର ମୁତାବକ, ମଝିପାଳ ଗାଁରେ ସ୍ୱର୍ଗତ ବିଭୁତି ଭୁଷଣ ଦାଶଙ୍କ ପତ୍ନୀ…

ଗୋପାଳପୁରରେ ‘ପ୍ରଦୀପ’ ଫ୍ୟାକ୍ଟର

ଭୁବନେଶ୍ବର: ଦିନେ ବିଜେଡିର ଗଡ ଥିବା ଗୋପାଳପୁରରେ ଏବେ ଗଣିତ ଗୋଳମାଳ । ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଏପଟ ସେପଟ ନିର୍ବାଚନ ବାଜି । ଗୋପାଳପୁର ବିଧାନସଭା ଆସନରୁ ତିନି ତିନି ଥର ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିବା ପ୍ରଦୀପ ଏବେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ । ଦିନେ…

ଟିକେଟ୍ କଟିବା ପରେ ସରଗରମ ନିମାପଡ଼ା ରାଜନୀତି, ବିଜେଡି ଛାଡ଼ିବେ କି ସମୀର?

ନିମାପଡ଼ା: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି । ଆଶାୟୀ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ବଦଳରେ ଦଳରେ ନୂଆ କରି ମିଶିଥିବା ଦିଲୀପ ନାୟକଙ୍କୁ ଟିକେଟ୍ ଦେଇଛନ୍ତି ବିଜେଡି ସୁପ୍ରିମୋ । ଯାହାକୁ ନେଇ ଏବେ ନିମାପଡା ରାଜନୀତି ସରଗରମ…

ମାଟି କାମୁଡୁଛନ୍ତି କୋଟିପତି ଖେଳାଳି !

ଭୁବନେଶ୍ବର : ନିଲାମ ବେଳେ ଖୁବ୍ ମହଙ୍ଗାରେ ବିକ୍ରି ହେଲେ । କିନ୍ତୁ ପ୍ରଦର୍ଶନ ବେଳକୁ ହୋଇଗଲେ ଶସ୍ତା । ଭାରତରେ ଚାଲିଥିବା କ୍ରିକେଟ୍ ଫେଷ୍ଟିଭାଲ ଆଇପିଏଲରେ ସାମିଲ ହୋଇଛନ୍ତି ଦେଶ ଦୁନିଆର ବହୁ ନାମୀ ଖେଳାଳି । ନିଲାମ ବେଳେ ଖେଳାଳିଙ୍କୁ ମନଇଚ୍ଛା ଦରରେ କିଣିଲେ ଫ୍ରାଂଚାଇଜ୍ । କିନ୍ତୁ…