Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମାଓ ଡମ୍ପରୁ ଅସ୍ତ୍ର ଓ ବିସ୍ଫୋରକ

ରାୟଗଡ଼ା: ସୁରକ୍ଷା ବାହିନୀକୁ ମିଳିଛି ଏକ ବଡ଼ ସଫଳତା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ରିଜର୍ଭ ଫରେଷ୍ଟରେ ଲୁଚାଇ ରଖାଯାଇଥିବା ଏକ ମାଓ ଡମ୍ପ ଠାବ କରାଯାଇଛି। DVF ଓ SOG ଟିମ୍‌ର ମିଳିତ ଅଭିଯାନରେ ବିପୁଳ ପରିମାଣର…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଲୁଚା ଯାଇଥିବା ୮ଟି ମାଓ ଡମ୍ପ ଉଦ୍ଧାର

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଲୁଚା ଯାଇଥିବା ୮ଟି ମାଓ ଡମ୍ପ ଉଦ୍ଧାର କରାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ଗରିଆବନ୍ଦ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ଏହି ଡମ୍ପ ଭିତରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ସାମଗ୍ରୀ ଲୁଚାଇ…

ଫିଲ୍ମ ଷ୍ଟାଇଲରେ ଥାର୍ ଗାଡିରୁ ୩ କ୍ୱିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ, ୨ଆନ୍ତଃରାଜ୍ୟ ମାଫିଆ ଗିରଫ

ବଲାଙ୍ଗୀର: ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିରୁ ୩ କ୍ୱିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ କରିଛି ବଲାଙ୍ଗୀର ଅବକାରୀ ବିଭାଗ । ତୁଷୁରା-ଆଟଗାଁ ରାସ୍ତାରେ ଆଜି ଏହି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଦୁଇ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବା ସହ ଉକ୍ତ ଥାର୍…

ବିଡିଓଙ୍କୁ ପଥର ମାଡ଼ ଘଟଣାରେ ୨ ଗିରଫ

ନୟାଗଡ଼: ଜୁନ୍ ୧୨ ତାରିଖରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲାର ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ଘୁଗୁଡ଼ିପଡ଼ା ଗାଁର ବାସିନ୍ଦା ସୁକାନ୍ତ ବେହେରା ଏବଂ ରବି ଭୋଇ ବୋଲି ଚିହ୍ନଟ…

ରଜରେ ବଡ଼ ଅଘଟଣ; କିଛି ମିନିଟ୍ ଭିତରେ ୨ ଦୁର୍ଘଟଣା, ଚାଲିଗଲା ୫ ଜୀବନ

କେନ୍ଦୁଝର: ଆଜି ପହିଲି ରଜ ପାଇଁ ଚାରିଆଡ଼େ ଉତ୍ସବର ମାହୋଲ ରହିଥିବା ବେଳେ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଏନଏଚ ୪୯ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ସମାନ ସ୍ଥାନରେ ପୃଥକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

ପହିଲି ରଜରେ ମାଆଙ୍କୁ ହାଣି ହତ୍ୟା କଲା ପୁଅ

ଭଦ୍ରକ:ପହିଲି ରଜରେ ରାଜ୍ୟର ଗାଁରୁ ସହର ଯାଏଁ ଉତ୍ସବମୁଖର ଥିବାବେଳେ ଭଦ୍ରକ ଜିଲ୍ଲାର ବନ୍ତ ଥାନା ଅଞ୍ଚଳରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଜଣେ ୨୫ ବର୍ଷୀୟ ଯୁବକ ନିଜ ଜନ୍ମଦାତ୍ରୀ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

କୁଲୁବା ଅଞ୍ଚଳରେ ପୁଣି ମାଓବାଦୀଙ୍କ ଉପସ୍ଥିତି ଥିବା ସୂଚନା; ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି..

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କୁଲୁବା ଅଞ୍ଚଳରେ ପୁଣି ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ସଶସ୍ତ୍ର ସନ୍ଦିଗ୍ଧ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଜିଲ୍ଲା ପୋଲିସ, ଡିଭିଏଫ୍ ଓ ବନ ବିଭାଗ…

ସମସ୍ତ କଟକଣାକୁ ଫୁ; ପୁଣି ଶ୍ରୀମନ୍ଦିର ନିକଟରେ ଉଡିଲା ଡ୍ରୋନ୍…

ପୁରୀ: ଶ୍ରୀମନ୍ଦିର ଉପରେ ଆତଙ୍କୀଙ୍କ ଆକ୍ରମଣ ଆଶଙ୍କା ରହିଥିବାରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଙ୍ଗ ଜୋନ୍ ଓ ନୋ ଡ୍ରୋନ୍ ଫାଇଙ୍ଗ ଜୋନ୍ କରାଯାଇଛି । ମାତ୍ର କିଛି ଦୁର୍ବୃତ୍ତ ଲୁଚି ଛପି ଶ୍ରୀମନ୍ଦିର ବିଭିନ୍ନ ପାର୍ଶ୍ୱରେ ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିର ଭିତର, ନୀଳଚକ୍ର ପ୍ରଭୃତିର ଭିଡିଓ…

ଚାମେଲି ଓଝା ଜେଲ୍ ଯିବା ଘଟଣା; ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର, ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରାପଡା: ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଏବେ କେନ୍ଦ୍ରାପଡା ହସ୍ପିଟାଲରେ। ୧୫ ନମ୍ବର କ୍ୟାବିନିରେ ଚିକିତ୍ସିତ ହେଉଛନ୍ତି। ଚାମେଲିଙ୍କ ଜୀବନ ପ୍ରତି ଭୟ ଥିବା କହିଛନ୍ତି ତାଙ୍କ ବାପା। ଚାମେଲିଙ୍କୁ ୨୦ ଜଣ ଲୋକ ଘେରି ରହିଥିବା ସେ ଅଭିଯୋଗ କରିଛନ୍ତି।…

ରାଜ୍ୟରେ ଜୁନ୍‌ ୧୮ ପର୍ଯ୍ୟନ୍ତ ବର୍ଷା, ଆଜି ପାଇଁ ଏହି ସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ପରେ ପାଗ ଅନୁକୂଳ ରହିଛି । ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା ଦେଇ ଗତି କରୁଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଆଉ କିଛି ଅଂଶକୁ ମୌସୁମୀ ଛୁଇଁବା ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର…