Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ୱାଧୀନତା ଦିବସ ପୂର୍ବରୁ ବିଭିନ୍ନ ହୋଟେଲରେ ପୋଲିସର ଚଢାଉ, ଗେଷ୍ଟ ଲିଷ୍ଟ୍ ଯାଞ୍ଚ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସୋମବାର ରାତିରେ ଭୁବନେଶ୍ୱର ବିଭିନ୍ନ ହୋଟେଲରେ ପୋଲିସ ଚଢାଉ କରିଛି । କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଲକ୍ଷ୍ମୀସାଗର ଓ ଶହୀଦନଗର ଥାନା ଅଞ୍ଚଳରେ ମିଳିତ ଭାବେ ପୋଲିସ ଚଢାଉ କରାଯାଇଥିଲା । ଏହି ଚଢାଉରେ ବଛା ବଛା ଅଫିସରକୁ ନେଇ ଗଠିତ ଟିମ୍…

ମାହାଙ୍ଗାରେ ନାବାଳିକାର ଶବ ବ୍ଯବଚ୍ଛେଦ ନହୋଇ ଅନ୍ତିମ ସଂସ୍କାର ଅଭିଯୋଗ, ଡିଜିପିଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର: ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ୨ ମାସ ତଳେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ…

ସ୍ବାଧୀନତା ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀଙ୍କ ବାର୍ତ୍ତା

ପୁରୀ: ଆସନ୍ତାକାଲି ୭୭ତମ ସ୍ୱାଧୀନତା ଦିବସ ପାଳିବ ସାରା ଭାରତ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡ ଆର୍ଟ ସ୍କୁଲର ଛାତ୍ରଛାତ୍ରୀ ମାନେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରି ଭାରତବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା…

ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆଉ ଦୁଇ ଅଭିଯୁକ୍ତକୁ ଗିରଫ କଲା ବାଲେଶ୍ବର ପୋଲିସ

ବାଲେଶ୍ୱର: ଓଡ଼ିଶା ଷ୍ଚାଫ ସିଲେକ୍ସନ କମିଶନ ଜେଇ (ସିଭିଲ) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ବାଲେଶ୍ବର ପୁଲିସ।  ଏହା ସହିତ ପୁଲିସ ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ସମେତ ମୋଟ ୨୭ ଜଣଙ୍କୁ ଗିରଫ ହୋଇଛନ୍ତି। ସୋମବାର ଗିରଫ ହୋଇଥିବା ଦୁଇ ଜଣ ଏହି…

ରାଜଧାନୀରେ ଡେଙ୍ଗୁ ଜ୍ୱର ବ୍ୟାପିବା ପରେ କଟକକୁ ଡେଙ୍ଗୁ ଭୟ, ପରିମଳ ଉପରେ ପ୍ରଶାସନର ଗୁରୁତ୍ୱ

କଟକ: ରାଜଧାନୀରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଆଜି କଟକ ମହାନଗର ନିଗମ ପକ୍ଷରୁ ସଫେଇ ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ମାସରେ ଅଧିକ ସମୟ ଧରି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ ହେଁ ଏଯାଏଁ ସିଲଭର ସିଟିରେ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି। ତଥାପି, ସଦ୍ୟ ସରକାରୀ ତଥ୍ୟ କହୁଛି,…

ରାଜ୍ୟରେ ମୋବାଇଲ ଟାଓ୍ୱାର କେତେ ଅଛି, ବିଜେଡି ଓ କଂଗ୍ରେସକୁ ହିସାବ ଦେଲେ କେନ୍ଦ୍ର ଟେଲିକମ ମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଜନତା ଦଳ ଓ କଂଗ୍ରେସକୁ କଡ଼ା ସମାଲୋଚନା କରି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରାଜ୍ୟରେ ଟେଲିକମ୍ ଘନତ୍ୱକୁ ନେଇ ବିରୋଧୀ ଓଡ଼ିଶାବାସୀଙ୍କୁ ମିଛ କହିବା ବନ୍ଦ କରନ୍ତୁ। ଭୁବନେଶ୍ୱରରେ ଏକ ସାଧାରଣ ସଭାରେ ଯୋଗ ଦେଇ ବୈଷ୍ଣବ କହିଛନ୍ତି ଯେ, ଦୂରସଞ୍ଚାର…

‘ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ କିଛି ଅଧିକାରୀ ଫଟୋ ଉଠାଇଲେ ଆଗେଇବନି’

ଭୁବନେଶ୍ୱର: ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପକୁ ନେଇ ଓଡ଼ିଶାର ବିଜେଡି ସରକାରକୁ କଟାକ୍ଷ କରି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦାବି କରିଛନ୍ତି ଯେ, ଏହାର କାର୍ଯ୍ୟକାରିତା ପାଇଁ ରାଜ୍ୟ ଏପର୍ଯ୍ୟନ୍ତ ଉପଯୁକ୍ତ ପଦକ୍ଷେପ ନେଇନାହିଁ।…

ସ୍ୱର୍ଗତଃ ସୁଶ୍ରୀ ନିବେଦିତା ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା, ଯୋଗଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ

କଟକ: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ (କୁନି ଅପା)ଙ୍କ ଗତ ୧୦ ତାରିଖ ଦିନ ଦେହାନ୍ତ ହୋଇଛି । ଆସନ୍ତା ୧୬ ତାରିଖ ସଂଧ୍ୟା ୭ଟାରେ ରେ ସ୍ୱର୍ଗତଃ ନିବେଦିତା ପ୍ରଧାନଙ୍କ ସ୍ମୃତିରେ ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ରାଜ୍ୟ…

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଶବ ପରିଚାଳନା ନିମନ୍ତେ ଏମ୍‌ସ ଭୁବନେଶ୍ୱରକୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା‌ ଅନ୍ତର୍ଗତ ବାହାନଗାରେ ହୋଇଥିବା ଦୁର୍ଭାଗ୍ୟଜନକ ଟ୍ରେନ୍‌ ଦୁର୍ଘଟଣାରେ ମୃତ ଶରୀର ପରିଚାଳନା ‌‌କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରର ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ପ୍ରୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜାତୀୟ…

ଲାଞ୍ଚ ନେବା ପଡିଲା ମହଙ୍ଗା; ମାଡି ବସିଲା ଭିଜିଲାନ୍ସ

ବାଲେଶ୍ୱର: ଲାଞ୍ଚ ନେବା ପଡିଲା ମହଙ୍ଗା । ମାଡି ବସିଲା ଭିଜିଲାନ୍ସ ।  ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ।  ବରିଷ୍ଠ କିରାଣି ମନୋଜ ଜଣେ  ଠିକା ନର୍ସିଂ ଅଫିସରଙ୍କଠାରୁ ସେ ୮ ହଜାର…