Latest Odisha News

BREAKING NEWS

Browsing Category

ଓଡିଶା

Odisha

ତପ୍ତପାଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ୧୨ ଆହତ

ଗଞ୍ଜାମ: ତପ୍ତପାଣି ଘାଟିରେ ଦୁର୍ଘଟଣା। ଏଥିରେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ଗଜପତିରୁ ଗଞ୍ଜାମ  ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ନଳକୂପ ଖନନ ଗାଡି । ଚାପି ହୋଇ ଯାଇଥିବା ଦୁଇ ଉଦ୍ଧାର…

ଆଜି ଓଡ଼ିଶା ଆସୁଛନ୍ତି ଦୁଇ ଜାତୀୟ ଦଳର ହେଭିୱେଟ୍‌ ନେତା

ଭୁବନେଶ୍ବର: ବର୍ତମାନ ଚଳିତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି । ରବିବାର ତଥା ଆଜି ଓଡ଼ିଶା ଆସୁଛନ୍ତି  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ।ରବିବାର ଓଡ଼ିଶାରେ ହାଇଭୋଲଟେଜ୍ ପ୍ରଚାର ଦେଖିବାକୁ ମିଳିବ। ଏହି ଦୁଇ ହେଭିୱେଟ୍‌ଙ୍କ ଗସ୍ତକୁ…

ଆସନ୍ତା ୩୦ରେ ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ୨୦୧୯ ଭଳି ଏଥର ମଧ୍ୟ ଚଳିତ ନିର୍ବାଚନରେ ଦୁଇଟି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଓ ହିଞ୍ଜିଳି ଭଳି ଦୁଇଟି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି । ଏଥର ଷଷ୍ଠ ଥର ପାଇଁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି ନବୀନ । ଆଗକୁ ନିର୍ବାଚନ…

ସାପ କାମୁଡାରେ ପୁଅର ମୃତ୍ୟୁ ପରେ ହୃଦଘାତରେ ଚାଲିଗଲା ମା’ର ଜୀବନ

ସୁନ୍ଦରଗଡ଼: ସାପ କାମୁଡାରେ ପୁଅର ଜୀବନ ଚାଲିଯିବା ପରେ ପୁଅକୁ ଝୁରି ଝୁରି ମାଆ ର ଜୀବନ ଚାଲିଗଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ବୁଢ଼ାମ ପଞ୍ଚାୟତର ଢେଙ୍ଗୁରପାନି ଗ୍ରାମରେ । ମୃତକ ପୁଅ ଜ୍ଞାନଦୀପ କୁଜୁର (୬) ଓ ମାଆ ହେଲେ…

କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ, ‘ଓଡିଶାରେ ସବୁବେଳେ ନବୀନବାବୁଙ୍କ…

କଳାହାଣ୍ଡି/ନୂଆପଡା: କଳାହାଣ୍ଡିରରେ ମେ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଅବସରରେ ଆଜି ନିର୍ବାଚନୀ ପ୍ରଚାରରେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ କଳାହାଣ୍ଡି ଓ ନୂଆପଡା ଗସ୍ତ କରି ମାରାଥନ ପ୍ରଚାର କରିଛନ୍ତି । ଆଜି ତୃତୀୟ ଦିନରେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର…

କାର୍-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟଲି ବ୍ଲକ ସୁଲସୁଳିଆରେ ମର୍ମଦୁନ୍ତ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ବୋଲେରୋ । ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ, ଏକ ଅଲ୍ଟୋ କାର ଓଡି୦୨ବିଏ୩୩୮୭ ରେ ରୁଚିଦା ଗ୍ରାମର ତିନିଜଣ…

ପାଣି ନାହିଁ ତ ଭୋଟ୍ ବି ନାହିଁ, ନେତାଙ୍କୁ ଗାଁରେ ପୁରାଇ ଦେବୁନୁ

ଗଞ୍ଜାମ: ବର୍ତ୍ତମାନ ରାଜ୍ୟରେ ନିଆଁ ବର୍ଷୁଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଯେଉଁଆଡେ ଯିବ ହାହାକାର ମୟ ପରିବେଶ । ଅସହ୍ୟ ତାତିକୁ ଅସମ୍ଭାଳ ଗୁଳୁଗୁଳି । ଏହାରି ଭିତରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ପ୍ରତାପଗିରି…

ଭୋଗରାଇରୁ ଗୌତମବୁଦ୍ଧ ଖୋର୍ଦ୍ଧାରୁ ରାଜେନ୍ଦ୍ର

ଭୁବନେଶ୍ବର : ରାଜ୍ୟର ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟିଛି ୨ବିଧାୟକଙ୍କ ଟିକେଟ୍ । ଭୋଗରାଇ ପାଇଁ ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ବିଧାୟକ ଅନନ୍ତ ଦାସଙ୍କ ଜାଗାରେ ଗୌତମବୁଦ୍ଧଙ୍କୁ ଟିକେଟ ଦେଇଛି ବିଜେଡି । ପୁଅକୁ…

ଖୋର୍ଦ୍ଧାରୁ ପ୍ରଶାନ୍ତ ସାଲେପୁରରୁ ଅରିନ୍ଦମ

ଭୁବନେଶ୍ବର: ରାଜ୍ୟର ୮ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ଓ ସାଲେପୁରରୁ ଅରିନ୍ଦମ ରାୟ ପ୍ରାର୍ଥୀ ହୋଇଛନ୍ତି । ସେହିପରି ହିନ୍ଦୋଳରୁ ପ୍ରାର୍ଥୀ ହୋଇଛନ୍ତି ବିଧାୟିକା ସୀମାରାଣୀ ନାଏକ । ନିକଟରେ ଟିକେଟ୍ ନମିଳିବାରୁ ସେ ବିଜେଡି  ଛାଡି…

କାଠଫାଳିଆରେ ପିଟିପିଟି ମା’ କୁ ହତ୍ୟା କଲା ଝିଅ

ଢେଙ୍କାନାଳ: ଝିଅର କାଠ ଫାଳିଆ ମାଡ଼ରେ ମାଆ ର ମୃତ୍ୟୁ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମଝିପାଳ ଗ୍ରାମରେ । ଏନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଖବର ମୁତାବକ, ମଝିପାଳ ଗାଁରେ ସ୍ୱର୍ଗତ ବିଭୁତି ଭୁଷଣ ଦାଶଙ୍କ ପତ୍ନୀ…