Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରତି ଛାତ୍ର ପିଛା ୧୦ ଟଙ୍କା ଲାଞ୍ଚ! ବାରିପଦାରେ ST/SC ବିଭାଗର ଦୁଇ ଅଡିଟରଙ୍କୁ ବାନ୍ଧିଲା ଭିଜିଲାନ୍ସ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ବିଭାଗର କଡ଼ା ପ୍ରହାର ଦେଖିବାକୁ ମିଳିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଦୁଇ ଜଣ ଅଡିଟରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ…

କାର ରଖି ନଦୀକୁ ଡେଇଁଲେ ଯୁବକ;ଖୋଜାଖୋଜି ଜାରି

ରାଉରକେଲା:ବ୍ରାହ୍ମଣୀ ତରଙ୍ଗ ନୂଆବ୍ରାହ୍ମଣୀ ବ୍ରିଜରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ରିଜ ଉପରେ କାର ରଖି ଜଣେ ଯୁବକ ନଦୀକୁ ଡେଇଁ ପଡିଥିଲେ। ନଦୀକୁ ଡେଇଁଥିବା ଯୁବକ ଜଣକ ସିଭିଲ ଟାଉନ୍ସିପ ଅଞ୍ଚଳର ବୋଲି ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି…

ରାଜ୍ୟସଭା ଭୋଟିଂ ବିବାଦ: ବାଚସ୍ପତିଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କଲା ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିର୍ଦ୍ଦେଶ ଉଲ୍ଲଂଘନ କରି କ୍ରସ୍ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗ ଏବେ ହାଇକୋର୍ଟରେ ପହଞ୍ଚିଛି । ଏହି ମାମଲାରେ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ କଡ଼ା ଚାଲେଞ୍ଜ କରି ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ…

ବାଲେଶ୍ୱରରେ ଅଭାବନୀୟ ଘଟଣା: ଜଳିଗଲା ୧୦୮ ଆମ୍ବୁଲାନ୍ସ, ଜୀବନ୍ତ ଦଗ୍ଧ ହେଲେ ରୋଗୀ

ବାଲେଶ୍ୱର: ରୋଗୀଙ୍କୁ ନେଇ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସରେ ହଠାତ୍ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କ କରୁଣ ମୃତ୍ୟୁ ଘଟିଛି। ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲାର ଜଳଙ୍ଗା ଛକ ନିକଟରେ ଦେଖିବାକୁ ମିଳିଛି । ଡାକ୍ତରଖାନା ଯାଇ ଜୀବନ ବଞ୍ଚାଇବାକୁ ଆଶା ବାନ୍ଧିଥିବା ଜଣେ…

୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏସଟିଏଫ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ: ପଶ୍ଚିମବଙ୍ଗ ଦୀଘାରୁ ୩ ଅଟକ

ବାଲେଶ୍ୱର: ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ଟି ବିରଳ ଛୁଆ ଓରାଙ୍ଗଉଟାନ ଉଦ୍ଧାର ଘଟଣାର ତଦନ୍ତ ଏବେ ଜୋରଦାର ହୋଇଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ପଶ୍ଚିମବଙ୍ଗର ଦୀଘା ସ୍ଥିତ ଏକ ଘରୋଇ ହୋଟେଲ ଉପରେ ଅତର୍କିତ ଚଢ଼ଉ କରି ୩ ଜଣ ସନ୍ଦିଗ୍ଧ…

ଦ୍ୱିତୀୟ ପର୍ଯ୍ୟାୟ ବିଏଡ୍‌ ନାମଲେଖା ପାଇଁ ବିଜ୍ଞପ୍ତି;୨୦ ଯାଏ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଚଳିତ ଶିକ୍ଷାବର୍ଷ(୨୦୨୬-୨୭)ରୁ ଦ୍ୱିତୀୟ ପର୍ଯ୍ୟାୟ ୪ ବର୍ଷିଆ ବି.ଏଡ୍‌ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଟିଚର ଏଜୁକେସନ୍‌ ପ୍ରୋଗ୍ରାମ(ଆଇଟିଇପି) ତଥା ବିଏଡ୍‌ ନାମଲେଖା ଆରମ୍ଭ ହୋଇଛି । ଏହାର ପ୍ରଥମ ପର୍ଯ୍ୟାୟ ନାମଲେଖା…

ବାରମ୍ବାର ଅଗ୍ନିକାଣ୍ଡ ପରେ କଡା ଆକ୍ସନ: ୧ ନମ୍ବର ହାଟରେ ଚାଲିଛି ଉଚ୍ଛେଦ

ଭୁବନେଶ୍ବର: ଭୁବନେଶ୍ୱର ୧ ନମ୍ବର ହାଟ (Unit-1 Market) ରେ ବାରମ୍ବାର ଘଟୁଥିବା ଅଗ୍ନିକାଣ୍ଡ ପରେ BMC (ଭୁବନେଶ୍ୱର ମହାନଗର ନିଗମ) ଓ BDA ପକ୍ଷରୁ କଡ଼ା ଆକ୍ସନ ନିଆଯାଇଛି। ହାଟରେ ବଡ଼ଧରଣର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତାକଡ଼ରେ ଥିବା ବେଆଇନ ଦୋକାନ ଓ କ୍ୟାବିନ୍ ଗୁଡ଼ିକୁ…

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳରେ ବାଡ଼, ନିଷିଦ୍ଧ ଅଞ୍ଚଳ ଘୋଷଣା

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ…

BRICS Media kit: ବ୍ରିକ୍ସ ମିଡିଆ କିଟରେ କୋରାପୁଟ କଫି…ଅନ୍ତର୍ଜାତୀୟ ଅତିଥିଙ୍କୁ ‘ଇଣ୍ଡିଆ କାହାଣୀ’ କହୁଛି…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବସିବାକୁ ଯାଉଛି ୧୮ତମ BRICS ସମ୍ମିଳନୀ। ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀ ପାଇଁ ବିଶ୍ୱର ବିଭିନ୍ନ ଦେଶରୁ ସାମ୍ବାଦିକମାନେ ଦିଲ୍ଲୀରେ ପହଞ୍ଚୁଛନ୍ତି। ଏହାରି ଭିତରେ ଭାରତ ସରକାର ପକ୍ଷରୁ ସାମ୍ବାଦିକମାନଙ୍କ ପାଇଁ…

୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ JMFC କୋର୍ଟ କିରାଣୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ ଅଚ୍ୟୁତ କୁମାର ପ୍ରଧାନ। ମାଲକାନଗିରି ଜିଲ୍ଲାର ମାଥିଲିରେ ଥିବା ଜେଏମଏଫସିଙ୍କ କୋର୍ଟରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣୀଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ମାଥିଲି JMFC…