Latest Odisha News

BREAKING NEWS

Browsing Category

ଓଡିଶା

Odisha

ଇପିଏଫ୍ଓ ପକ୍ଷରୁ ‘ବିଶ୍ଵାସ ଯୋଜନା ୨୦୨୬’ ଉପରେ ସଚେତନତା ଅଭିଯାନ

ଭୁବନେଶ୍ବର: କର୍ମଚାରୀ ଭବିଷ୍ୟନିଧି ଆୟୋଗ ପକ୍ଷରୁ ଭୁବନେଶ୍ବର ଇପିଏଫ୍ଓ ଅଧିନସ୍ଥ, ଜିଲ୍ଲା କାର୍ଯ୍ୟାଳୟ କଟକ ଦ୍ବାରା “ ପ୍ରମୋଦ କନ୍‌ଭେନ୍‌ସନ୍” ରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ମୌସୁମୀଲତା ପାଢୀ, କ୍ଷେତ୍ରିୟ ଭବିଷ୍ୟନିଧି ଆୟୁକ୍ତ-୨ କହିଛନ୍ତି…

CM’s UAE Visit: ‘ମୁଖ୍ୟମନ୍ତ୍ରୀଙ୍କ ଓଡିଶାକୁ ନିବେଶ ଦେଖାଣିଆ…’, ଆଦାନୀ ଚୁକ୍ତି ପାଇଁ ଦୁବାଇ…

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନକୁ ନେଇ ସରକାର ରଖୁଥିବା ତଥ୍ୟ ଓ ବାସ୍ତବ ସ୍ଥିତି ମଧ୍ୟରେ ଫରକ ରହିଛି ବୋଲି ଦାବି କରିଛି ସଡିଶା ଜନତା କଂଗ୍ରେସ(ଓଜେସି)। ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଜେସି ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ରାଜ୍ୟର…

ରାଉରକେଲା ସର୍କିଟ୍ ହାଉସ୍‌ରେ ପର୍ଣ୍ଣ ଷ୍ଟାର୍, ତଦନ୍ତ ଆରମ୍ଭ

ରାଉରକେଲା: ରାଉରକେଲା ସହରସ୍ଥିତ ସରକାରୀ ସର୍କିଟ୍ ହାଉସ୍‌ରେ ଜଣେ 'ଆଡଲ୍ଟ ଫିଲ୍ମ' ଅଭିନେତ୍ରୀଙ୍କ ରହଣି ଘଟଣାରେ ପୋଲିସ୍ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଏସ୍‌ପି (SP) ପାହ୍ୟାର ଅଧିକାରୀଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି। ଗତ ବର୍ଷ ଡିସେମ୍ବର…

ଚାଷ ଜମିରୁ ୬ ଫୁଟର କୁମ୍ଭୀର ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ଅଞ୍ଚଳରେ ଶନିବାର ଦିନ ଏକ ୬ ଫୁଟ୍ ଲମ୍ବର ଲୁଣି ପାଣି କୁମ୍ଭୀର ମାଛ ଧରା ଜାଲରୁ ଉଦ୍ଧାର କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବ୍ରାହ୍ମଣୀଖୋଳ…

ନନ୍ଦନକାନନକୁ ଆସିଲେ ୫୮ ନୂଆ ଅତିଥି

ଭୁବନେଶ୍ୱର: ପଶୁପ୍ରେମୀଙ୍କ ପାଇଁ ଭଲ ଖବର। ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୧୪ଟି ବିରଳ ତଥା ବିଦେଶୀ ପ୍ରଜାତିର ୫୮ଟି ନୂଆ ପ୍ରାଣୀଙ୍କୁ ସାମିଲ କରାଯାଇଛି। ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଗୁଜୁରାଟର 'ରାଧାକୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ'…

ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଜି ପାଇଁ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା…

ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ, ଗାଡ଼ିରୁ ୫ ଲକ୍ଷ ଜବତ 

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର ଲାଞ୍ଚ ଅର୍ଥ ସଂଗ୍ରହ କରିଥିବା ନେଇ ଖବର ପାଇ…

ପ୍ରବଳ ବର୍ଷା ଆଶଙ୍କା; ମାଲକାନଗିରିରେ ଆଜି ସବୁ ସ୍କୁଲ ଓ ଅଙ୍ଗନବାଡି ଛୁଟି

ଭୁବନେଶ୍ୱର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଛୁଟି ଘୋଷଣା କରିଛି। ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ପାଇଁ ଆଜି ଛୁଟି…

ଲଗାଣ ବର୍ଷାରେ ବେହାଲ ମାଲକାନଗିରି; ଯୋଗାଯୋଗ ବିଛିନ୍ନ 

ମାଲକାନଗିରି: ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ଅନେକ ପୋଲଗୁଡ଼ିକ ଜଳମଗ୍ନ ହୋଇପଡ଼ିଛି। ଫଳସ୍ୱରୂପ ଜାତୀୟ ରାଜପଥ-୩୨୬ରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯିବା ସହ ଶହ ଶହ ଗାଡ଼ି ଅଟକି ରହିଛି। ସୂଚନା ଅନୁଯାୟୀ, ଏହି ଲଗାଣ ବର୍ଷା ମାଲକାନଗିରି ଜିଲ୍ଲାର ପରିବହନ ବ୍ୟବସ୍ଥାକୁ…

ରଥଯାତ୍ରା ୨୦୨୬: ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ପାଇଁ ଟିପିସିଓଡିଏଲକୁ ‘ରଥସେବା ସମ୍ମାନ’ ପ୍ରଦାନ

ଭୁବନେଶ୍ବର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୬ ସମୟରେ ନିରବଚ୍ଛିନ୍ନ, ଭରସାଯୋଗ୍ୟ ଏବଂ ନିରାପଦ ବିଦ୍ୟୁତ୍ ସରବରାହ ସୁନିଶ୍ଚିତ କରିଥିବାରୁ ‘ରଥସେବା…