Latest Odisha News
Browsing Category

ଓଡିଶା

Odisha

ଦୁଇଟି ପୃଥକ ଘଟଣା, ନଦୀରେ ବୁ଼ଡ଼ି ଦୁଇ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡନଦୀରେ ବନ୍ୟା ପାଣିରେ ଭାସିଯାଇ ଗୁରୁବାର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର ମମତା ସାହୁ ଗୁରୁବାର ସକାଳେ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଗାଧୋଇବାକୁ…

ଫ୍ୟାମିଲି ପେନସନ ପାଇଁ ଆବେଦନର ଅବଧି ବର୍ଷେ ପାଇଁ ବୃଦ୍ଧି

ଭୁବନେଶ୍ୱର: ଚାକିରିରେ ଥିବା କୌଣସି କର୍ମଚାରୀଙ୍କ ମୃତ୍ୟୁ ହେଲେ ଫ୍ୟାମିଲି ପେନସନ ପାଇଁ ଆବେଦନ କରିବାର ସମୟ ସୀମାକୁ ଓଡ଼ିଶା ସରକାର ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଗୁରୁବାର ଦିନ ଅର୍ଥ ବିଭାଗର ଏକ ସରକାରୀ ଚିଠି ଅନୁଯାୟୀ, ସରକାର ଜାତୀୟ ପେନସନ ଯୋଜନା (ଏନପିଏସ୍) ଅଧୀନରେ…

ଖଣି ନିଲାମରୁ ମିଳିଥିବା ରାଜସ୍ୱରୁ ଓଡିଶାକୁ ୧୯୯ କୋଟି ଦେଲା କେନ୍ଦ୍ର

ଭୁବନେଶ୍ୱର: କୋଇଲା ଖଣି ନିଲାମରୁ ମିଳିଥିବା ଅର୍ଥ ମଧ୍ୟରୁ କେନ୍ଦ୍ର ସରକାର ୭୦୪ କୋଟି ଟଙ୍କାର ଅର୍ଥ ରାଶି ସମ୍ପୃକ୍ତ ଛ’ଟି କୋଇଲା ଖଣି ସମୃଦ୍ଧ ରାଜ୍ୟକୁ ଅଗ୍ରୀମ ଆକାରରେ ଯୋଗାଇ ଦେଇଛନ୍ତି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସମ୍ପୃକ୍ତ ରାଜ୍ୟମାନଙ୍କୁ କୋଇଲା ରାଜଭାଗ ଅନୁସାରେ ଏହି ଅର୍ଥ…

ଗବେଷଣା ପ୍ରସ୍ତୁତିକୁ ନେଇ ଏନ୍‌ଆର୍‌ଡିସି ଟିମ୍‌ର ସୋଆ ପରିଦର୍ଶନ

ଭୁବନେଶ୍ୱର: ନିକଟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ପ୍ରସ୍ତୁତିକୁ ନେଇ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନ୍‌ଆର୍‌ଡିସି) ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ ହୋଇଥିଲା । ଏହି…

ଏମ୍‌ସ ଭୁବନେଶ୍ୱରରେ ଅଙ୍ଗଦାନ ଦିବସ; ଅଙ୍ଗଦାନ ନିମନ୍ତେ ଶପଥ ନେଲେ ଚିକିତ୍ସକ, ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଆଜି ଉତ୍ସାହ ଏବଂ ପ୍ରତିବଦ୍ଧତାର ସହିତ ୧୩ତମ ଭାରତୀୟ ଅଙ୍ଗଦାନ ଦିବସ (ଆଇଓଡିଡି) ପାଳିତ ହୋଇଯାଇଛି। ଅଙ୍ଗଦାନ ଏବଂ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ଥିବା ରୋଗୀଙ୍କ ନିମନ୍ତେ ଏହି ଜୀବନ ପ୍ରଦାନକାରୀ ମହତ ଦିବସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ…

ଅଙ୍ଗଦାନ: ମୃତ୍ୟୁ ପରେ ବି ୮ଟି ଜୀବନ ରକ୍ଷା କରିପାରିବ ମଣିଷ

ଭୁବନେଶ୍ୱର: ୧୫ ବର୍ଷର ଝିଅର ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ଯଦିଓ ବାପା-ମା’ଙ୍କର ପାଦ ତଳୁ ମାଟି ଖସି ଯାଇଥିଲା ତଥାପି ସେମାନେ ଧୈର୍ଯ୍ୟ ହରାଇ ନଥିଲେ ବରଂ ସେହି ମୁହୂର୍ତ୍ତରେ ଅନ୍ୟ କାହାର ଜୀବନ ବଂଚାଇବା ନେଇ ମନକୁ ଦୃଢ଼ କରିଥିଲେ । ସେମାନେ ଝିଅର ମୃତ୍ୟୁ ପରେ ତା’ର ୨ଟି ବୃକକ୍ ଦାନ…

କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ପକ୍ଷରୁ ବରିଷ୍ଠ ନାଗରିକ ହେଲ୍ପ ଲାଇନ୍ ଆରମ୍ଭ

ଭୁବନେଶ୍ଵର: କଳିଙ୍ଗ ହସ୍ପିଟାଲ ଲିମିଟେଡ (କେଏଚଏଲ) ଭୁବନେଶ୍ୱରରେ ବରିଷ୍ଠ ନାଗରିକ (ଗୋଲ୍ଡେନ ଜେନେରସନ ) ହେଲ୍ପଲାଇନ ନମ୍ବର 18005725000 ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ବରିଷ୍ଠ ନାଗରିକ ସଙ୍ଘର ଶହରୁ ଅଧିକ ବରିଷ୍ଠ ନାଗରିକ ଏହି…

ଦିଲ୍ଲୀ ଅଧ୍ୟାଦେଶକୁ କାହିଁକି ସମର୍ଥନ କଲା ବିଜେଡି, ଆଭିମୁଖ୍ୟ ସ୍ପଷ୍ଟ କଲେ ସାଂସଦ

ଭୁବନେଶ୍ୱର: ସଂସଦରେ ବିଜେଡି ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ୍କୁ ସମର୍ଥନ କରିବା ପରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ଜୋରଦାର ସମାଲୋଚନା କରିଛନ୍ତି। ରାଜ୍ୟରେ ବିଜେପି ସହ ଟକରା ଟକରି ଚାଲିଥିବା ବେଲେ କେଉଁ ସର୍ତ୍ତରେ ବିଜେଡି ସମର୍ଥନ କଲା ତାକୁ ନେଇ ନାନା ଚର୍ଚ୍ଚା ଚାଲିଛି। ଏହାରି…

କଲର୍ଭଟ ଭୁଶୁଡ଼ି ୫ ମୃତ ଘଟଣାରେ ମିଳିଲା କ୍ଷତିପୂରଣ, ଗିରଫ ଭୟରେ ଠିକାଦାର ଫେରାର୍

ରାୟଗଡ଼ା: କଲର୍ଭଟ୍ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କ୍ଷତିପୂରଣ ରାଶିକୁ ଆଜି ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜିଲ୍ଲାପାଳ ସ୍ୱଧାଦେବ ସିଂ ଗାଁକୁ ଦେଇଛନ୍ତି । ୩ଟି ପରିବାରକୁ ୪ ଲକ୍ଷ ଲେଖାଏ ଚେକ୍ ଦେଇଛି ପ୍ରଶାସନ । ଅନ୍ୟପଟେ ଘଟଣା ପର ଠାରୁ ଗିରଫଦାରୀ…

ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା, ଖଗେଶ୍ବର ପାତ୍ରଙ୍କ ଜାମିନ୍ ଆବେଦନର ରାୟ ସଂରକ୍ଷିତ

କଟକ: ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଦ୍ୱାରା ପରିଚାଳିତ ବହୁ ଚର୍ଚ୍ଚିତ ହନିଟ୍ରାପ ରାକେଟ୍ ମାମଲାରେ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଗତବର୍ଷ ନଭେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…