Latest Odisha News

BREAKING NEWS

Browsing Category

ଓଡିଶା

Odisha

ହୋର୍ଡିଂ ଭୁଶୁଡ଼ି ୨ ମୃତ ଘଟଣା; ୪ ଲକ୍ଷ ସହାୟତା ଘୋଷଣା, ମାମଲା ରୁଜୁ

ଭୁବନେଶ୍ୱର: ପ୍ରବଳ ପବନ ଯୋଗୁଁ ଭୁବନେଶ୍ୱରର ଆଇଗିଣିଆରେ ମଙ୍ଗଳବାର ଦିନ ଭୁଶୁଡ଼ି ପଡ଼ିଥିବା ହୋର୍ଡିଂଟି ବେଆଇନ ଭାବରେ ଲଗାଯାଇଥିଲା ବୋଲି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମ୍ସି) କମିଶନର ଚଞ୍ଚଲ୍ ରାଣା ବୁଧବାର ସୂଚନା ଦେଇଛନ୍ତି। ଯେଉଁ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।…

ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ଠକେଇ, ଲୋକଙ୍କୁ ମାଗୁଛନ୍ତି ଟଙ୍କା…

ଭୁବନେଶ୍ବର: ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଲୋକଙ୍କୁ ଟଙ୍କା ମାଗୁଛନ୍ତି ଠକ। ଯାହାକୁ ନେଇ ଜନସାଧାରଣଙ୍କୁ ଏକ ବାର୍ତ୍ତାରେ ସଚେତନ କରାଯାଇଛି। ସୂଚନା ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାଁ ରେ କିଛି ଅସାଧୁ…

କିଶୋରୀ ଓ ମହିଳାଙ୍କୁ ମାଗଣାରେ ମିଳିବ ଜରାୟୁ କ୍ୟାନ୍‌ସର ସଞ୍ଜିବନୀ

ଭୁବନେଶ୍ୱର: କେନ୍ଦ୍ର ସରକାର ଦେଶରେ ମହିଳା ସ୍ୱାସ୍ଥ୍ୟକୁ ସୁଦୃଢ଼ ​​କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଉଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ, ସାରା ଭାରତରେ HPV (ହ୍ୟୁମାନ୍ ପାପିଲୋମାଭାଇରସ୍) ଟୀକାକରଣ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହାର ଲକ୍ଷ୍ୟ ହେଉଛି ସମୟ ମଧ୍ୟରେ…

ଖଣି ଅଧିକାରୀଙ୍କ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ

କଟକ: କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ। ଭିଜିଲାନ୍ସ ଉକ୍ତ ଟଙ୍କା ଜବତ କରିବା ସହ ତାଙ୍କ କଟକ କାର୍ଯ୍ୟାଳୟ ଓ ଭଦ୍ରକରେ ଥିବା ପୈତୃକ ଘରେ ବି ଚଢ଼ଉ ଜାରି ରଖିଛି। ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ…

ରାଜକନିକାର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା: ୫୦ ହଜାର ସହାୟତା , ଉଚ୍ଚସ୍ତରୀୟ ତଦନ୍ତ ଦାବି

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଏକ ଘରୋଇ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀକୁ ଶିକ୍ଷକମାନେ ଗଣଦୁଷ୍କର୍ମ କରିବା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି। କଂଗ୍ରେସର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ…

Weather Update: ଅଦିନିଆ ବର୍ଷାରେ ଭିଜିଲା ଅଧା ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଅଦିନିଆ ବର୍ଷାରେ ଭିଜିଲା ଅଧା ଓଡ଼ିଶା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ସଂଲଗ୍ନ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହୋଇଛି । ଗତକାଲି କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଟକା ପବନ ବି ଅନୁଭୂତ ହୋଇଥିଲା । ଗୋଟିଏ କି ଦୁଇଟି…

ଭୁବନେଶ୍ୱରରେ ସିବିଆଇ ରେଡ୍‌, WAPCOS ଘଟଣାରେ ଚାଲିଛି ତଦନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରରେ ଲକ୍ଷ୍ନୌ ସିବିଆଇ ଟିମ୍। ୱାଟର ଆଣ୍ଡ ପାୱାର କନସଲଟାନସି ସର୍ଭିସ ବା ୱାପକୋସ୍, ଭୁବନେଶ୍ୱରରେ ଟେଣ୍ଡର ଫିକ୍ସିଂ ଅଭିଯୋଗ । WAPCOS ଭୁବନେଶ୍ୱରର ପ୍ରକଳ୍ପ ମ୍ୟାନେଜର ପଙ୍କଜ ଦୁବେଙ୍କ ସମେତ ୮ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି…

ବାହାଘରର ୧୦ ଦିନ ପରେ ବାପ ଘରକୁ ବୁଲିବାକୁ ଆସି ପ୍ରେମିକ ସହ ଫେରାର

ବଲାଙ୍ଗୀର:ବାହାଘରର ୧୦ ଦିନ ପରେ ଫେରାର ହୋଇଯାଇଛନ୍ତି ନବବଧୂ। ସେ ତାଙ୍କ ପ୍ରେମିକ ସହିତ ଫେରାର ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତିନି ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୨୦ ହଜାର ଟଙ୍କା ନେଇ ଝିଅ ଫେରାର ହୋଇଥିବା…

୬ଜଣ ସାଇବର ଠକ ଗିରଫ,କୋଟିକୋଟି ଠକେଇ ଅଭିଯୋଗ

ଭଦ୍ରକ:ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ଭଦ୍ରକ ଟାଉନ ପୋଲିସ । ପୋଲିସ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି । ଦୁଇଟି ପୃଥକ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଅନେକ ଫ୍ରଡ ଆକାଉଣ୍ଟକୁ ସିଜ ହୋଇଛି । ଭଦ୍ରକ ଏଚଡ଼ିଏଫସି ବ୍ୟାଙ୍କର…

Vigilance: ଭିଜିଲାନ୍ସ ପଞ୍ଝାରେ ଖଣି ଅଧିକାରୀ; ବିଭିନ୍ନ ସ୍ଥାନରେ ଚଢାଉ ଜାରି

କଟକ:କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ଅଫିସ୍, ଭୁବନେଶ୍ୱର ଶ୍ରୀବିହାର ଘର ସମେତ ଏକାଧିକ ସ୍ଥାନରେ ରେଡ୍ କରାଯାଇଛି । ବେଆଇନ ସଂପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ…