Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରସ୍ୟାମ ହରାଇ ନାଳକୁ ଖସିଲା ‘ମୋ ବସ୍’, ୨୦ ଆହତ

ଭୁବନେଶ୍ଵର: ଭାରସ୍ୟାମ ହରାଇ ନାଳକୁ ଖସିଲା ‘ମୋ ବସ୍’ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ପୋଲିସ ଓ ଉଦ୍ଧାରକାରୀ ଦଳ । ସମସ୍ତ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେଥିରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ…

ସାଧାରଣ ନିବାର୍ଚନ ପାଇଁ ଜୋରଦାର ପ୍ରଚାର କଲେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ସାଧାରଣ ନିବାର୍ଚନ ଯେତିକି ପାଖେଇ ଆସୁଛି ନେତାଙ୍କର ଜୋରଦାର ପ୍ରସ୍ତୁତି ସେତିକି ଚାଲିଛି।ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ଦେବଗଡ ବିଧାନସଭା କ୍ଷେତ୍ରରେ ପ୍ରଚାରକୁ ଓହ୍ଲାଇଛନ୍ତି ପ୍ରଣବ ପ୍ରକାଶ। ସେ ସେଠାରେ…

ଅଂଶୁଘାତରେ ୮ ଅସୁସ୍ଥ, ସବୁ ଡାକ୍ତରଖାନାକୁ ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ବର: ଖରାରେ କଲବଲ ସାରା ଓଡ଼ିଶା । ପ୍ରଚଣ୍ଡ ତାତି ସାଙ୍ଗକୁ ଗରମ ପବନରେ ସିଝୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୮ ଜଣ ଅସୁସ୍ଥ ହେଲେଣି । ଚିକିତ୍ସା ନିମନ୍ତେ ସେମାନଙ୍କୁ…

ଖରାରେ ଖେଳିବା ମନା, ଆଉଟଡୋର ଖେଳ ଉପରେ କଟକଣା

ଭୁବନେଶ୍ଵର: ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଆଉଟ୍‌ଡୋର୍‌ ଖେଳ ଉପରେ ଲାଗିଲା କଟକଣା । ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନଖେଳିବାକୁ ନିର୍ଦ୍ଦେଶ ଦେଲେ ଏସଆରସି । ବିଶେଷକରି ଦିନ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ବାହାରକୁ ନବାହାରିବାକୁ ପରାମର୍ଶ ।ଏନେଇ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି…

ବିଜେଡିରେ ମିଶିଲେ ଡାକ୍ତର ଦେବାନନ୍ଦ ମହାପାତ୍ର

ଭୁବନେଶ୍ବର: ବିଜେଡିରେ ଯୋଗଦେଲେ ବିଶିଷ୍ଟ ବ୍ୟକ୍ତି ସୁପରିଚିତ ଡାକ୍ତର ଦେବାନନ୍ଦ ମହାପାତ୍ର । ଆଜି ଶଙ୍ଖ ଭବନରେ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଲେ ଡାକ୍ତର ଦେବାନନ୍ଦ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ବିଜେଡିରେ…

ଜଳୁଛି ରାଜଧାନୀ ଭୁବନେଶ୍ଵର: ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବରରେ ୩୬.୨ ଡିଗ୍ରୀ

ଭୁବନେଶ୍ଵର: ଜଳୁଛି ରାଜଧାନୀ ଭୁବନେଶ୍ଵର । ଗତକାଲି ୪୩.୫ ଡିଗ୍ରୀ ତାପମାତ୍ରା ସହିତ ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ମଧ୍ଯରେ ୧୧ତମ ସ୍ଥାନରେ ଥିଲା ଭୁବନେଶ୍ବର । ପ୍ରବଳ ଖରାରେ ଅସ୍ତବ୍ୟସ୍ତ ହେଉଛି ଜନ ଜୀବନ । ତେବେ ଗତକାଲିଠାରୁ ଆଜି ଖରା ସାମାନ୍ୟ କମିଥିବା ବେଳେ ଆଜି ଦିନ ସାଢ଼େ ୧୧…

ଆଜିଠୁ ଯୁକ୍ତ୨ ପରୀକ୍ଷା ଖାତାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ଵର: ଆଜି ଯୁକ୍ତ୨ ପରୀକ୍ଷା ଖାତାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେବ।ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆଜି ତଥା ଶନିବାର ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଖାତାଦେଖା ଚାଲିବ। ଏଥିରେ…

ଏନ୍‌ଟିପିସି ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଅନୁଗୁଳ: ତାଳଚେର କଣିହାଁ ସ୍ଥିତ ଏନ୍‌ଟିପିସିରେ ଭୟାଭୟ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା । କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ କୋଇଲା ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ଖବରପାଇ ଘଟଣାସ୍ଥଳରେ ୨ ଟି…

ଆସନ୍ତା ୧୬ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ୧୫ ରାତିରେ ରଥ ପ୍ରତିଷ୍ଠା ନେଇ ନିଷ୍ପତ୍ତି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ରହିଛି । ଏକାମ୍ର ଆରାଧ୍ୟ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଏବେ ରଥ ଖଳାରେ ଯୋରସୋରରେ କାମ ଜାରି ରହିଛି । ଏଥିପାଇଁ ଚଳଚଞ୍ଚଳ ପୂରା ଭୁବନେଶ୍ୱର । ଲିଙ୍ଗରାଜଙ୍କ ପବିତ୍ର ରୁକୁଣା…

ଘରେ ପଶି ଯୁବକଙ୍କୁ ହାଣିଲେ, କାରଣ ଅସ୍ପଷ୍ଟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା ଅଧୀନ ପାଣ୍ଡିଆ ତନ୍ଦରା ସାହିରେ ବିଭତ୍ସ ହତ୍ୟାକାଣ୍ଡ । ଘରେ ପଶି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ମୁରଳି ବାଡ଼ତ୍ୟା । ଖବର…