Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦; ଟିକେଟ କଳାବଜାରୀ ଅଭିଯୋଗରେ ୪ ଗିରଫ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ ପାଇଁ ଟିକେଟ୍‌ କଳାବଜାରୀ ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ବିଡାନାସୀ ଥାନା ଅଧିକାରୀମାନେ ଚଢ଼ା ଦରରେ ବିକ୍ରି ହେଉଥିବା ୧୨ଟି ଟିକେଟ୍‌ ଜବତ…

ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ: ବିଏନଏସ ୧୬୩ ଜାରି, ୪ ଦିନ ବନ୍ଦ ରହିବ ସ୍କୁଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ଉତ୍ତେଜନା ପରେ BNS ୧୬୩ ଜାରି କରାଯାଇଛି । ଉଭୟ ଗାଁର ୧୦ କିମି ପରିଧି ମଧ୍ୟରେ ୧୬୩ ଜାରି ହୋଇଛି । ପୋଲିସ ଓ ବିଏସଏଫ୍ ଯବାନ ମୁତୟନ ରହିଛନ୍ତି । ଏମ୍‌ଭି ୨୬ରେ ଥିବା ଆବାସିକ ବିଦ୍ୟାଳୟ ୪ ଦିନ ପାଇଁ ଛୁଟି…

Weather Update: ଅସହ୍ୟ ଶୀତରେ ଥରୁଛି ଓଡ଼ିଶା: ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଭୁବନେଶ୍ବର: ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି। ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଛି । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।…

Sun Temple: ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା ଆରମ୍ଭ

କୋଣାର୍କ: ବିଶ୍ବପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସ‌୍ଆଇର ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍‌ କମିଟି କୋଣାର୍କ ଗସ୍ତରେ ସ୍ଥିତି ଅନୁଧ୍ୟାନ…

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ବେଆଇନ ଭାବେ ପଠାଯାଉଥିବା ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର । ଏହା ସହିତ ୩ ଜଣ ଶିଶୁଙ୍କୁ ବି ଉଦ୍ଧାର କରାଯାଇଛି । ଏଥିରେ ଶ୍ରମିକ ଚାଲାଣ କରୁଥିବା ୨ ଜଣକୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ସର୍ଦ୍ଦାର ଏବଂ ଅନ୍ୟ ଜଣେ ଇଟା ଭାଟି ସେଠ । ଉଭୟଙ୍କୁ ରବିବାର କୋର୍ଟ ଚାଲାଣ…

T20 Match Ticket: ବାରବାଟୀ ଟି- ଟ୍ବେଣ୍ଟି ମ୍ୟାଚ ଟିକଟ କଳାବଜାରୀ; ୪ ଗିରଫ ଓ ୨୧ ଟିକଟ ଜବତ

କଟକ: ବାରବାଟୀ ଟି-ଟ୍ବେଣ୍ଟି ଟିକେଟ କଳାବଜାରୀ ଅଭିଯୋଗରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। । ସେମାନଙ୍କ ନିକଟରୁ ଟି-୨୦ ମ୍ୟାଚର ୨୧ଟି ଟିକେଟ୍ ପୋଲିସ ଜବତ କରିଛି। ବିଡାନାସୀ ପୋଲିସ ଦ୍ବାରା ୨ ଜଣ ଗିରଫ ହୋଇଛନ୍ତି ଓ ଅଭିଯୁକ୍ତମାନଙ୍କ ଠାରୁ ୧୨ ଟିକେଟ ଜବତ ହୋଇଛି । ଏପଟେ ଦରଘା ବଜାର ପୋଲିସ…

ସଡ଼କ ଦୁର୍ଘଟଣା ହେଲା କାଳ; ଆଖିବୁଜିଲେ ଲୋକପ୍ରିୟ ଯାତ୍ରା କଳାକାର ଗୁରୁ ପୃଷ୍ଟି

ଭଦ୍ରକ: ଯାତ୍ରା ଜଗତ ପାଇଁ ଏକ ଦୁଃଖଦ ଘଟଣା । ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ରବିବାର ସନ୍ଧ୍ୟାରେ ଭଦ୍ରକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ୧୬ ନମ୍ବର ଜାତୀୟ ରାଜପଥର…

ବେଆଇନ ଶ୍ରମିକ ଚାଲାଣ ଅଭିଯୋଗରେ ୨ ଗିରଫ; ଶିଶୁଙ୍କ ସହ…

ବଲାଙ୍ଗୀର: ତୁରେଇକେଲା ପୋଲିସ ଆନ୍ଧ୍ରପ୍ରଦେଶ ଇଟା ଭାଟିକୁ କାମ ପାଇଁ ବେଆଇନ ଭାବେ ପଠାଯାଉଥିବା ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏଥିସହ ୩ ଜଣ ଶିଶୁଙ୍କୁ ବି ଉଦ୍ଧାର କରାଯାଇଛି। ଏହି ଘଟଣାରେ ଶ୍ରମିକ ଚାଲାଣ କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶନିବାର ମଧ୍ୟ ରାତ୍ରରେ ଗିରଫ…

ଗହୀରମଥାରୁ ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

କେନ୍ଦ୍ରାପଡା: ବନ ବିଭାଗ ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏଥିସହ ୨ଟି ଟ୍ରଲରକୁ ଜବତ କରାଯାଇଛି । ଏହିମାନେ ଅଲିଭରିଡ୍‌ଲେ କଇଁଚ୍ଛଙ୍କ ସୁରକ୍ଷା ପାଇଁ ରହିଥିବା ନିଷିଦ୍ଧାଞ୍ଚଳରେ ମାଛ ମାରୁଥିଲେ । ଗିରଫ ​‌ହୋଇଥିବା ମତ୍ସ୍ୟଜୀବୀମାନେ ବାଲେଶ୍ଵର ଏବଂ…

ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରର ବିକାଶକୁ ତ୍ୱରାନ୍ୱିତ କରିବ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର

ଭୁବନେଶ୍ବର: ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରର ବିକାଶକୁ ତ୍ୱରାନ୍ୱିତ କରିବ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହେଉଥିବା ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର, ଛତିଶଗଡ଼ର ବନାଞ୍ଚଳ, ଓଡ଼ିଶାର ଖଣିଜ ସମୃଦ୍ଧ କ୍ଷେତ୍ର ଏବଂ…