Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାଠପଢ଼ା ସମୟରେ ସ୍କୁଲରେ ପଶିଲା ଭାଲୁ, ଭୟରେ ଛାତ୍ରଛାତ୍ରୀ

ନବରଙ୍ଗପୁର: ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ତିନୋଟି ଭାଲୁ। ମା ସହିତ ଅଛନ୍ତି ତାର ଦୁଇଟି ଛୁଆ। ସ୍କୁଲର ଦୁଇ ପାଇଖାନା ମଝିରେ ରହିଛନ୍ତି ଏହି ୩ ଟି ଭାଲୁ। ଭୟରେ ଆତଙ୍କିତ ସ୍କୁଲ ଛାତ୍ର ଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ…

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ; ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ଵର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ମହାମହିମଙ୍କୁ ଗାର୍ଡଅଫ ଅନର ପ୍ରଦାନ କରାଯିବ । ପରେ ସେଠାରୁ ରାଜଭବନ…

ହୀରାକୁଦରେ ବଢୁଛି ଜଳସ୍ତର: ଖୋଲିଲା ଆଉ ତିନି ଗେଟ

ସମ୍ବଲପୁର: ହୀରାକୁଦ ଜଳସ୍ତର ବଢୁଛି । ଗତକାଲି ୫ଟି ଗେଟ ଖୋଲିଥିବାବେଳେ ଆଜି ଆଉ ତିନୋଟି ଗେଟ ଖୋଲାଯାଇଛି ।  ଫଳରେ ଏବେ  ମୋଟ ୮ଟି ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଛି । ମହାନଦୀ ଜଳସ୍ତର ବୃଦ୍ଧି ପାଇବା ସହ ହରାକୁଦ ଜଳ ଭଣ୍ଡାରରେ…

ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଦିନକରେ ପ୍ରକାଶ ପାଇବ ୭୫ ରାୟ

କଟକ: ଆସନ୍ତା ୨୬ ତାରିଖରେ ଓଡିଶା ହାଇକୋର୍ଟ ପ୍ରତିଷ୍ଠାକୁ ୭୫ ବର୍ଷ ପୂରିବାକୁ ଯାଉଛି। ଆଉ ଏଥିପୂର୍ବରୁ ୨୪ ତାରିଖ ସୋମବାର ହାଇକୋର୍ଟରେ ଗୋଟିଏ ବେଞ୍ଚରେ ୭୫ଟି ରାୟ ପ୍ରକାଶ ପାଇବାକୁ ଯାଉଛି। ଏହି ରାୟ ପ୍ରକାଶ ହେଲେ ଚିର ସ୍ମରଣୀୟ ରହିବ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି। ହାଇକୋର୍ଟର…

ମାଛକୁଣ୍ଡ ପୋଲିସକୁ ସଫଳତା: ୧୧୨ କେଜି ଗଞ୍ଜେଇ ଜବତ, ବାଇକ ସହ ୫ ଗିରଫ

କୋରାପୁଟ: ପୁଣି ମାଛକୁଣ୍ଡ ପୋଲିସକୁ ମିଳିଲା ବଡ ସଫଳତା। ମାଲକାନଗିରି ଜିଲ୍ଲାରୁ ଜୟପୁରକୁ ଗଞ୍ଜେଇ ଚାଲାଣ ବେଳେ ଅନକାଡେଲି ଅଞ୍ଚଳରେ ମାଡିବସିଲା ମାଛକୁଣ୍ଡ ପୋଲିସ। ଘଟଣାରେ ୧୧୨ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ ବାଇକରେ ଗଞ୍ଜେଇ…

ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ପୁରୀ: ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର । ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର। ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀବାସୀଙ୍କ ପାଇଁ ଏହି ଦ୍ୱାର ଖୋଲାଯାଇଛି । ପଶ୍ଚିମଦ୍ୱାର ଆଜି ଖୋଲିବା ପରେ ପୁରୀ ବାସିନ୍ଦା ପରଚିୟ ପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି…

ରାଜଧାନୀର ଫ୍ଲାଏ ବୋମିଖାଲ ଓଭର ବ୍ରିଜ ତଳକୁ ପାର୍କିଂ ଅଞ୍ଚଳ ଚିହ୍ନଟ କଲା ବିଏମସି

ଭୁବନେଶ୍ୱର: ବ୍ୟସ୍ତବହୁଳ କଟକ-ପୁରୀ ରାଜ୍ୟ ରାଜପଥରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବୋମିଖାଲ ରୋଡ୍ ଓଭରବ୍ରିଜ୍ ଅଧୀନରେ ଥିବା ଅଞ୍ଚଳକୁ ପାର୍କିଂସ୍ଥଳ ଭାବେ ଘୋଷଣା କରିଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ଗଣମାଧ୍ୟମକୁ ସୂଚନା…

ମାତୃତ୍ୱ ଛୁଟିକୁ ଅନୁମତି ନଦେବା ମୌଳିକ ଅଧିକାରର ପରିପନ୍ଥୀ: ହାଇକୋର୍ଟ

କଟକ: ମାତୃତ୍ୱ ଛୁଟିକୁ ଅନୁମତି ନଦେବା ମହିଳାଙ୍କୁ ସମ୍ମାନ ସହ ବଞ୍ଚିବାର ମୌଳିକ ଅଧିକାରର ପରିପନ୍ଥୀ। ଓଡ଼ିଶା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି। ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକ ମହିଳା ମାତୃତ୍ବ ଛୁଟିପାଇବାକୁ ହକଦାର। ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଜଣେ…

ହୁ ହୁ ହୋଇ ଜଳିଗଲା ବିୟର ଭର୍ତ୍ତି ଟ୍ରକ

ବଲାଙ୍ଗୀର: ହୁ ହୁ ହୋଇ ଜଳିଗଲା ବିୟର ଭର୍ତ୍ତି କଣ୍ଟେନର ବା ବଡ଼ ଟ୍ରକ। ରବିବାର ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ବିୟର ନଷ୍ଟ ହୋଇଯାଇଛି। ଟ୍ରକଟି ଆନ୍ଧ୍ରପ୍ରଦେଶର ଶ୍ରୀ ସିଟିରୁ ବିୟର କ୍ୟାନ ଭର୍ତ୍ତି କରି ବେଲପଡାସ୍ଥିତ ଏକ ପ୍ଲାଣ୍ଟକୁ ଆସୁଥିଲା। ତେବେ କୌଣସି କାରଣରୁ ଟ୍ରକଟି…

ସମ୍ବଲପୁରୀ ହସ୍ତତନ୍ତକୁ ଜିଆଇ ମାନ୍ୟତା ଦେବାକୁ ପ୍ରସ୍ତୁତି ଆରମ୍ଭ କଲା କେନ୍ଦ୍ର

ସମ୍ବଲପୁର: କେନ୍ଦ୍ର ସରକାର ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ ଉତ୍ପାଦକୁ ଜିଆଇ ଟ୍ୟାଗ୍ ଦେବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶନିବାର ସମ୍ବଲପୁରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଏକ କାର୍ଯ୍ୟକ୍ରମରେ ବୟନଶିଳ୍ପ ମନ୍ତ୍ରଣାଳୟର ବୟନଶିଳ୍ପ କମିଶନର ରୋପ ରାଶି ଏହି…